Browsing Category
ରାଜନୀତି
(Video) ଲୋକସଭା ନିର୍ବାଚନ: ମଣିପୁର ମତଦାନ କେନ୍ଦ୍ରରେ ଗୁଳି ବିନିମୟ, ୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଜାତି ହିଂସା ଅଗ୍ନିରେ ଜଳୁଥିବା ମଣିପୁରରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ହିଂସା ହୋଇଛି । ଏଠାରେ ଏକ ବୁଥରେ ଗୁଳିବିନିମୟ କରାଯାଇଛି । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିବାର ସୂଚନା ମିଳିଛି…
ଏଥର ପଦ୍ମ ପୋଖରୀରେ ପାଦ ଦେବେ ସୌମ୍ୟ! ପୁରୁଣା ଦଳ ବିରୋଧରେ ଉଠିବ ସ୍ୱର
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ଦଳଡିଆଁ ପର୍ବକୁ ନେଇ ଖୁବ ଚର୍ଚ୍ଚା । ତେବେ ଏହି ଦଳଡିଆଁ ପର୍ବ ବିଜେଡି ପାଇଁ ମହଙ୍ଗା ପଡ଼ିଛି । ଦଳର ବଡ଼ ବଡ଼ ନେତା ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହୋଇଥିବା ବେଳେ ବିଜେଡି ଏବେ ନୂଆ…
ବଡ଼ ଖବର; ଶଙ୍ଖ ଛାଡ଼ିବେ, ପଦ୍ମ ଧରିବେ ପ୍ରସନ୍ନ ପାଟ୍ଟଶାଣୀ! ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋରଦାର
ଭୁବନେଶ୍ୱର: ରାଜ୍ୟ ରାଜନୀତିର ଜଣେ ଅତି ପରିଚିତ ଚେହେରା ହେଉଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ଆଗ ଧାଡ଼ିର ନେତା ପ୍ରସନ୍ନଙ୍କ ନେଇ ଏବେ ବଢିଛି ଚର୍ଚ୍ଚା । ଆଜି ଏହି ବିଜେଡି ନେତା ନୂଆଦିଲ୍ଲୀ ଗସ୍ତ କରିଥିବା…
ମତଦାନ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଘର ପାଖେ ମିଳିଲା ବୋମା, ପଥରମାଡ଼ରେ ବିଜେପି ନେତା ଆହତ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି । ସକାଳ ୭ଟାରୁ ଭୋଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜିଠାରୁ ଗଣତନ୍ତ୍ରର ମହାଉତ୍ସବ ଆରମ୍ଭ ହୋଇଛି । ଅଭିନେତା ରଜନୀକାନ୍ତ ତାମିଲନାଡ଼ୁର ଚେନ୍ନାଇରେ ଏକ…
ନିର୍ବାଚନରେ ବ୍ୟାଙ୍କ ଖୋଲା ନା ବନ୍ଦ? ଜାଣନ୍ତୁ ବିଭିନ୍ନ ରାଜ୍ୟରେ କ’ଣ କହୁଛି ରିଜର୍ଭ ବ୍ୟାଙ୍କର ନିୟମ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଭୋଟଗ୍ରହଣ ଆରମ୍ଭ ହୋଇଛି । ଆଜି ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୧୦୨ଟି ଆସନ ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ଭୋଟ୍ ସମୟରେ…
‘ମତାଧିକାରର ପ୍ରୟୋଗ କରୁନ୍ତୁ, ଭୋଟିଙ୍ଗର ନୂଆ ରେକର୍ଡ ସୃଷ୍ଟି କରନ୍ତୁ’ , ଭୋଟରଙ୍କୁ ନିବେଦନ କଲେ PM ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ସାରା ଦେଶର ମତଦାତାମାନଙ୍କୁ ଭୋଟ ପାଇଁ ନିବେଦନ କରିଛନ୍ତି । ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି ଯେ, ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଭୋଟିଙ୍ଗର…
ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ଦେଶରେ ପ୍ରଥମ ପର୍ଯ୍ୟାୟରେ ମତଦାନ
ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏହାସହିତ ବିଶ୍ୱର ସର୍ବାଧିକ ଲୋକତନ୍ତ୍ରରେ ନିର୍ବାଚନୀ ବିଗୁଲ ବାଜିଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ…
ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆପ୍ ଘୋଷଣା ୩୭ ଜଣ ପ୍ରାର୍ଥୀ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ମତଦାନ ଗ୍ରହଣ କରାଯିବ । ମେ ୧୩ରୁ…
(Video) ଏଥର କାଠଗଡ଼ା ନୁହେଁ, ପ୍ରଚାର ମଇଦାନରେ ଲଢିବେ ବର୍ଷା-ଅନୁଭବ: ଜୋରଦାର ଲଢେଇ ଦେଖିବ ଓଡ଼ିଶା
ଓଡ଼ିଶା ଭାସ୍କର: ନା ଥିବ କୋର୍ଟ, ନା ଥିବ କାଠଗଡ଼ା, ନା ଅର୍ଡର କହିବା ପାଇଁ ଥିବେ ବିଚାରପତି । କିନ୍ତୁ ତଥାପି ମୁହାଁମୁହିଁ ଲଢିବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଏଥର ରାଜନୀତି ମଇଦାନରେ ହେବ…
Breaking News; ସ୍ୱାମୀ ଛାଡ଼ିଲେ, ସ୍ତ୍ରୀ ଆସିଲେ…. ବିଜେଡିରେ ସାମିଲ ହେଲେ ଓଲିଉଡ କୁଇନ୍ ବର୍ଷା
ଭୁବନେଶ୍ୱର: ପାରିବାରିକ ବିବାଦରୁ ମୁକ୍ତ ହେବା ପରେ ଏବେ ରାଜନୀତି ଦୁନିଆରେ ପାଦ ଥାପିଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବର୍ଷା…