Browsing Category
ରାଜନୀତି
ଦୈତାରୀ ପଣ୍ଡାଙ୍କ ସମେତ ୨୯ ଯାତ୍ରା କଳାକାରଙ୍କ ବିଜେଡି ଏଣ୍ଟ୍ରି
ଓଡିଶା ଭାସ୍କର: ବଲିଉଡ ଓ ଓଲିଉଡ଼ରୁ ବହୁ ଅଭିନେତା ଓ ଅଭିନେତ୍ରୀ ରାଜନୀତିରେ ଯୋଗ ଦେଉଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି ଯାତ୍ରା କଳାକାର। ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି…
ଏବେ RSS ମୁଖ୍ୟାଳୟ ଉପରେ ଉଡିବନି ଡ୍ରୋନ, ଏହି କାରଣ ପାଇଁ ପ୍ରତିବନ୍ଧକ ଲଗାଇଲା ପୋଲିସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ସମୟରେ ନାଗପୁର ସ୍ଥିତ ଜାତୀୟ ସ୍ୱୟଂସେବକ ସଂଘ ମୁଖ୍ୟାଳୟର ସୁରକ୍ଷା ବଢାଯାଇଛି । ଆରଏସଏସ ମୁଖ୍ୟାଳୟର ବିପଦ ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପରିସରରେ…
ବିହାର ବିଧାନସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ
ପାଟନା: ବିହାରରେ NDAର ନୂତନ ସରକାର ଗଠନ ପରେ ଆରଜେଡ଼ି ବିରୋଧରେ ଆକ୍ସନ ମୋଡ଼ରେ ବିଜେପି । ବିଧାନସଭା ଅଧ୍ୟକ୍ଷ ପଦରେ ଥିବା ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜାରି କରିବା ପାଇଁ ନୋଟିସ ଦିଆଯାଇଛି ।…
INDIA ମେଣ୍ଟକୁ ପୁଣି ଝଟକା, ଏକାକୀ ନିର୍ବାଚନ ଲଢ଼ିବେ କେଜରିୱାଲ
ନୂଆଦିଲ୍ଲୀ: ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦିତା କରିବା ନେଇ ରବିବାର ଆମ୍ ଆଦମୀ ପାର୍ଟି(ଆପ୍)ର ସଂଯୋଜକ ଅରବିନ୍ଦ କେଜରିୱାଲ ବଡ଼ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି…
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ତେବେ…
“ଯେଉଁଠାରେ ଥିଲି ପୁଣି ସେଠାକୁ ଫେରି ଆସିଛି, ବର୍ତ୍ତମାନ ଅନ୍ୟ କୌଣସି ସ୍ଥାନକୁ ଯିବାର ପ୍ରଶ୍ନ ଉଠୁ ନାହିଁ”: ନୀତିଶ କୁମାର
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି। ନୀତିଶ ଆଜି ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣିଥରେ ମୁଖ୍ୟମନ୍ତ୍ରୀ…
ନୀତୀଶ କୁମାର ରଙ୍ଗ ବଦଳାଇବାରେ ଏଣ୍ଡୁଅକୁ ବି ଟପିଯାଇଛନ୍ତି: କଂଗ୍ରେସ ନେତା ଜୟରାମ ରମେଶ୍
ଓଡିଶା ଭାସ୍କର: ବିହାର ରାଜନୀତିକୁ ନେଇ ଚର୍ଚ୍ଚା ଆଦୌ ଥମୁ ନାହିଁ । ନୀତିଶ କୁମାର ମହାମେଣ୍ଟକୁ ଛାଡି ଏବେ ପୁଣି ଏନଡିଏରେ ସାମିଲ ହୋଇ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ଏହାକୁ ନେଇ କଂଗ୍ରେସ ନୀତିଶଙ୍କୁ…
‘ବଡ ଧୂର୍ତ୍ତ ହେଉଛନ୍ତି ନୀତିଶ, ଗୋଟିଏ ବର୍ଷ ହୋଇ ନ ଥିବ ପୁଣି ପଲଟିବେ’ ମୋ କଥାକୁ ଲେଖିକି ରଖ ବୋଲି କହିଲେ ପିକେ
ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ନୀତିଶ କୁମାରଙ୍କ ଉପରେ କଡା ଟିପ୍ପଣୀ ଦେଇଛନ୍ତି । ଏକଦା ନୀତିଶଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର ନୀତିଶ ମହାମେଣ୍ଟକୁ ଛାଡି ଏନଡିଏରେ ପୁଣି ସାମିଲ…
ଓଡ଼ିଶାରେ କଂଗ୍ରେସର ସ୍ଥିତି କ’ଣ ଓଡ଼ିଶା ଲୋକଙ୍କୁ ପଚାରନ୍ତୁ: ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ, ସାରା ଦେଶରେ କଂଗ୍ରେସ ଛବି ମଳିନ…
BREAKING:ନୀତିଶଙ୍କ ନବମ ପାଳି, ଏନଡିଏ ସମର୍ଥନରେ ନୀତିଶ ହେଲେ ମୁଖ୍ୟମନ୍ତ୍ରୀ
ପାଟନା: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଗତ କିଛିଦିନ ହେବ ବେଶ୍ ହଟଚମଟ ଲାଗି ରହିଛି । ଆଜି ସକାଳେ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ପୁଣି ମୁଖ୍ୟମନ୍ତ୍ରୀ ଭାବରେ…