Browsing Category

ରାଜନୀତି

୨୦୨୪ ପାଇଁ ବିଜେପିର ବଡ଼ ପ୍ରସ୍ତୁତି: ସମସ୍ତ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା, ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ମାତ୍ର ବାକିଥିବା ବେଳେ ଏନେଇ ବିଜେପି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଗାମୀ ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ନିକଟରେ…

୨୦୧୭ କଥା ମନେ ପକାଇଲେ ଯୋଗୀ ଆଦିତ୍ୟନାଥ: କହିଲେ, ସେଦିନ ଅଯୋଧ୍ୟାରେ ଦୀପାବଳି ପାଳନ ପାଇଁ ମତେ ରୋକା ଯାଇଥିଲା

ଯୋଧପୁର: ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି "ଜୟ ଶ୍ରୀ ରାମ" ନାରା । ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ…

ଅଯୋଧ୍ୟା ରାମ ମନ୍ଦିରର ପ୍ରତିମୂର୍ତ୍ତିକୁ ନେଇ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ପ୍ରଶ୍ନ; ‘କାହିଁକି ନୂଆ ପ୍ରତିମୂର୍ତ୍ତିର ଆବଶ୍ୟକତା…

ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂହ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରତିମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଦିଗବିଜୟ ସିଂହ କହିଛନ୍ତି, ରାମ ଲାଲାଙ୍କ ପ୍ରତିମୂର୍ତ୍ତି କେଉଁଠି ଅଛି, ଯାହାକୁ…

ଇଡି ସମ୍ମୁଖରେ କେଜ୍ରିଓ୍ଵାଲ ହାଜର ନ ହେବାରୁ ବିଜେପି-ଆମ୍ ଆଦମୀ ପାର୍ଟି ମୁହାଁମୁହିଁ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମଧ୍ୟରେ ଲାଗି ରହିଛି…

ପୁଣି ଅଡ଼ୁଆରେ ମହୁଆ, ଓକିଲଙ୍କ ଫୋନ୍ ଟ୍ରାକ୍ କରିବା ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରା ପୁଣି ଥରେ ବିବାଦ ଘେରରେ । ପୂର୍ବରୁ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ତାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ବର୍ତ୍ତମାନ…

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଆସନ୍ତାକାଲି ଇଡିର ତୃତୀୟ ସମନରେ ହାଜର ହେବେ କି କେଜ୍ରିୱାଲ?

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବାକୁ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରାଯାଇଛି। ଆସନ୍ତାକାଲି ବା…

ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ…

ବିଜେପି ରାଷ୍ଟ୍ରୀୟ ସଂଗଠକ ହୃଦୟନାଥ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଛି । ଏହାକୁ ନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି…

ଚର୍ଚ୍ଚାରେ ଓୱାଇସିଙ୍କ ବିବାଦୀୟ ବୟାନ- ‘ନିଜ ସମ୍ପ୍ରଦାୟର ଶକ୍ତି ବଜାୟ ରଖ…’

ହାଇଦ୍ରାବାଦ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ଉଦ୍ଘାଟନ ଉତ୍ସବକୁ ନେଇ ରାଜନୈତିକ ଅସ୍ଥିରତା ଦେଖାଦେଇଛି । ଏହି ପରିପ୍ରେକ୍ଷିରେ All India Majlis-e- Ittehadul Muslimeen ର…

କଂଗ୍ରେସରେ ଯୋଗଦେବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ ଶର୍ମିଲା: ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବେ ଭାଇ-ଭଉଣୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ସେହି ଅନୁସାରେ ଦେଶର ରାଜନୈତିକ ମାହୋଲ ଚଳଞ୍ଚଳ ହେବାରେ ଲାଗିଛି । ରାଜନେତ÷କ ଦଳମାନେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ…