Browsing Category
ରାଜନୀତି
ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ଦେହାନ୍ତ, ଦୁବାଇ ଡାକ୍ତରଖାନାରେ ହେଇଥିଲେ ଭର୍ତ୍ତି
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ପରଭେଜ ମୁଶରଫଙ୍କ ଦେହାନ୍ତ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଏହି ଖବରକୁ ସୂତ୍ରରୁ ପ୍ରକାଶ କରିଛି। ମୁଶରଫ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ଦୁବାଇର ଏକ…
ବାଲ୍ୟବିବାହକୁ ନେଇ ଆକ୍ସନ ମୋଡ଼ରେ ଆସାମ ସରକାର, ଗିରଫ ହେଲେଣି ୨୨୧୧ ଲୋକ
ଦିସପୁର: ଆସାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୧୧ଲୋକଙ୍କୁ ବାଲ୍ୟ ବିବାହ କରିବା ନେଇ ଗିରଫ କରାଯାଇଛି । ସେଥିପାଇଁ ଗୋହ୍ୱାଟୀ, ବିଶ୍ୱନାଥ, ଗୋଳାପାରା, କରିମଗଞ୍ଜ, ମେରୀ ଗାଁଓ, ବୋଙ୍ଗାଇଗାଁଓ, ଜୋରହାଟରେ ଏପରି ନିୟମ…
(VIDEO) ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଭୟରେ ଅଛନ୍ତି ବିଜେଡି ନେତା ସୌମ୍ୟରଞ୍ଜନ ପଟ୍ଟନାୟକ; କହିଲେ ମୋ ପିଏସ୍ଓ ହୋଇଯିବନିତ ଗୋପାଳ
କଟକ: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁଳିକାଣ୍ଡ ଘଟଣା ପରଠାରୁ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ସାଧାରଣ ଜନତାଙ୍କ ଠାରକୁ ।ରମ୍ଭ କରି ବ୍ୟବସାୟୀ ଏପରି ନେତା ମନ୍ତ୍ରୀମାନେ ମଧ୍ୟ ଭୟରେ ଅଛନ୍ତି । ଯାହାର ଖୋଦ…
ପୁଣି ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ; ଖୋଲିପାରେ ହତ୍ୟା କାଣ୍ଡର ରହସ୍ୟ
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଫଳରେ ଏହା ହତ୍ୟାକାଣ୍ଡରେ ପୁଣି ଏକ ନୂଆ ମୋଡ ସୃଷ୍ଟି କରୁଛି । ତେବେ ଅଭିଯୁକ୍ତ ଗୋପାଳ ଦାସ…
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ବଡ଼ ଦାୟିତ୍ୱ: କର୍ଣ୍ଣାଟକର ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ
ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ଧର୍ମେନ୍ଦ୍ରଙ୍କ କର୍ଣ୍ଣାଟକ ବିଜେପିର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରୀୟ ସଭାପତି ଜେ.ପି…
(VIDEO) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମ୍ ସିନକୁ ଯାଇ ସତ କହୁଛି ଅଭିିଯୁକ୍ତ ଗୋପାଳ
ଝାରସୁଗୁଡା : ଆଜକୁ ୬ ଦିନ ବିତିଗଲାଣି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ମନ୍ତ୍ରୀଙ୍କୁ ହତ୍ୟାପରଠାରୁ ଆଜି ଯାଏଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି…
କଂଗ୍ରେସରୁ ସସପେଣ୍ଡ ହେଲେ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପରନୀତ
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ଧର୍ମପତ୍ନୀ ତଥା ପଟିଆଲା ସାଂସଦ ପରନୀତ କୌରଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଛି । ତେବେ ପରନୀତଙ୍କୁ ନିଜ ପକ୍ଷ ରଖିବା ପାଇଁ ୩ ଦିନ…
ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ
ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ପରେ, PSO ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ଭୁବନେଶ୍ୱର:ପିଏସଓ ଫେରାଇଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । କହିଲେ ମୋର ଆଉ ପୋଲିସ ଅଫିସରଙ୍କ ଉପରେ ଭରଷା ନାହିଁ । ଯାହା ପାଇଁ ମୁଁ ମୋର ପିଏସଓ ଫେରାଉଛି । ନିକଟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଉପରେ…
ତିର୍ତ୍ତୋଲ ବିଧାୟକଙ୍କ ନାଁରେ ମାମଲା ରୁଜୁ, ପୂର୍ବରୁ ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ
ଭୁବନେଶ୍ୱର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୋମାଲିକାଙ୍କ ଅଭିଯୋଗ ଆଧାରରେ ଜଗତସିଂହପୁର ଥାନାରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହୋଇଥିବା ନେଇ ଜଗତସିଂହପୁର ଏସଡିପିଓ…