Browsing Category

ରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କେଉଁ ରାଜ୍ୟରୁ କିଏ…

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୫୭ ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ । ଏଥିପାଇଁ ମେ ୩୧ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ତେବେ ଏହାରି ମଧ୍ୟରେ ନିର୍ବାଚନ ପାଇଁ କଂଗ୍ରେସ…

ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ କଂଗ୍ରେସରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ପୁଣି ହାତ ଛାଡ଼ିଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ବରିଷ୍ଠ କଂଗ୍ରେସ ନେତା ଏଚଏନ ଚନ୍ଦ୍ରଶେଖର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରୁ ଭାବେ ଜଣାଶୁଣା ଥିଲେ । ତେବେ ବ୍ୟକ୍ତିଗତ…

ରାଜ୍ୟସଭା ନିର୍ବାଚନ ପାଇଁ BJP ଘୋଷଣା କଲା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁ ରାଜ୍ୟରୁ କିଏ ହେଲା ପ୍ରାର୍ଥୀ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସ ୧୦ ତାରିଖରେ ଦେଶର ୫୭ଟି ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଚଳିତ ମାସ ୩୧ ତାରିଖ ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ରହିଥିବା ବେଳେ ବିଜେପି ୧୬ ଜଣ…

ଆଞ୍ଚଳିକ ଦଳ ମଧ୍ୟରେ ଡିଏମ୍‌କେ ସବୁଠୁ ଧନୀ, ଏହି ସ୍ଥାନରେ ରହିଛି ବିଜେଡ଼ି

ନୂଆଦିଲ୍ଲୀ : ଦେଶରେ ଥିବା ୩୧ଟି ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରେ ତାମିଲନାଡୁରେ କ୍ଷମତାସୀନ ଡିଏମ୍‌କେ ସବୁଠୁ ଧନୀ ବୋଲି ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ…

ରାଷ୍ଟ୍ରପତି ନିର୍ବାଚନ: ପଶ୍ଚିମବଙ୍ଗ ବିଜେପି ସଂଗଠନରେ ଫାଟ, ବିଜେପି ବିଧାୟକ କରିପାରନ୍ତି କ୍ରସ୍‌ ଭୋଟିଂ

କୋଲକାତା: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ବିଜେପିକୁ ଘାରିଛି ଅନ୍ତଃକନ୍ଦଳ ଚିନ୍ତା । ଗତ କିଛିଦିନ ତଳେ ଦଳର ବରିଷ୍ଠ ତଥା ପ୍ରଭାବଶାଳୀ ନେତା ଅର୍ଜୁନ୍‌ ସିଂ ବିଜେପିକୁ ବାଏ ବାଏ କରିସାରିଛନ୍ତି ।…

ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ବିଜୟୀ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜିମାରିଛି ବିଜେଡି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟୀ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ…

ଗୁଜରାଟ ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଲେ ଏହି ୮ ବର୍ଷରେ ମୁଣ୍ଡ ନୁଆଁଇବାକୁ ଦେଇନାହିଁ

ରାଜକୋଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାଜକୋଟରେ ଏଟକୋଟରେ ନବନିର୍ମିତ ମାତୁଶ୍ରୀ କେଡିପି ଉଦଘାଟନ କରିଛନ୍ତି। ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହି ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ…

ରାଜ୍ୟସଭା ନିର୍ବାଚନ: ୫୭ ସିଟ୍ ଉପରେ ନଜର, ବିଜେପି-କଂଗ୍ରେସକୁ ମିଳିବ କେତେ ସିଟ୍, ଜାଣନ୍ତୁ ପ୍ରତି ରାଜ୍ୟର ହିସାବ-ନିକାସ

ନୂଆଦିଲ୍ଲୀ: ରାଜ୍ୟସଭାର ୫୭ ସିଟ୍ ଉପରେ ଜୁନ ୧୦ରେ ନିର୍ବାଚନ ହେବାକୁ ଯାଉଛି। ମେ ୩୧ ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ। ଶାସକ ଭାରତୀୟ ଜନତା ପାର୍ଟିର ୨୫ ସାଂସଦଙ୍କ କାର‌୍ୟ୍ୟକାଳ ସରୁଛି। ଏଥିରୁ…

୨୦୨୪ ମେଗା ଇଲେକ୍ସନରେ BJP ଲାଗୁ କରିବ ବିଗ୍ ଫର୍ମୂଲା, ୮୦ ପ୍ରତିଶତ ସାଂସଦଙ୍କୁ ମିଳି ନପାରେ ଟିକେଟ୍

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନର ଫାଇନାଲ ପରୀକ୍ଷାକୁ ନେଇ ଭାରତବର୍ଷର ସମସ୍ତ ରାଜନୈତିକ ଦଳମାନେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ତେବେ ମେଗା ଫାଇଟ୍ ପାଇଁ ଦେଶର ପ୍ରମୁଖ ଦଳମାନେ ହାଇ ଲେବଲ୍…

ପୁଣି ବଢିଲା ଫାରୁକ୍ ଅବଦୁଲ୍ଲାଙ୍କ ଆଡ଼ୁଆ, ଇଡି ନିକଟରେ ହାଜର ହେବାକୁ ନୋଟିସ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ତାଙ୍କ ବିରୋଧରେ କଥିତ ମନି ଲଣ୍ଡରିଂ ମାମଲାରେ ପଚରାଉଚାର କରିବା ପାଇଁ ତାଙ୍କୁ…