Browsing Category

ରାଜନୀତି

ରାଜସ୍ଥାନର ‘ଜାଲିଆନାଓ୍ଵାଲ ବାଗ’ରେ ଏକାଠି ହେବେ ଗେହଲଟ-ମୋଦୀ, ଦୁହିଁଙ୍କ ଭିତରେ କଣ ହେବ ଆଲୋଚନା ?

ଉଦୟପୁର: ରାଜସ୍ଥାନର ବାଂଶଓ୍ଵାଡା ଜିଲ୍ଲାର ମାନଗଢ ଧାମରେ ନଭେମ୍ବର ୧ରେ ଏକାଠି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। ଦୁଇ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିବ। ଏହି…

ବିଜେଡି ବିଜୟ ପାଇଁ ଡାକରା ଦେବେ ନବୀନ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର:ଏବେ ରାଜ୍ୟରେ ଟିକିଏ ହାଲୁକା ଶୀତ ଅନୁଭବ ହେଉଥିବାବ ବେଳେ ରାଜ୍ୟ ରାଜନୀତ କିନ୍ତୁ ଏବେ ସରଗରମ । ରାଜ୍ୟରେ ଏବେ ବହୁଛି ଧାମନଗର ଉପନିର୍ବାଚନୀ ହୱା । ଉପ ନିର୍ବାଚନ ହାତେଇବା ପାଇଁ ଏବେ ସବୁ ଦଳ ତାଙ୍କର…

ଯାହାଙ୍କୁ ବଡ ଭାବୁଥିଲି, ପାଖରୁ ବହୁତ ଛୋଟ ବାହାରିଲେ; କାହାକୁ ଟାର୍ଗେଟ୍ କଲେ ନୀତିନ ଗଡକରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ସର୍ବଦା ନିଜର ଚୁଟକୁଲା ଟିପ୍ପଣୀରେ କାହାରିକୁ ନା କାହାରିକୁ ନିଶାଣ କରିଥାନ୍ତି। ଶନିବାର ପୁଣି ଥରେ ଗଡକରୀଙ୍କୁ ଏହି ଶୈଳୀରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଏକ…

ଚାଲୁ ଚାଲୁ ରାହୁଲ ଗାନ୍ଧୀ କାହିଁକି ଧରିଲେ ହାତ ? ନିଜେ କାରଣ ଦର୍ଶାଇଲେ ଅଭିନେତ୍ରୀ ପୁନମ କୌର

ନୂଆଦିଲ୍ଲୀ: ତେଲେଙ୍ଗାନାରେ ଭାରତ ଯୋଡୋ ଯାତ୍ରା ସମୟରେ ଅଭିନେତ୍ରୀ ପୁନମ କୌରଙ୍କ ହାତ ଧରିଥିବା ରାହୁଲ ଗାନ୍ଧୀଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ରାଜନୀତି ସରଗରମ। ବିଜେପି ଏବଂ କଂଗ୍ରେସ ମଧ୍ୟରେ…

ଗୁଜରାଟ ନିର୍ବାଚନକୁ ନେଇ ବଡ ଅପଡେଟ୍, ଆସନ୍ତା ସପ୍ତାହରେ ଇସି କରି ପାରନ୍ତି ତାରିଖ ଘୋଷଣା

ନୂଆଦିଲ୍ଲୀ: ନଭେମ୍ବର ମାସର ପ୍ରଥମ ସପ୍ତାହରେ ନିର୍ବାଚନ ଆୟୋଗ ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି। ଆୟୋଗ ଅକ୍ଟୋବର ମାସ ଆରମ୍ଭରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା…

ଓଡ଼ିଶା ଦାୟିତ୍ୱ ସମ୍ଭାଳିବେ ପ୍ରିୟଙ୍କା! କଂଗ୍ରେସରେ ପରିବର୍ତ୍ତନ ସପକ୍ଷରେ ଖଡ଼ଗେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଲୋକସଭା ନିର୍ବାଚନ ସହିତ ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏନେଇ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନ ସଜାଡ଼ିବାରେ ବ୍ୟସ୍ତ । ତେବେ ଗତ କିଛି ବର୍ଷ ହେଲା…

(Video) ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମନ୍ତ୍ରୀଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ପଶିଛନ୍ତି ଛାତ୍ର କଂଗ୍ରେସର କର୍ମୀ । ସୂଚନା ମୁତାବକ, ପ୍ରତିବାଦ କରି ଆଜି ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ୱାର୍ଟର୍ସକୁ ଧସେଇ ହୋଇ ଛାତ୍ର କଂଗ୍ରେସର…

ଏମିତି କଣ କହିଲେ ଭଗବନ୍ତ ମାନ, ହସିବାରେ ଲାଗିଲେ ଯୋଗୀ ଆଦିତ୍ୟନାଥ ଏବଂ ହିମନ୍ତ ବିଶ୍ଵ ଶର୍ମା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ କିଛି ମୁଖ୍ୟମନ୍ତ୍ରୀଙ୍କ ଭିଡ ଦେଖିବାକୁ ମିଳିଛି। କାରଣ ଉକ୍ତ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରାଜ୍ୟର ଗୃହ ବିଭାଗ ରହିଛି। ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି…

କଂଗ୍ରେସର Mission Gujurat : ସହର ନୁହେଁ ଏଥର ଗାଁ କୁ ଫୋକସ କରିବା ପାଇଁ ଚାଲିଛି ନୂଆ ରଣନୀତି

ନୂଆଦିଲ୍ଲୀ :ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ଅଣ ଗାନ୍ଧୀ ନେତା ମଲ୍ଲିକାର୍ଜୁନ ଖଡଗେ । କ୍ଷମତାକୁ ଆସିବା ପରଠାରୁ ଏବେ ତାଙ୍କ ନିକଟରେ ବହୁ ବଡ ବଡ ଚ୍ୟାଲେଞ୍ଜ ରହିଛି । କିପରି ଦଳ ମଧ୍ୟରେ ଥିବା…

ଭୋଟ ଜିତିବା ପାଇଁ ନୂଆ ପ୍ଲାନ , କ୍ଷମତାକୁ ଆସିଲେ ପ୍ରତ୍ୟେକ ଘରକୁ ମିଳିବ ୩୦ ହଜାର ଟଙ୍କାର ସୁବିଧା

ନୂଆଦିଲ୍ଲୀ :ଗୁଜୁରାଟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ସହ ତିନି ଦିନିଆ ଗୁଜୁରାଟ ଗସ୍ତରେ ଆସିଛନ୍ତି। ଭୋଟରଙ୍କୁ…