Browsing Category
ରାଜନୀତି
ପୱାର ମୁଖ୍ୟମନ୍ତ୍ରୀ ଥିଲେ ପରସ୍ଥିତି ଭିନ୍ନ ରହିଥାନ୍ତା: ଉଦ୍ଧବଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତ୍ରୀ
ନୂଆଦିଲ୍ଲୀ: ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଣ୍ଟକୁ ନେଇ ବଢିଛି ସଙ୍କଟ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନେଇ ଏକ ନକରାତ୍ମକ ମନ୍ତବ୍ୟ ଦେଇଛି ସହଯୋଗୀ କଂଗ୍ରେସ । କଂଗ୍ରେସ ନେତ୍ରୀ ତଥା ମହା ବିକାଶ ଅଘାଡିରେ…
ରାମନବମୀରେ ଆମିଷ ଖାଇବାକୁ ନେଇ JNUରେ ହିଂସା: ଏବିଭିପି ଛାତ୍ରଙ୍କ ଭିଡିଓ ଶେୟାର କଲେ ଆଇସି ଘୋଷ
ନୂଆଦିଲ୍ଲୀ: ଲେଫ୍ଟ ୱିଙ୍ଗ ଛାତ୍ର ଛାତ୍ରୀ ଏବଂ ଏବିଭିପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ଘଟିଯାଇଛି ସଂଘର୍ଷ । ତେବେ କୌଣସି ଗୁରୁତର ପ୍ରସଙ୍ଗକୁ ନେଇ ନୁହେଁ ବରଂ ଆମିଷ ଖାଇବାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଘଟିଛି…
ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଇଁ ଶାହାବାଜ ସରିଫ ବିରୋଧୀଙ୍କ ପ୍ରାର୍ଥୀ, ଇମ୍ରାନଙ୍କ ପକ୍ଷରୁ ଶାହା ମେହମୁଦ କୁରେଶୀ ପ୍ରାର୍ଥୀ
ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାଇବା ପରେ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି । ଏହା ପରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବରେ ଉଭା ହୋଇଛନ୍ତି । ସମସ୍ତ ୧୭୪ ବିରୋଧୀ ସାଂସଦ ଶାହାବାଜଙ୍କ…
୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ: ବିଜେପିକୁ ଟକ୍କର ଦେବାକୁ ପାଇଲଟଙ୍କୁ ସାରଥୀ କରିବ କଂଗ୍ରେସ
ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଆଗକୁ ୨୦୨୪ ମେଗା ଫାଇଟ୍ ଆସୁଥିବା ବେଳେ କଂଗ୍ରେସ ନିଜର ଘର ସଜାଡ଼ିବା ଆରମ୍ଭ…
ଅବିଶ୍ୱାସ ଭୋଟ ପୁର୍ବରୁ ଇମ୍ରାନଙ୍କୁ ବିରୋଧୀଙ୍କ ଟାର୍ଗେଟ, ଇମ୍ରାନ୍ ପାକିସ୍ତାନକୁ ଭାଗ ଭାଗ କରି ଦେଇଛନ୍ତି
ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଜି ସଂସଦରେ ଇମ୍ରାନ ସରକାରଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ ହେବ । ଏହା ପୁର୍ବରୁ ସଂସଦରେ ଜୋରଦାର ତର୍କ ବିତର୍କ ଜାରି ରହିଛି । ଗତକାଲି ଦେଶର ଜନତା ତାଙ୍କ…
ମଞ୍ଜୁଲତା ହେଲେ BMCର ଡେପୁଟି ମେୟର: ପ୍ରାର୍ଥୀ ଦେଲେନି ବିଜେପି ଓ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ମେୟର ପଦବୀ ପରେ ଡେପୁଟି ମେୟର ପଦବୀ ହାତେଇଛି ବିଜେଡି । କଂଗ୍ରେସ ହାତରେ ଗୋଟିଏ ବି କର୍ପୋରେଟର ପଦ ନଥିବା ବେଳେ ବିଜେପି ପକ୍ଷରୁ ପ୍ରାର୍ଥୀ…
ଆଜି ଶପଥ ନେବେ ବିଏମ୍ସିର ପ୍ରଥମ ନିର୍ବାଚିତ ମେୟର ଓ ୬୭ ନବନିର୍ବାଚିତ କର୍ପୋରେଟର ; ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି କସରତ
ଭୁବନେଶ୍ୱର (ଓଡିଶା ଭାସ୍କାର): ଆଜ ଭୁବନେଶ୍ବର ମହାନଗର ନିଗମର ପ୍ରଥମ ନିର୍ବାଚିତ ମେୟର ସୁଲୋଚନା ଦାସଙ୍କ ସମେତ ୬୭ କପୋର୍ଟର ଶପଥ ଗ୍ରହଣ କରିବେ। ବିଏମ୍ସି ସ୍ବତନ୍ତ୍ର ସମ୍ମିଳନୀ କକ୍ଷରେ ସକାଳ ସାଢ଼େ ୯ଟାରେ ଶପଥ…
ନୂଆ ଟିମ୍ ଗଢିବେ ଜଗନ: ଆନ୍ଧ୍ରରେ ଏକାଥରକେ ଇସ୍ତଫା ଦେଲେ ୨୪ ମନ୍ତ୍ରୀ, ଏପ୍ରିଲ ୧୧ରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ
ନୂଆଦିଲ୍ଲୀ: କ୍ୟାବିନେଟ୍ ପୁନର୍ଗଠନ କରିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ସେଥିପାଇଁ ଗୁରୁବାର ଦିନ ଏକାଥରକେ ଇସ୍ତଫା ଦେଇଛନ୍ତି ୨୪ ମନ୍ତ୍ରୀ । ସୂଚନାନୁଯାୟୀ କ୍ୟାବିନେଟ୍ ପୁନର୍ଗଠନ ପାଇଁ…
କେରଳ କଂଗ୍ରେସରେ ବଡ ବିଦ୍ରୋହ, ହାଇକମାଣ୍ଡଙ୍କ ଆଦେଶ ଭାଙ୍ଗିବାକୁ ଥମାସଙ୍କ ଘୋଷଣା
ନୂଆଦିଲ୍ଲୀ: ନିକଟରେ ସଂପନ୍ନ ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ନିକଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିଲେ ପାର୍ଟି ପାଇଁ ଏହି ସମୟ ବହୁତ…
ନିରବ ଝଡ଼ର ରୂପ ନେଇପାରେ ହିଜାବ ବିବାଦ: ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣୁଲେ ଅଲ୍କାଏଦା ମୁଖ୍ୟ, ୯ ମିନିଟ୍ର ଭିଡିଓ ଜାରି
ନୂଆଦିଲ୍ଲୀ: କର୍ଣ୍ଣାଟକରେ ଦେଖାଯାଇଥିବା ହିଜାବ ଆଗକୁ ନିରବ ଝଡ଼ର ରୂପ ନେଇପାରେ । କାରଣ, ଏହି ବିବାଦକୁ ନେଇ ଭାରତୀୟ ମୁସଲମାନଙ୍କ ମନରେ ବିଷମଞ୍ଜି ବୁଣିବା ଆରମ୍ଭ କରିଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା । ସଂଗଠନର…