CHARIDHAM
Browsing Category

ରାଜନୀତି

ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ମୋଦୀ ପ୍ରସ୍ତାବକ, ବରିଷ୍ଠ ଏନଡିଏ ନେତା ଉପସ୍ଥିତ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି ଦ୍ରୌପଦୀ ମୁର୍ମୁ। ମୁର୍ମୁ ପ୍ରଥମେ ସଂସଦରେ ପହଁଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ…

ସଂସଦ ଭବନରେ ପହଁଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ନାମାଙ୍କନପତ୍ର ଦାଖଲ କରିବାକୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ସଂସଦ ଭବନରେ ପହଞ୍ଚିଲେ। ମୁର୍ମୁଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…

କେତେ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଉଦ୍ଧବ ସରକାର ସୁରକ୍ଷିତ? ଜାଣନ୍ତୁ କ’ଣ ରହିଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ କେତେବେଳେ ମହାବିକାଶ ଅଘାଡ଼ି ସରକାର(ଏମ୍‌ଭିଏ)ର ପତନ ଘଟିବ ତାହା କହିହେବ ନାହିଁ। ଏପର୍ଯ୍ୟନ୍ତ ଶିବସନୋର ବିଦ୍ରୋହୀ ବିଧାୟକ ଦଳଙ୍କ ପଲା ଭାରି…

ରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ: ମିଳିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ 

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବ ରାଜ୍ୟପାଳ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ସଂସଦ ଭବନରେ ଦିନ ୧୨ଟା ସମୟରେ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀଙ୍କୁ ସମର୍ଥନ କରିବ ନାହିଁ ରାଜ୍ୟ କଂଗ୍ରେସ- ନରସିଂହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଶାସକ ଏନଡିଏ ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା…

ଦିଲ୍ଲୀରେ ହେଲା ଭେଟ: ମୋଦୀ କହିଲେ-“ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱରେ ଦେଶ ସହମତ’

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ମୁର୍ମୁ ଭୁବନେଶ୍ୱରରୁ ଦିଲ୍ଲୀ ଗସ୍ତରେ ଯାଇଥିଲେ। ଦ୍ରୌପଦୀ ମୁର୍ମୁଙ୍କ…

ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କଲେ ରାଜ୍ୟ କ୍ୟାବିନେଟର ୨ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଛନ୍ତି ରାଜ୍ୟ କ୍ୟାବିନେଟର ୨ ମନ୍ତ୍ରୀ। ଜଗନ୍ନାଥ ସାରକା ଓ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀ…

ଉଦ୍ଧବଙ୍କ ଗାଦିଚ୍ୟୁତ୍ ହେବା ନିଶ୍ଚିତ ! କ୍ଷମତା ବଞ୍ଚାଇବା ପାଇଁ ଶିବସେନା ନିକଟରେ ରହିଛି ଦୁଇଟି ବିକଳ୍ପ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବିଦ୍ରୋହ ପରେ ଉଦ୍ଧବ ସରକାର ଭାଙ୍ଗିବା ପ୍ରାୟତଃ ସ୍ପଷ୍ଟ ହୋଇ ଯାଇଛି। ରାଜନୈତିକ ଘଡିସନ୍ଧି ମୁହୂର୍ତ୍ତରେ ତୃତୀୟ ଦିନ ଶିବସେନାର ୩୭ରୁ ବିଧାୟକ ଗୌହାଟୀ…

ଦିଲ୍ଳୀର ପାଣି ସମସ୍ୟାକୁ ନେଇ ବିଜେପିର ପ୍ରଶ୍ନ: ବୈଠକ ମଝିରେ ଉତ୍ତେଜିତ ହୋଇଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଳୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ପ୍ରଶ୍ନବାଣ କରିଚାଲିଛି ବିଜେପି ସରକାର। ବିଜେପିର ପ୍ରଶ୍ନବାଣରେ ଭୟଭୀତ ହୋଇ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ବିରକ୍ତ ହୋଇ କେଜ୍ରିୱାଲ…

୧୩ ରାଜ୍ୟ ଏବଂ ୧୨ କୋଟି ଜନସଂଖ୍ୟା, ଜାଣନ୍ତୁ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାରେ ବିଜେପି କେତେ ମିଳିବ ଫାଇଦା

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଦଳ ଏମିତି ପଦକ୍ଷେପ ନେଇ ଦେଶର ୧୦ ପ୍ରତିଶତ ଜନଜାତି ସମୁଦାୟ ମଧ୍ୟରେ ବଡ ସନ୍ଦେଶ ଦେଇଛି। ଅବହେଳିତ ହୋଇ…