Browsing Category

ରାଜନୀତି

IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର ୦୩ ।୦୫ (ଓଡ଼ିଶା ଭାସ୍କର) : IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର । ତାଙ୍କର ବାଧ୍ୟତାମୂଳକ ଅବସରକୁ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ୧୯୮୭ ବ୍ୟାଚର IFS ଥିଲେ ଅଭୟ ପାଠକ । ତାଙ୍କ ଅବସର…

ମେ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଷ୍ଟାଲିନ୍

ଚେନ୍ନାଇ, ୩ା୫: ଆସନ୍ତା ୭ ତାରିଖରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍ । ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ଷ୍ଟାଲିନ୍ । ତେବେ ଡିଏମକେକୁ…

ପଶ୍ଚିମବଙ୍ଗରେ ଟିଏମସି ବିଜୟର ପ୍ରମୁଖ କାରଣ କ’ଣ ହୋଇପାରେ? ଜାଣନ୍ତୁ

କୋଲକାତା, ୩ା୫: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳକୁ ଦେଶବାସୀ ଚାହିଁ ରହିଥିଲେ । ସମସ୍ତଙ୍କ ନଜର ରହିଥିଲା ପଶ୍ଚିମବଙ୍ଗ ଉପରେ । ଶେଷରେ ବିଜୟ ମୁକୁଟ ପିନ୍ଧିଲେ ବଙ୍ଗୀୟ ବାଘୁଣୀ ମମତା…

ଟିଏମସିର ବିଜୟ ଲାଗି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିବା ପରେ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ନନ୍ଦିଗ୍ରାରେ ଯାହାହେଲା ସେ ସବୁ ଭୁଲିଯିବା ପାଇଁ କହିଛନ୍ତି ମମତା । ଏହାସହ…

ନନ୍ଦିଗ୍ରାମରୁ ୧ହଜାର ୯୫୩ ଭୋଟରେ ହାରିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ୦୨ ।୦୫ : ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରସ୍ତା କରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ…

ଆସାମର ଜଲୁକବାଡିରୁ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ବିଜୟୀ

ଦିଶପୁର୍ ୦୨ ।୦୫ (ଓଡ଼ିଶା ଭାସ୍କର) : ଆସାମର ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ବିଜୟ ଲାଭ କରିଛନ୍ତି । ପଞ୍ଚମ ଥର ପାଇଁ ଜଲୁକବାଡିରୁ ଜିତିଲେ ହିମନ୍ତ ବିଶ୍ୱଶର୍ମା । ୧ଲକ୍ଷ ୧ ହଜାର ୯୧୧ ଭୋଟ ବ୍ୟବଧାନରେ ସେ…

୧୨ ଶହ ଭୋଟରେ ନନ୍ଦୀଗ୍ରାମ ଆସନରୁ ମମତା ବାନାର୍ଜୀ ବିଜୟୀ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ଶେଷ ପର୍ଯ୍ୟାୟ ଭୋଟ ଗଣାନା ସୁଦ୍ଧା ମମତା ବାନାର୍ଜୀ ଶୁଭେନ୍ଦୁ…

୧୬ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ମମତା ବାନାର୍ଜୀ ୮ ହଜାର ଭୋଟରେ ଆଗୁଆ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ହେଲେ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ବିଜେପି ଏବଂ ଟିଏମସି…

କେରଳରେ ବାମ ଦୁର୍ଗ କାଏମ୍: ବିଜୟପଥରେ ଅଗ୍ରସର LDF

ନୂଆଦିଲ୍ଲୀ, ୨ା୫: କେରଳରେ ବିଧାନସଭା ନିର୍ବାଚନ ଭୋଟ ଗଣତି ଚାଲିଛି । ତେବେ ବର୍ତ୍ତମାନ ସୁଦ୍ଧା ୧୪୦ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବାମ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏଲଡିଏଫ) ୮୪ଟି ଆସନରେ ଆଗୁଆ ରହିଛି ।…

ବଙ୍ଗଳାରେ ବିଜେପି ପଛରେ ରହିବାକୁ ନେଇ ଗଦଗଦ୍ ହେଲେ ବିରୋଧୀ, କିଏ କଣ କହିଲେ ପଢ଼ନ୍ତୁ

କୋଲକାତା, ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନର ଫଳାଫଳ ପ୍ରଦର୍ଶିତ ଫଳାଫଳକୁ ଦେଖିଲେ ଲାଗୁଛି ଟିଏମସିର ଜିତ୍ ଏବଂ ବିଜେପିର ହାର୍ ହେବ । ଭୋଟ ଗଣତିରେ ଟିଏମସି ଆଗରେ ରହିଥିବା ବେଳେ ବିଜେପି ଅନେକ…