Browsing Category

ରାଜ୍ୟସଭା

Stay connected with us to get the latest news on each election in India.

କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଚର୍ଚ୍ଚା ବଢ଼ାଇଲା ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସୂଚୀ

ଓଡ଼ିଶା ଭାସ୍କର: କିଏ ହେବ ବିଜେଡିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସୂଚୀ। କାରଣ ଆସନ୍ତାକାଲି ୨ ଦିନିଆ…

ରାଜ୍ୟସଭା ପ୍ରାର୍ଥୀ: ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନରେ କାହାକୁ ସୁଯୋଗ ଦେବ ବିଜେଡି?

ଓଡ଼ିଶା ଭାସ୍କର: ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି। ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ…

କ୍ୟାବିନେଟ ବିସ୍ତାର ଅପେକ୍ଷାରେ ହିମାଚଳ ପ୍ରଦେଶ, ଅଧାରେ ଲଟକିଛି କାର୍ଯ୍ୟ

ନୂଆଦିଲ୍ଲୀ :ହିମାଚଳ ହାତେଇବାରେ ହାତ ସଫଳ ହେଲା । ଯାହାର ଫଳ ସ୍ୱରୁପ ହିମାଚଳ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ଶପଥ ମଧ୍ୟ ନେଲେ । କିନ୍ତୁ ଏହା ଭିତରେ ଏକ ସପ୍ତାହ ହୋଇ ଗଲାଣି ଏଯାବତ ମନ୍ତ୍ରୀ ମଣ୍ଡଳ ଗଠନ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ଅଙ୍କକଷା: ଏନ୍‌ଡିଏ ପ୍ରାର୍ଥୀ ଚୟନ ପାଇଁ ଚାଲିଛି ମାନସ ମନ୍ଥନ, ୟୁପିଏ ପ୍ରାର୍ଥୀ ପାଇଁ ବିରୋଧୀ ଏକାଠି

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଫଳରେ ବୁଧବାର ଠାରୁ ଏହି ପଦବୀ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକିୟା ଆରମ୍ଭ ହୋଇଛି…

ରାଜ୍ୟସଭାରେ ହ୍ରାସ ପାଇଲା ବିଜେପି ସିଟ୍ ସଂଖ୍ୟା, ବହୁମତରୁ ଦୂରରେ ଏନଡିଏ ସରକାର

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦେଶର ୧୫ ଟି ରାଜ୍ୟରେ ୫୭ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବା ପରେ ରାଜ୍ୟସଭାରେ ଦଳମାନଙ୍କର ଆସନ ସଂଖ୍ୟା ବଦଳି ଯାଇଛି। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିୟାଣାର…

ରାଜ୍ୟସଭା ନିର୍ବାଚନ: ବିଜେପିକୁ ଚାରୋଟି ସିଟ୍ କ୍ଷତି, ତିନି ଅଙ୍କ ଏବେ ବହୁ ଦୂର

ନୂଆଦିଲ୍ଲୀ: ସଂପନ୍ନ ହୋଇଛି ରାଜ୍ୟସଭା ନିର୍ବାଚନ। ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଯେତିକି ସିଟ୍ ଜିତିବ ବୋଲି ଆଶା କରୁଥିଲା ତାହା ସଫଳ ହୋଇ ନାହିଁ। ଚଳିତ ବର୍ଷ ଏପ୍ରିଲରେ ସଂସଦଦର ଉଚ୍ଚସଦନରେ ବିଜେପିର…

ଉଦ୍ଧବ ଠାକରେଙ୍କ ନାକ ତଳୁ ଗୋଟିଏ ସିଟ୍ ଛଡାଇ ନେଲେ ଫଡଣବିସ, ଶିବସେନା ଆବାକ୍

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାରକୁ ଶକ୍ତ ଝଟକା। ବିରୋଧୀ ଦଳ ବିଜେପି ଶାସକ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟକୁ ଝଟକା ଦେଇ ରାଜ୍ୟସଭାର ଛଅଟି ସିଟରୁ…

(Video) ଜୁଏଲ ଓରାମ ହେବେ ରାଷ୍ଟ୍ରପତି ପ୍ରାର୍ଥୀ ! ବିଜେପି ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦବୀ ପାଇଁ ଆସନ୍ତା ଜୁଲାଇ ୧୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଜୋର ଧରିଛି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସୂଚନା ଦିଆଯିବା ପରେ…

ରାଜ୍ୟସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ବିଧାୟକ କଲେ କ୍ରସ୍ ଭୋଟିଂ, ହାରିଗଲେ ମାକେନ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବିଜେପି ଏବଂ ଏହାକୁ ସମର୍ଥନ କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ହରିୟାଣାରୁ ଦୁଇଟି ରାଜ୍ୟସଭା ଆସନ ଜିତିଛନ୍ତି। ଶୁକ୍ରବାର ସକାଳେ ଦୁଇଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆରମ୍ଭ ହେବାପରେ…

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ରାଜସ୍ଥାନରେ କଂଗ୍ରେସ ୩ଟି ସିଟରେ, ବିଜେପି ଗୋଟିଏ ସିଟରେ ଜିତିଲା

ନୂଆଦିଲ୍ଲୀ: ଆଜି ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ ।…