Browsing Category

Cricket

Cricket News, Live Cricket Score Online: Get the Latest Cricket News Today, top cricket headlines, and live cricket match scores online at OdishaBhaskar.com

ଖେଳିବେନି ଧୋନୀ! ମାହିଙ୍କ ସ୍ଥାନରେ କିଏ ହେବେ ଚେନ୍ନାଇର ଅଧିନାୟକ? ଲିଷ୍ଟରେ ଅଛନ୍ତି ୪ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଚେନ୍ନାଇ ସୁପର କିଙ୍ଗସ ଦମଦାର କମବ୍ୟାକ କରିଛି । ୨୦୨୨ରେ ଖରାପ ପ୍ରଦର୍ଶନ ପରେ ଚଳିତବର୍ଷ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଛି ସିଏସକେ । କିନ୍ତୁ ଦଳ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଯାଇଛି…

ଓଡିଶା ରଣଜୀ ଦଳର କୋଚ ଦାୟିତ୍ୱରେ ଦିନେଶ ମୋଙ୍ଗିଆ: ଖୁବଶୀଘ୍ର ଧରିବେ ମଙ୍ଗ

ଭୁବନେଶ୍ୱର: ଓଡିଶା ରଣଜୀ ଟିମ ପାଇଁ ଆରମ୍ଭ ହେବାକୁ ଯାଉଛି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଦଳରେ ବର୍ତ୍ତମାନ ଜଣେ ଭେଟେରାନ ଖେଳାଳି ମୁଖ୍ୟ ଦାୟିତ୍ୱ ନେଇଥିବା ବେଳେ ଟିମ୍ ତାଙ୍କ ପାଖରୁ ଖୁବ କିଛି ସଫଳତା ଆଶା କରାଯାଇଛି ।…

IPLରେ କିପରି ଟଙ୍କା ପାଆନ୍ତି ଖେଳାଳି? ଆହତ ହେଲେ କ୍ରିକେଟରଙ୍କୁ ଏତିକି ଟଙ୍କା ଦିଏ ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ବର୍ତ୍ତମାନ ନିଜର ଅସଲ ରୂପରେ ପାଦ ଥାପି ସାରିଛି । ପ୍ରତ୍ୟେକ ମ୍ୟାଚ ରୋମାଞ୍ଚକର ହେଉଥିବା ବେଳେ ସଂଘର୍ଷ ଦେକିବାକୁ ମିଳୁଛି । କିନ୍ତୁ ଆଇପିଏଲ ଆରମ୍ଭରୁ କିଛି ଟିମ୍ କୁ ଝଟକା ଲାଗିଥିଲା ।…

(Video) ପୁଣି ହରଭଜନ-ଶ୍ରୀସନ୍ଥଙ୍କ ଫାଇଟ: ମନେ ପଡିଲା ଆଇପିଏଲର ସବୁଠୁ ବଡ ବିବାଦ

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ଇଣ୍ଡିଆନ୍ ପ୍ରିମିୟର ଲିଗ ପ୍ରଥମ ସିଜନର ସବୁଠୁ ବଡ ବିବାଦ । ହରଭଜନ ସିଂହ ଏବଂ ଶ୍ରୀସନ୍ଥ, ଉଭୟଙ୍କ ମଧ୍ୟରେ ଲଢେଇ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ବଡ ବିବାଦ ଭାବରେ ଗଣାଯାଉଛି…

ରାଜସ୍ଥାନ ବିପକ୍ଷରେ ଐତିହାସିକ ମ୍ୟାଚ ଖେଳିବେ କ୍ୟାପଟେନ କୁଲ: ସୃଷ୍ଟି ହେବ ବିରଳ ରେକର୍ଡ

ଚେନ୍ନାଇ: ଆଜି ଚିପାକ୍ ଷ୍ଟାଡିୟମରେ ରାଜସ୍ଥାନ ରୋୟଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚ କ୍ୟାପଟେନ କୁଲଙ୍କ ପାଇଁ ଏକ ଐତିହାସିକ ମ୍ୟାଚ ହେବାକୁ ଯାଉଛି । ଆଜି ଏକ ବିଶାଳ ରେକର୍ଡର ଅଧିକାରୀ…

ଚେନ୍ନାଇକୁ ଭେଟିବ ରାଜସ୍ଥାନ ରୋୟଲ୍ସ: ଘରୋଇ ଗ୍ରାଉଣ୍ଡରେ ଚାଲିବ ମାହି ମ୍ୟାଜିକ୍

ଚେନ୍ନାଇ: ଆଜି ଆଇପିଏଲର ଆଉ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ ଚେନ୍ନାଇର ଚିପକ୍ ଷ୍ଟାଡିୟମରେ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲିଗର ସବୁଠୁ ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ପ୍ରଥମ ଚମ୍ପିଆନ୍…

CSKକୁ ବ୍ୟାନ କରିବା ପାଇଁ ଉଠିଲା ଦାବି: ଧୋନୀବାହିନୀ ପାଇଁ ଏତେ ହଙ୍ଗାମା କାହିଁକି?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗର ସର୍ବଶ୍ରେଷ୍ଠ ଦଳ ଭିତରୁ ଗୋଟିଏ ହେଉଛି ଚେନ୍ନାଇ ସୁପର କିଙ୍ଗସ । ୪ ଥର ଚମ୍ପିଆନ୍ ମୁକୁଟ ପିନ୍ଧିଥିବା ଏହି ଦଳ ଦେଶରେ ଖୁବ ଲୋକପ୍ରିୟତା ହାସଲ କରିଛି । କିନ୍ତୁ କ୍ୟାପଟେନ କୁଲ…

(Video) ସେଲିବ୍ରେସନରେ ସୀମା ଟପିଗଲେ ଆଭେଶ ଖାନ: ମ୍ୟାଚ ରେଫରୀ ଦେଲେ ଏମିତି ସଜା

ନୂଆଦିଲ୍ଲୀ: ସେମାବାର ସନ୍ଧ୍ୟାରେ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ବିପକ୍ଷରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଛି । ଘମାଘୋଟ ଯୁଦ୍ଧ ପରେ ଶେଷ ବଲରେ ବାଜି ମାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ସେପଟେ ୨୧୨ ରନ କରିବା…

‘କୋହଲି ଆଇପିଏଲ୍ ଖେଳି କେବେ ଆଘାତ ହୋଇନାହାନ୍ତି…’: ‘ୱାର୍କ ଲୋଡ୍ ମ୍ୟାନେଜମେଣ୍ଟ’ ପ୍ରସଙ୍ଗରେ ରୋହିତଙ୍କୁ…

ମୁମ୍ବାଇ: ଆହତ ସମସ୍ୟାକୁ ନେଇ ଭାରତୀୟ ଏବଂ ପୂର୍ବତନ କୋଚଙ୍କୁ ଟାର୍ଗେଟ କରିଛନ୍ତି ଆଇପିଏଲ ଚେୟାରମ୍ୟାନ ଅରୁଣ ଧୁମଲ। ସେ କହିଛନ୍ତି ଯେ, ୨୦୨୩ ଭାରତୀୟ ଦଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଆଇସିସି ଇଭେଣ୍ଟରେ…

ଗୋଟିଏ ଓଭରରେ ୫ଟି ଛକା: ରିଙ୍କୁ ସିଂହଙ୍କ ପୂର୍ବରୁ ଏହି ୪ ଖେଳାଳି କରିଛନ୍ତି ରେକର୍ଡ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ବର୍ତ୍ତମାନ ସବୁଠୁ ବଡ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କୋଲକାତାର ଷ୍ଟାର ଖେଳାଳି ରିଙ୍କୁ ସିଂହ । ଗୁଜୁରାଟ ବିପକ୍ଷରେ ଗୋଟିଏ ଓଭରରେ ୫ଟି ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ…