Browsing Category

ଖେଳ

World Cup-2023; ଆଫଗାନିସ୍ତାନ ବିଜୟରେ କାନ୍ଦୁଛି ବାବର ଆର୍ମି: ୨୪ ଘଣ୍ଟାରେ ହଜିଗଲା ଖୁସି

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚକୁ ଖୁବ ସହଜରେ ଜିତି ନେଇଛି ଆଫଗାନିସ୍ତାନ । ୧୮୦ ରନର ଏକ ଛୋଟ ଲକ୍ଷ୍ୟକୁ ମାତ୍ର ୩୨ ଓଭରରେ ହାସଲ କରି ସେମି ଫାଇନାଲ ଆଶାକୁ ଆହୁରି ବଢାଇ ଦେଇଛି ଆଫଗାନ୍ କ୍ରିକେଟ ଟିମ୍ ।…

ଅଚାନକ World Cupରେ ସାମିଲ ହେଲେ ୨ ନୂଆ ଦଳ: ୧୦ ବର୍ଷ ପରେ ବିଶ୍ୱକପ ଖେଳିବ ଏହି ଟିମ୍

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଏବେ ରୋମାଞ୍ଚକର ରୂପ ନେଇଛି । ଭାରତ ୭ଟି ବିଜୟରେ ୧୪ ପଏଣ୍ଟ ସହ ସେମି ଫାଇନାଲକୁ ପ୍ରବେଶ କରି ସାରିଛି । ଏହାପରେ ବାକି ୩ଟି ସ୍ଥାନ ପାଇଁ ୬ଟି ଟିମ ମଧ୍ୟରେ ଲାଗିଛି ଟଣାଓଟରା । ତେବେ…

ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରି ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଭାସ୍କର; ପାରା ଆଥଲେଟ ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ୧.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୀନ୍‌ର ହାଙ୍ଗଝୋଉରେ ସଦ୍ୟ ଶେଷ ହୋଇଥିବା ପାରା…

ବଢ଼ିଲା ଆଫଗାନିସ୍ତାନର ସେମି ଆଶା: ପଏଣ୍ଟ ଟେବୁଲରେ ପଛରେ ପଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଆଜି ନେଦରଲାଣ୍ଡସକୁ ୭ ୱିକେଟରେ ପରାସ୍ତ କରି ନୂଆ ଆଶା ସଞ୍ଚାର କରିଛି ଆଫଗାନିସ୍ତାନ । ଟସ୍ ଜିତି ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦଳ ୪୬.୩ ଓଭରରେ…

IPLରେ ନିବେଶ କରିବାକୁ ଚାହୁଁଛି ସାଉଦି ଆରବ: ରିପୋର୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ । ୩୦ ବିଲିୟନ ଡଲାର ଭାଲ୍ୟୁ ବିଶିଷ୍ଟ ଏକ ହୋଲଡିଂ କମ୍ପାନୀ…

ODI ବିଶ୍ୱକପରେ ଲଜ୍ଜାଜନକ ରେକର୍ଡ କଲା ନେଦରଲାଣ୍ଡ: ଆଗକୁ ପଡ଼ିପାରେ ଖୁବ ମହଙ୍ଗା!

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ୨୦୨୩ରେ ଭାରତ ପ୍ରତ୍ୟେକ ମ୍ୟାଚ ଜିତି ଏକ ରେକର୍ଡ ସୃଷ୍ଟି କରିଛି । ଏହାସହିତ ପ୍ରତ୍ୟେକ ମ୍ୟାଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି ଭାରତୀୟ କ୍ରିକେଟର । ବିଶ୍ୱକପ…

(Video) କ୍ରିକେଟରଙ୍କ ଜର୍ସି ପଛରେ କାହିଁକି ଲେଖା ହୁଏ ନମ୍ବର? ଏ ନମ୍ବର ପଛରେ ଲୁଚି ରହିଛି ଅନେକ କାହାଣୀ

ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ କ୍ରିକେଟର କ୍ରେଜ୍ ବଢିବାରେ ଲାଗିଛି । ଏହି କାରଣରୁ ଭାରତୀୟ ଫ୍ୟାନ୍ସମାନେ ନିଜର ପ୍ରିୟ କ୍ରିକେଟଟରଙ୍କର ପ୍ରତ୍ୟେକଟି ଜିନିଷ ଉପରେ ଟିକିନିକି କରି ନଜର ରଖିଥାଆନ୍ତି । ସମସ୍ତ…

ଜାଡେଜା ନୁହଁନ୍ତି ଏହି ଖେଳାଳୀଙ୍କୁ ମିଳିଲା ବେଷ୍ଟ ଫିଲ୍ଡର ମେଡାଲ, ନାମ ଘୋଷଣା କଲେ ସଚ୍ଚିନ

ନୁଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୱାନ ଡେ ୱାର୍ଲ୍ଡକପ୍ ୨୦୨୩ରେ ନିଜର ବିଜୟ ଅଭିଯାନ ଶ୍ରୀଲଙ୍କା ବିରୁଦ୍ଧ ମ୍ୟାଚ୍ରେ ବି ଜାରି ରଖିପାରିଛି । ଫଳରେ ଭାରତୀୟ ଟିମ୍ ଏବେ ସେମିଫାଇନାଲ ଲାଗି ନିଜର ସ୍ଥାନ ପୁରା ପକ୍କା…

IND vs SL ମ୍ୟାଚ ମଝିରେ ନାଚିଲେ କିଙ୍ଗ କୋହଲି: ଦର୍ଶକଙ୍କ ଗୀତରେ ଝୁମିଲେ ବିରାଟ

ଶ୍ରୀଲଙ୍କା ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ଶ୍ରୀଲଙ୍କାକୁ ୩୦୨ ରନର ଏକ ବିରାଟ ବ୍ୟବଧାନରେ ପରାସ୍ତ କରି ରେକର୍ଡ ନିଜ ନାମରେ…

ଭାରତ ଜିତିଲା, ପାକିସ୍ତାନ ହସିଲା: ଟିମ୍ ଇଣ୍ଡିଆର ବିଜୟରେ ପଡ଼ୋଶୀ ଦେଶକୁ ମିଳିଲା ବଡ଼ ଫାଇଦା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ବିଜୟ ହାସଲ କରିବା ପରେ ଟିମ୍ ଇଣ୍ଡିଆ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ୩୫୮ ରନର ଟାର୍ଗେଟ ଦେଇଥିବା ଭାରତର ଲକ୍ଷ୍ୟକୁ…