Browsing Category
ଖେଳ
ଭାରତୀୟ କମ୍ପାନୀ ଇନଫୋସିସ୍ର ବ୍ରାଣ୍ଡ ଆମ୍ବାସଡର ହେଲେ ଟେନିସ ତାରକା ରାଫେଲ ନାଡାଲ
ନୂଆଦିଲ୍ଲୀ: ଟେନିସ୍ ଦୁନିଆର ଷ୍ଟାର୍ ଖେଲାଳି ରାଫେଲ୍ ନାଡାଲ ଭାରତୀୟ ଆଇଟି କମ୍ପାନୀ ଇନ୍ଫୋସିସ୍ର ବ୍ରାଣ୍ଡ ଆମ୍ବାସଡର ହେବାକୁ ଚୁକ୍ତି କରିଛନ୍ତି । ଇନ୍ଫୋସିସ୍ ଷ୍ଟକ୍ ଏକ୍ସଚେଞ୍ଜ ପାଖରେ ଏ ବିଷୟରେ ସୂଚନା ଦାଖଲ…
Chess World Cup Final 2023: ମାଗନସ୍ କାର୍ଲସନ୍ ଜିତିଲେ ବିଶ୍ୱକପ୍, ଟାଇ-ବ୍ରେକର୍ରେ ହାରିଲେ ଆର୍ ପ୍ରଜ୍ଞାନନ୍ଦ
ନୂଆଦିଲ୍ଲୀ: ବାକୁରେ ଖେଳାଯାଉଥିବା ଫିଡେ ବିଶ୍ୱକପ୍ ଫାଇନାଲରେ ପାଞ୍ଚଥର ଚାମ୍ପିଅନ ମାଗନସ୍ କାର୍ଲସନଙ୍କ ଅନୁଭବ ଆଗରେ ହାର୍ ମାନିଛନ୍ତି ଭାରତର ଆର୍ ପ୍ରଜ୍ଞାନନ୍ଦ । ଏହା ସହିତ କାର୍ଲସନ ଷଷ୍ଠ ଥର ପାଇଁ ବିଶ୍ୱକପ୍…
ଭାରତ ଆସିବେ ଷ୍ଟାର୍ ଫୁଟବଲର ନେମାର ଜୁନିଅର୍! ଏଏଫ୍ସି ଚାମ୍ପିଅନ୍ସ ଲିଗ୍ ଗ୍ରୁପ୍ ପର୍ଯ୍ୟାୟରେ ସମାନ ଗ୍ରୁପରେ ସ୍ଥାନ ପାଇଲେ ମୁମ୍ବାଇ ସିଟି…
ନୂଆଦିଲ୍ଲୀ: ଲିଓନେଲ ମେସି, ଏମିଲିଆନୋ ମାର୍ଟିଜେନ୍ଙ୍କ ପରେ ବ୍ରାଜିଲ୍ର ତାରକା ଫୁଟବଲର ନେମାର ଜୁନିଅର ଭାରତ ଆସିବାକୁ ଯାଉଛନ୍ତି । ଏଏଫ୍ସି ସାମ୍ପିଅନସିପ ଲିଗ୍ ପାଇଁ ସାଉଦି ପ୍ରୋ ଲିଗ୍ ଦଳ 'ଅଲ ହିଲାଲ' ସହିତ…
ପ୍ରଜ୍ଞାନାନନ୍ଦ ଓ କାର୍ଲସେନଙ୍କ ମଧ୍ୟରେ ହେବ ଟାଇବ୍ରେକର: ଭାରତ ପାଖରେ ଇତିହାସ ରଚିବାର ସୁଯୋଗ
ନୂଆଦିଲ୍ଲୀ: ଭାରତର ୧୮ ବର୍ଷ ବର୍ଷୀୟା ଗ୍ରାଣ୍ଡମାଷ୍ଟର ରମେଶବାବୁ ପ୍ରଜ୍ଞାନାନନ୍ଦ ଏବଂ ନରୱେର ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ମାଗନସ୍ କାର୍ଲସେନଙ୍କ ମଧ୍ୟରେ FIDE ବିଶ୍ୱକପ୍ ଫାଇନାଲର ଦୁଇଟି ରାଉଣ୍ଡ ଖେଳାଯାଇଛି ଏବଂ…
ଆଉ କୁସ୍ତି ଲଢି ପାରିବେନି ଭାରତୀୟ ଯୋଦ୍ଧା: ସଂଘର ସଦସ୍ୟତା ରଦ୍ଦ କଲା ବିଶ୍ୱ କୁସ୍ତି ମହାସଂଘ
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘକୁ ଲାଗିଛି ଏକ ଶକ୍ତ ଝଟକା । ବିଶ୍ୱ କୁସ୍ତି ମହାସଂଘ ତରପରୁ ଭାରତର କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି । ସଂଘରେ ନିର୍ବାଚନ ନ ହେବାରୁ ଏହି ନିଜର କୁସ୍ତି ସଦସ୍ୟତା…
WorldCupରେ ବାଦ୍ ପଡ଼ିପାରନ୍ତି ରୋହିତ-ବିରାଟ: ଚୟନ ପାଇଁ ଦେବାକୁ ପଡ଼ିବ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତା ଦିନିକିଆ ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଆ ଖେଳାଳି ଚୟନ ପ୍ରକ୍ରିୟା ଜାରି ରଖିଛି । ତେବେ ଦଳ ଚୟନ କରିବା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ଆଗରେ ରକିଛି ଏକ ଚାଲେଞ୍ଜ । ଦଳରେ ସ୍ତାନ…
ଚନ୍ଦ୍ରଯାନ-୩ ସଫଳତାକୁ ନେଇ MIର ପୋଷ୍ଟ: ‘Mission Moon’ ହେଲା ସଫଳ, ଏବେ ‘Mission Worldcup-2023’…
ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ପରେ ଇତିହାସ ରଚିଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ପାଲଟିଛି । ତେବେ ଚନ୍ଦ୍ରକୁ ଛୁଇଁବାରେ ଭାରତ ଚତୁର୍ଥ ଦେଶ ଭାବରେ ସଫଳତା ହାସଲ କରିଛି । ଜୁଲାଇ ୧୪…
୨-୦ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ବର୍ଷା ପାଇଁ ତୃତୀୟ ମ୍ୟାଚ୍ ବାତିଲ
ନୂଆଦିଲ୍ଲୀ: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବାକୁ ଥିବା ୩ୟ ଟି-୨୦ ମ୍ୟାଚରେ ବର୍ଷା ବାଧକ ସାଜିଛି । ବର୍ଷା କାରଣରୁ ଅନ୍ତିମ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଫଳରେ ଭାରତ ୨-୦ରେ ସିରିଜ ବିଜୟ ହାସଲ…
BCCIର ଘୋଷଣା: ବିଶ୍ୱକପ ୨୦୨୩ ପାଇଁ ଅଗଷ୍ଟ ୨୪ରୁ ଆରମ୍ଭ ହେବ ଟିକେଟ ବିକ୍ରି!
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୫ ତରିଖରୁ ନଭେମ୍ବର ମାସ ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏନେଇ ଫ୍ୟାନ୍ସ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି । ପୂର୍ବରୁ ମ୍ୟାଚ…
ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଥ୍ୟା: ସୋସିଆଲ ମିଡିଆରୁ ପୋଷ୍ଟ ଡିଲିଟ କଲେ ସାଥୀ ଖେଳାଳି ଓଲାଙ୍ଗା
ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଛ ବୋଲି ଜାଣିବାକୁ ମିଳିଛି । କର୍କଟ ରୋଗରେ ପୀଡିତ ହୋଇ ୪୯ ବର୍ଷ ବୟସରେ ଷ୍ଟ୍ରିକ ପ୍ରାଣ ହରାଇଥିବା ନେଇ…