Browsing Category
ଖେଳ
ଭାରତର ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ସାମିଲ ହେଲେ ଇଶାନ୍ତ: ମିଳିଲା ବଡ ଦାୟିତ୍ୱ
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଭାରତର ୱେଇଣ୍ଡିଜ ଗସ୍ତ ଆରମ୍ଭ ହେବାକୁ ଯାଉଛି । ତେବେ ଏଥିପାଇଁ ଟିମ ଇଣ୍ଡିଆ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ଦଳ ଘୋଷଣା କରିସାରିଛି । କିନ୍ତୁ କୌଣସି ଦଳରେ ଭାରତର ଷ୍ୟାର ବୋଲର…
ପଡିଆରେ ନଜର ଆସିଲେ ଋଷଭ ପନ୍ତ: ଟି-୨୦ ଅଧିନାୟକ ହାର୍ଦ୍ଦିକଙ୍କ ସହ କରୁଛନ୍ତି ମସ୍ତି…
ନୂଆଦିଲ୍ଲୀ: ଭୟାନକ ସଡକ ଦୁର୍ଘଟଣାର ଶିକାର ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡିଛନ୍ତି ଷ୍ଟାର ଖେଳାଳି ଋଷଭ ପନ୍ତ । ତେବେ ବର୍ତ୍ତମାନ ସେ ସୁସ୍ଥ ହୋଉଥିବା ବେଳେ ଖୁବଶୀଘ୍ର ଦଳକୁ କମବ୍ୟାକ କରିବା ନେଇ ଆଶା କରାଯାଉଛି ।…
ଚୁଟି କାଟିଲେ, କିନ୍ତୁ ପଇସା ଦେଲେନି…ଏହି କ୍ରିକେଟରଙ୍କୁ ଧମକ ଦେଉଛନ୍ତି ସେଲୁନ ମାଲିକ!
ନୂଆଦିଲ୍ଲୀ: କ୍ରିକେଟରମାନଙ୍କ ହେୟାର ଷ୍ଟାଇଲକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ନୂଆ ନୂଆ ହେୟାର ଷ୍ଟାଇଲକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଏହି ହେୟାର ଷ୍ଟାଇଲ ଜଣେ…
ଦିନିକିଆ ବିଶ୍ୱକପ ଖେଳିବନି ପାକିସ୍ତାନ! ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏଥିରେ ପାକିସ୍ତାନର ଯୋଗ ଦେବାକୁ ନେଇ ଏବେ ପର୍ଯ୍ୟନ୍ତ ଆଲୋଚନା ଲାଗି ରହିଛି । ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ…
BCCI କଲା ବଡ ଘୋଷଣା: ଗୋଟିଏ ଓଭରରେ ମାତ୍ର ୨ଟି ବାଉନ୍ସର ପକାଇପାରିବେ ବୋଲର
ନୂଆଦିଲ୍ଲୀ: ଆପେକ୍ସ କାଉନ୍ସସିଲର ୧୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁଡଏ ବଡ ନିଷ୍ପତ୍ତି ନିଆଯାଇଛି । ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଉଭୟ ଦଳକୁ ସମାନ ପ୍ରାଧାନ୍ୟ ଦେଇ ଏକ ବଡ ନିୟମ ଲାଗୁ…
ବିସିସିଆଇ ନେଲା ବଡ଼ ନିଷ୍ପତି, ଏସିଆନ୍ ଗେମ୍ସରେ ଭାଗ ନେବେ ପୁରୁଷ-ମହିଳା କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟମ୍ବର ମାସରେ ଚୀନ୍ରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ପୁରୁଷ-ମହିଳା ଟିମ୍ ପଠାଇବାକୁ ଘୋଷାଣା କରିଛି । ବିସିସିଆଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ତେବେ ଆଇସିସି ବିଶ୍ୱକପ୍ ସହିତ…
ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ପଡିଲେ ରହାଣେ! ‘BCCI’ର ଟ୍ୱିଟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଗସ୍ତ । ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରାହାଣେଙ୍କୁ ଉପଅଧିନାୟକ ପଦ ଦେଇଛି ବିସିସିଆଇ । ତେବେ ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ…
(Video) Mahi Bhai… Keep Playing…. ମଜାଦାର ଭିଡିଓ ପୋଷ୍ଟ କରି ଶୁଭେଚ୍ଛା ଧୋନୀଙ୍କୁ ଜଣାଇଲେ ଦୀପକ ଚହର
ନୂଆଦିଲ୍ଲୀ: ଆଜି ୪୨ ବର୍ଷ ବୟସରେ ପାଦ ଥାପିଛନ୍ତି ଇଣ୍ଡିଆନ କ୍ରିକେଟର ପୂର୍ବତନ ତଥା ସର୍ବଶ୍ରେଷ୍ଟ ଅଧିନାୟକ ଏମ.ଏସ ଧୋନୀ । ଏହି ଅବସରରେ ସଚିନ ତେନ୍ଦୁଲକରଙ୍କ ସମେତ ଅନେକ ଷ୍ଟାର ଖେଳାଳି ମାହିଙ୍କୁ ଜନ୍ମ ଦିନର…
ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିବା ପରେ ତମିମ ଅବସର ନିଷ୍ପତି ବଦଳାଇଲେ ତାମିମ ଇକବାଲ, ଖେଳିବେ ଆଗାମୀ ବିଶ୍ୱକପ୍
ନୁଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ଦଳର ଦିନିକିଆ ଅଧିନାୟକ ତାମିମ ଇକବାଲ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ ହସ୍ତକ୍ଷେପ ପରେ ତାମିମ…
(Video) ଅଷ୍ଟ୍ରେଲିଆ ୱିକେଟକିପର ଆଲେକ୍ସ କେରି ଓଠରେ ଧରିଲେ ବେନ ଡକେଟଙ୍କ କ୍ୟାଚ, ଭିଡିଓ ଭାଇରାଲ
ଲଣ୍ଡନ: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ୍ ୨୦୨୩ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଜୁଲାଇ ୬ରେ ହେଡିଙ୍ଗଲି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା। ଖେଳର ପ୍ରଥମ ଦିନରେ ପ୍ରଶଂସକମାନେ ବହୁତ ଉତ୍ସାହ ଦେଖିବାକୁ ପାଇଲେ।…