Browsing Category

ଖେଳ

ମାସେ ହେବ ଯନ୍ତ୍ରଣା ଭୋଗୁଛନ୍ତି MS ଧୋନୀ: ୪୦ ଟଙ୍କିଆ ଔଷଧରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଏକ ମାସ ହେବ ଯନ୍ତ୍ରଣା ଭୋଗୁଛନ୍ତି । ଆଣ୍ଠୁ ସମସ୍ୟାରେ ପୀଡିତ ଥିବା ବେଳେ ସେ କୌଣସି ମହଙ୍ଗା ଡାକ୍ତରଙ୍କ ପାଖକୁ ଯାଇନାହାନ୍ତି । ଏହାର…

ଇଂଲଣ୍ଡ ବିପକ୍ଷ ଟି୨୦, ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ସମସ୍ତ ଦଳର ଅଧିନାୟକ, ଅର୍ଶଦୀପଙ୍କୁ ଦିନିକିଆରେ ପ୍ରଥମ ସୁଯୋଗ

ଓଡ଼ିଶା ଭାସ୍କର: ଆଗାମୀ ଇଂଲଣ୍ଡ ବିପକ୍ଷ ସିମିତ ଓଭର ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ୭ ଜୁଲାଇରୁ ସିମିତ ଓଭର ସିରିଜ ଆରମ୍ଭ ହୋଇ ୧୭…

ଆଜିଠୁ ଭାରତ-ଇଂଲଣ୍ଡ ଫାଇନାଲ୍‌ ଟେଷ୍ଟ ମ୍ୟାଚ୍‌: ବିରାଟ କୋହଲିଙ୍କ ଉପରେ ଫ୍ୟାନ ନଜର, ଦଳର ମଙ୍ଗ ସମ୍ଭାଳିବେ ବୁମରା

ଲଣ୍ଡନ: ଏଜବାଷ୍ଟନ ଠାରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଫାଇନାଲ ଟେଷ୍ଟ କ୍ରିକେଟ ମ୍ୟାଚ ଭାରତ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ବର୍ଷ ଅନୁଷ୍ଠିତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ମ୍ୟାଚରେ…

ଇଂଲଣ୍ଡ ଦଳକୁ ମିଳିଲା ନୂଆ ଅଧିନାୟକ: ଜାଣନ୍ତୁ କିଏ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ମ୍ୟାଚ ଠିକ ପୂର୍ବରୁ ଟିମ ଇଂଲଣ୍ଡ ପାଇଛି ଆଉ ଜଣେ ନୂଆ ଅଧିନାୟକ । ଦଳର ଷ୍ଟାର ଖେଳାଳିଙ୍କୁ ଏହି ଦାୟିତ୍ୱ ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଇଂଲଣ୍ଡ ଟିମର ନିୟମିତ ଅଧିନାୟକ ଇଓନ…

ଭାଙ୍ଗିଲା ୩୫ ବର୍ଷର ରେକର୍ଡ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ବୁମରାହ ଅଧିନାୟକ

ନୂଆଦିଲ୍ଲୀ: ବିସିସିଆଇର ଗୋଟିଏ ନିଷ୍ପତ୍ତି ଭାଙ୍ଗି ଦେଇଛି ଭାରତୀୟ କ୍ରିକେଟ ଇତିହାସର ୩୫ ବର୍ଷର ରେକର୍ଡ । ୩୫ ବର୍ଷର ବ୍ୟବଧାନ ପରେ ଭାରତ ପାଇଛଇ ଏମିତି ଏକ ସ୍ୱତନ୍ତ୍ର ଅଧିନାୟକ । ଶେଷ ଥର ପାଇଁ ୧୯୮୭ରେ ଭାରତ…

ଟିମ ଇଣ୍ଡିଆକୁ ଲାଗିପାରେ ଶକ୍ତ ଝଟକା: ଏସିଆ କପ-୨୦୨୨ରୁ ବାହାରି ପାରନ୍ତି ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୨୪ ତାରିଖରୁ ଏସିଆ କପ-୨୦୨୨ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରେ ଆୟୋଜନ କରାଯିବ । କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିପାରେ ଏକ ଶକ୍ତ ଝଟକା ।…

ଆରମ୍ଭ ହେବ ଓଡିଶା ଚେସ ଚମ୍ପିଆନସିପ: ଜାଣନ୍ତୁ କେବେ ଓ କେଉଁଠି ହେବ ଆୟୋଜନ?

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶା ଚେସ୍ ଆସୋସିଏସନ୍ ବ୍ୟାନରରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ ଓଡିଶା ଚେସ୍ ଚାମ୍ପିଅନସିପ୍ । ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ ପ୍ରଥମ ଥର ପାଇଁ…

ଭାରତ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ ଘୋଷଣା, ଦଳକୁ ଫେରିଲେ ଆଣ୍ଡରସନ

ବର୍ମିଂଘମ: ଆସନ୍ତାକାଲି ଭାରତ ଏବଂ ଘରୋଇ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା। ଏଥିପାଇଁ ଇଂଲଣ୍ଡ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏଜବାଷ୍ଟନରେ ଖେଳାଯିବାକୁ…

ରୋହିତଙ୍କ ସ୍ଥାନରେ କିଏ କରିବ ଓପନିଙ୍ଗ: ଜାଣନ୍ତୁ କାହାକୁ ବାଛିଲେ କୋଚ ରହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଜୁଲାଇ ୧ ତାରିଖରୁ ଆରମ୍ଭ ହେଉଛି ଶେଷ ତଥା ପଞ୍ଚମ ଟି-୨୦ । ତେବେ ଏହି ମ୍ୟାଚ ପୂର୍ବରୁ କରୋନା ସଂକ୍ରମିତ ରୋହିତ ଶର୍ମାଙ୍କ ଖେଳିବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଯଦି ରୋହିତ ଫିଟ…

ଅଲ୍‌ଟିମେଟ୍‌ ଖୋ ଖୋ ଟୁର୍ଣ୍ଣାମେଣ୍ଟ : ଷଷ୍ଠ ଟିମ୍‌ କିଣିଲେ ର‌୍ୟାପର ବାଦଶାହା ଏବଂ ବ୍ୟବସାୟୀ ପୁନିତ ବାଲାନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା, ଡେଭେଲପର ତଥା କ୍ରୀଡ଼ା ପ୍ରେମୀ ପୁନିତ ବାଲାନଙ୍କ ସହିତ ଅଲଟିମେଟ ଖୋ ଖୋ ଲିଗରେ ମୁମ୍ବାଇ - ‘ଫ୍ରଞ୍ଚାଇଜରେ ସହ-ମାଲିକ ଭାବେ ଯୋଗଦେଇଛନ୍ତି ବଲିଉଡର…