Browsing Category
ଖେଳ
IPL-2023ରେ ଯୋଡି ହେବେ ଋଷଭ ପନ୍ତ! ଅଧିନାୟକଙ୍କ ପାଇଁ ଯୋଜନା କରିଛନ୍ତି ରିକି ପଣ୍ଟିଂ
ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ଆଉ କେଇଟା ଦିନ ବାକି ରହିଥିବା ବେଳେ ଏହାକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ତେବେ ଏହା ଭିତରେ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ଏକ ବଡ ଘୋଷଣା କରାଯାଇଛି । ଆହତ…
IPL-2023 ପୂର୍ବରୁ ନୂଆ ରୂପରେ ବିରାଟ: ଷ୍ଟାଇଲିସ ଲୁକ ସହ ଫେରୁଛନ୍ତି ପୂର୍ବ ଅଧିନାୟକ
ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ପୂର୍ବରୁ ଏକ ନୂଆ ଲୁକରେ ନଜର ଆସିଛନ୍ତି ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବ ଅଧିନାୟକ ବିରାଟ କୋହଲି । ଆରସିବି କ୍ୟାମ୍ପରେ ଯୋଗ ଦେବା ପୂର୍ବରୁ ସେ ନୂଆ ଲୁକ ନେଇ ନିିଜର ପ୍ରଥମ…
ଦୁଇଟି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩: ଇତିହାସରେ ପ୍ରଥମ ଥର ହେବ ଏହି ନିୟମ
ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି । ତେବେ ଏହାକୁ ନେଇ ଲଗାତାର ଦ୍ୱନ୍ଦ୍ୱ ଲାଗି ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବାକୁ ବିସିସିଆଇ ମନା କରିବା ପରେ ଏହାକୁ ନେଇ…
(Video) CSK ଶିବିରରେ ପହଞ୍ଚିଲେ ବେନ ଷ୍ଟୋକ୍ସ: ମାହିଙ୍କ ନେତୃତ୍ୱରେ ଖେଳିବେ ପ୍ରଥମ
ଚେନ୍ନାଇ: ଆଇପିଏଲ-୨୦୨୩କୁ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଏଥିପାଇଁ ସମସ୍ତ ଦଳର ଖେଳାଳି ଆରମ୍ଭ କରିଛନ୍ତି ନିଜ ନିଜର ପ୍ରସ୍ତୁତି । ତେବେ ଏହା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ…
ଆଇପିଏଲ ପ୍ରେମୀଙ୍କ ପାଇଁ ବଡ ଖବର, ଜିଓ ଲଞ୍ଚ କଲା କ୍ରିକେଟ ପ୍ଲାନ, ହାଇ ଇଣ୍ଟରନେଟ ସ୍ପିଡରେ ନେଇପାରିବେ ମ୍ୟାଚର ମଜା
ନୂଆଦିଲ୍ଲୀ: ଭାରତର ଟପ ଟେଲିକମ ଅପରେଟର୍ସରେ ଗଣା ଯାଉଥିବା ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କ ପାଇଁ ମଝିରେ ମଝିରେ ନୂଆ ପ୍ଲାନ ଆଣିଥାଏ । ଏହାକୁ ଜାରି ରଖି କମ୍ପାନୀ କିଛି ନୂତନ ପରିବର୍ତ୍ତନ କରିଛି । ଯାହାକି କ୍ରିକେଟ…
ମହିଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ଟ୍ରାନ୍ସଜେଣ୍ଡର, ବିଶ୍ୱ ଆଥଲେଟିକ୍ସ ସଂଘର ବଡ଼ ନିଷ୍ପତି
ନୂଆଦିଲ୍ଲୀ: ଟ୍ରାନ୍ସଜେଣ୍ଡର ମହିଳାମାନେ ଆଉ ମହିଳା ଟ୍ରାକ ଏବଂ ଫିଲ୍ଡ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଶ୍ୱ ଆଥଲେଟିକ୍ସର ସଭାପତି ସେବାଷ୍ଟିଆନ୍ କୋ ଗୁରୁବାର କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର ମହିଳାମାନଙ୍କୁ…
ଇତିହାସ ରଚିଲେ ଲିୟୋନେଲ ମେସି: ଭାଙ୍ଗିଲେ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ରେକର୍ଡ
ନୂଆଦିଲ୍ଲୀ: ଅର୍ଜେଣ୍ଟିନାର ଫୁଟବଲ୍ ସୁପରଷ୍ଟାର ଲିୟୋନେଲ ମେସି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ଆର୍ଜେଣ୍ଟିନା ଏବଂ ପାନାମା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଗୋଲ ସ୍କୋର କରି ମେସି ଏହି ରେକର୍ଡ କରିଛନ୍ତି। ମେସି…
ସଫଳତାର ସହ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଆୟୋଜନ ନେଇ ପ୍ରଶଂସା: ହକି ଇଣ୍ଡିଆକୁ ଶ୍ରେଷ୍ଠ ସାଂଗଠନିକ ପୁରସ୍କାର
ନୂଆଦିଲ୍ଲୀ: ହକି ଇଣ୍ଡିଆ ଚଳିତବର୍ଷ ଜାନୁଆରୀ ମାସରେ ସଫଳତାର ସହିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିଥିବାରୁ ଏସିଆନ୍ ହକି ଫେଡେରେସନ୍ (ଏଏଚ୍ଏଫ୍) ପକ୍ଷରୁ ଶ୍ରେଷ୍ଠ ସାଂଗଠନିକ ପୁରସ୍କାର ପ୍ରଦାନ…
ପାକିସ୍ତାନରେ ହେବ ଏସିଆ କପ୍: ଭାରତ ଖେଳିବା ନେଇ ହେଲା ବଡ଼ ନିଷ୍ପତି
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩କୁ ନେଇ ଚାଲିଥିବା ବିବାଦ ଏବେ ଶେଷ ହେଉଥିବା ନଜର ଅସୁଛି । ଚଳିତ ଥର ଏସିଆ କପ୍ ପାକିସ୍ତାନରେ ଆୟୋଜିତ ହେଉଥିବା ବେଳେ ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇଥିଲା। ଅନ୍ୟପଟେ ପାକିସ୍ତାନ…
Women’s World Boxing Championships: ନିଖତ୍, ନୀତୁ, ଲଭଲିନା ଏବଂ ସ୍ଵୀଟି ଫାଇନାଲରେ, ଭାରତ ପାଇଁ ଚାରୋଟି ରୌପ୍ୟ ପଦକ ପକ୍କା
ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟ ମହିଳା ବକ୍ସରମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ନିଖତ୍ ଜରିନ୍, ନୀତୁ ଘାଙ୍ଗସ୍, ଲୋଭଲିନା ଏବଂ ସ୍ଵୀଟି ବୋହରା ଫାଇନାଲରେ ପ୍ରବେଶ କରିଛନ୍ତି। ୫୦…