Browsing Category
ଖେଳ
(Video) ଭାରତୀୟ ବ୍ୟାଟ୍ସମ୍ୟାନ୍ ଋତୁରାଜଙ୍କ ବିରଳ ବିଶ୍ୱରେକର୍ଡ: ଗୋଟିଏ ଓଭରରେ ମାରିଲେ ୭ ଛକା
ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ୱାର୍ଟର ଫାଇନାଲର କ୍ୱାର୍ଟର ଫାଇନାଲ ମ୍ୟାଚ୍ ବର୍ତ୍ତମାନ ଭାରତୀୟ ଘରୋଇ କ୍ରିକେଟରେ ଖେଳାଯାଉଛି । ଏହି ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ଏକ ବଡ଼ ସଫଳତା ହାସଲ କରିଛନ୍ତି…
ପିଟି ଉଷାଙ୍କୁ ଦିଆଯିବ ଦାୟିତ୍ୱଭାର, ଭାରତୀୟ ଅଲମ୍ପିକ ସଂଘର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ: ମହାନ ଧାବିକା ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ହେବେ । ପିଟି ଉଷା ଆଇଓଏ ୯୫ବର୍ଷର ଇତିହାସରେ ଅଧ୍ୟକ୍ଷ ହେବାରେ ପ୍ରଥମ ମହିଳା ଅଲମ୍ପିଆନ ଅଟନ୍ତି । ଉଷା ଦେଶର ସବୁଠାରୁ ସଫଳ ଆଥଲେଟରେ ଜଣେ ଏବଂ…
ଫିଫା ୱାଲର୍ଡ କପ୍: ବେଲଜିୟମ ହାରିବା ପରେ ବ୍ରସେଲ୍ସରେ ଦଙ୍ଗା, ୧୨ଜଣ ଅଟକ
କାତାରରେ ୧୯ ନଭେମ୍ବରୁ ଫିଫା ୱାଲର୍ଡ କପ ଆରମ୍ଭ ହୋଇଛି । ଫଳରେ ଏହାକୁ ନେଇ ଖେଳ ପ୍ରେମୀଙ୍କ ମନରେ ଉତ୍ସାହ ଭରି ରହିଛି । ନିଜ ମନପସନ୍ଦର ଦଳକୁ ଜିତାଇବା ପାଇଁ ଏବଂ ସେମାନଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ଦର୍ଶକମାନେ…
ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସଭାପତି ହେବେ ପିଟି ଉଷା
ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ର ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି। ଯେହେତୁ ସେ ଡିସେମ୍ବର ୧୦ ନିର୍ବାଚନ ପାଇଁ ଏହି ପଦବୀ ପାଇଁ ଏକମାତ୍ର…
ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ନ ଖେଳି ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ସଞ୍ଜୁ ସାମସନ, କଲେ ଏପରି କାମ ଭାଇରଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ହାମିଲଟନରେ ଖେଳାଯାଇଥିଲା। ତେବେ ବର୍ଷା ଏବଂ ଖରାପ ପାଗ ଯୋଗୁଁ ଏହି ମ୍ୟାଚକୁ ବାତିଲ କରିବାକୁ…
ସଞ୍ଜୁ ସାମସନଙ୍କ କ୍ୟାରିୟର ଶେଷ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ! ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା ଜଷ୍ଟିସ୍ ଫର୍ ସଞ୍ଜୁ ସାମସନ
ନୂଆଦିଲ୍ଲୀ: ହାମିଲଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଛି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଖେଳୁଥିବା ସମୟରେ ମଇଦାନରେ ଟଳି ପଡିଥିଲେ ଏହି ୬ କ୍ରିକେଟର; ଜାଣନ୍ତୁ ସେମାନଙ୍କ ନାଁ ଆଉ ମୃତ୍ୟୁର କାରଣ
ନୂଆଦିଲ୍ଲୀ: ଆଜକୁ ୫ ବର୍ଷ ତଳେ ଅର୍ଥାତ ୨୭ ନଭେମ୍ବର ୨୦୧୪ ରେ ଜଣେ କ୍ରିକେଟରଙ୍କର ମୃତ୍ୟୁ ହୋଇଥିଲା । ଯାହାଙ୍କ ନାମ ହେଉଛି ଫିଲିପ ହ୍ୟୁଜ୍ । ତେବେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଏକ ମ୍ୟାଚ୍ ଖେଳିବା ସମୟରେ,…
ଦ୍ୱିତୀୟ ଦିନିକିଆରେ ଚାଲିଲା ସୂର୍ଯ୍ୟକୁମାର ଓ ଗିଲ୍ଙ୍କ ବ୍ୟାଟ୍, କିନ୍ତୁ ବର୍ଷା କାରଣରୁ ବାତିଲ ହେଲା ମ୍ୟାଚ୍
ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବର୍ଷା କାରଣରୁ ଅଧାରୁ ବାତିଲ ହୋଇଛି । ଟସ୍ ପୁର୍ବରୁ ଆସିଥିବା ବର୍ଷା ମ୍ୟାଚ୍ ଆରମ୍ଭ ପରେ ପ୍ରବଳ ବର୍ଷିଥିଲା । ଆଜିର ମ୍ୟାଚ୍ ବାତିଲ…
FIFA World Cupରେ ହଙ୍ଗାମା: ଗୋଇଠା ସହ ଚେୟାର ଉଠାଇ ମରାମରି ହେଲେ ଫ୍ୟାନ୍ସ, ଦେଖନ୍ତୁ Video
ଦୋହା: ଫିଫା ବିଶ୍ୱକପ ୨୦୨୨ ସିଜନର ଉତ୍ସାହ ବଢ଼ିବାରେ ଲାଗିଛି । ଏହି ସମୟରେ ବାରମ୍ବାର ବିବାଦ ଓ ଝଗଡ଼ାର ମାମଲା ମଧ୍ୟ ସାମ୍ନାକୁ ଆସୁଛି । ବେଳେବେଳେ ପ୍ରଶଂସକଙ୍କ ସହ ଚୋରି ଘଟଣା ଘଟୁଛି ତ ବେଳେବେଳେ ପ୍ରତିଦ୍ୱନ୍ଦ୍ୱୀ…
ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍: ଭାରତର ସ୍କୋର ୨୨/୦
ହାମିଲଟନ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଛି । ହାମିଲଟନରେ ପ୍ରଥମ ଇଣ୍ଡିଆ ବ୍ୟାଟିଂ କରୁଥିବା ବେଳେ ବର୍ଷା…