Browsing Category

ଖେଳ

ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂଙ୍କ ପରଲୋକ, ୧୯୬୦ ଅଲିମ୍ପିକରେ ଭାରତକୁ ଦେଇଥିଲେ ଗୋଲ୍ଡ

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂଙ୍କ ପରଲୋକ । ୯୧ ବର୍ଷ ବୟସରେ ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ସେ ଦୀର୍ଘ ସମୟରୁ ବାର୍ଦ୍ଧକ୍ୟ ଜନିତ ଏକାଧିକ…

ମୋ ପାଖରେ ଧୋନୀଙ୍କ ଫୋନ ନମ୍ବର ନାହିଁ, କଲ୍ କେମିତି କରିବି: ଶାସ୍ତ୍ରୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ କିଛିଦିନ ତଳେ ନିଜ ପଦରୁ ଅବ୍ୟାହତି ନେଇଥିଲେ । ତେବେ ଏବେ ଶାସ୍ତ୍ରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି…

ଭାରତର ଏହି ୪ କ୍ରିକେଟର ଜୀବନରେ କେବେ ବି ମଦ ଛୁଇଁ ନାହାନ୍ତି, ଜାଣନ୍ତୁ ସେମାନେ କିଏ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମରେ ବହୁ ବିଶ୍ୱରେକର୍ଡ ଧାରୀ ଖେଳାଳି ରହିଛନ୍ତି । ତେବେ ଅନେକ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନର ଅଜଣା ରହସ୍ୟ ହୁଏତ ଆପଣମାନେ ଜାଣିନଥିବେ । ତେବେ ଟିମ୍ ଇଣ୍ଡିଆର କେଉଁ କେଉଁ…

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆା ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ  

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଜାତୀୟ ପୁରୁଷ ଦଳର ଚୟନକର୍ତ୍ତା ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ନିୟମିତ ଅଧିନାୟକ ରୋହିତ ଶର୍ମା ଦଳକୁ ପ୍ରତ୍ୟାବର୍ତ୍ତନ କରିବା ସହ…

ଫୁଟବଲ ଷ୍ଟାଡିୟମରେ ଦଳାଚକଟା: ୮ ମୃତ, ୫୦ରୁ ଅଧିକ ଆହତ

ନୂଆଦିଲ୍ଳୀ: କ୍ୟାମେରୁନର ରାଜଧାନୀ ୟାଉନ୍ଦେରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଦଳାଚକଟା । ଫୁଟବଲ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଅନେକଙ୍କ ସ୍ଥିତି…

ବାପା ହେଲେ ପୂର୍ବତନ କ୍ରିକେଟର ଯୁବରାଜ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ସିକ୍ସର କିଙ୍ଗ ଯୁବରାଜ ସିଂହ ସାଧାରଣତନ୍ତ୍ର ଦିବସରେ ତାଙ୍କର ଫ୍ୟାନ୍ସଙ୍କୁ ଏକ ଗିଫ୍ଟ ପ୍ରଦାନ କରିଛନ୍ତି । ଆଜିର ପବିତ୍ର ଦିବସରେ ସେ ସେ ବାପା ବନିଯାଇଛନ୍ତି ।…

ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ଆଓ୍ଵାର୍ଡ, କ୍ରୀଡାରେ ଏହି ଆଠ ଖେଳାଳିଙ୍କୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ : ଭାରତ ସରକାର ମଙ୍ଗଳବାର ୧୨୮ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ସମେତ କ୍ରୀଡାର ୯ ଖେଳାଳି ସାମିଲ୍। ଗଣତନ୍ତ୍ର…

ICC ଟି-୨୦ ରାଙ୍କିଙ୍ଗ: ଶୀର୍ଷ ସ୍ଥାନ କବଜା କଲେ ଶେଫାଳି ବର୍ମା, ଖସିଲେ ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ପୁଣି ଥରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ନିଜର ଧୂଆଁଧାର ବ୍ୟାଟିଂ ପାଇଁ ପ୍ରସିଦ୍ଧି ହାସଲ କରିଥିବା ୧୮ ବର୍ଷୀୟା ଶେଫାଳି ପ୍ରଥମ ସ୍ଥାନକୁ…

ନୀରଜ ଚୋପ୍ରାଙ୍କୁ ପରମ ବିଶିଷ୍ଟ ସେବା ପଦକ: ଟୋକିଓ-୨୦୨୦ରେ ରଚିଥିଲେ ଇତିହାସ

ନୂଆଦିଲ୍ଳୀ: ପ୍ରଥମ ଭାରତୀୟ ଭାବରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଇତିହାସ ରଚିଥିବା ନୀରଜ ଚୋପ୍ରଙ୍କୁ ପରମ ବିଶିଷ୍ଟ ସେବା ସମ୍ମାନ ପ୍ରଦାନ କରାଯାଇଛି । ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତ ପାଇଁ ପ୍ରଥମ ପଦକ…

ଆଜିଠୁ ଓଡ଼ିଶା ଓପନ ବ୍ୟାଡମିଣ୍ଟନ, ୧୮ ଦେଶର ୩୦୦ରୁ ଅଧିକ ଖେଳାଳି ସାମିଲ ହେବେ

କଟକ (ଭାସ୍କର ନ୍ୟୁଜ୍‌) : ଆଜିଠୁ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ବିଡବ୍ଲ୍ୟୁଏଫ୍‌ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା । ଏଥିରେ ୧୮ ଦେଶର ୩୦୦ ପାଖାପାଖି ଖେଳାଳି । କରୋନା ଆତଙ୍କ…