Browsing Category

ଖେଳ

ପାକିସ୍ତାନର ୩ କ୍ରିକେଟରଙ୍କୁ କରୋନା; ସୂଚନା ଦେଲା ପିସିବି

ନୂଆଦିଲ୍ଲୀ: ପାକିସ୍ତାନର ୩ ଜଣ ମହିଳା ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରାଚୀରେ ଚାଲିଥିବା ଅଭ୍ୟାସ ଶିବିରରୁ ୩ ଜଣ ମହିଳା ଖେଳାଳି କରୋନାରେ ଆକ୍ରାନ୍ତ ଥିବା ନେଇ ପିସିବି ପକ୍ଷରୁ ସୂଚନା ଦିଆଯାଇଛି । ହନିଫ…

ବର୍ଣ୍ଣ ବୈଷମ୍ୟ ବିରୋଧରେ ଆଣ୍ଠୁରେ ବସିବାକୁ ରାଜି ହେଲେ କ୍ୱିଣ୍ଟନ ଡିକକ, ନିଜ ବ୍ୟବହାର ପାଇଁ କ୍ଷମା ମାଗିଲେ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ୱିକେଟ କିପର ବ୍ୟାଟସମ୍ୟାନ କ୍ୱିଣ୍ଟନ ଡିକକ୍ ବ୍ଲାକ୍ ଲାଇଭ୍ସ ମ୍ୟାଟର ବା ବର୍ଣ୍ଣ ବୈଷମ୍ୟ ଅଭିଯାନକୁ ସମର୍ଥନ ଜଣାଇ ଆଣ୍ଠୁରେ ବସିବାକୁ ରାଜି ହୋଇଛନ୍ତି । ଏଥିସହ ୱେଷ୍ଟଇଣ୍ଡିଜ…

ଟି-୨୦ ବିଶ୍ୱ କପର ଅଜବ ସଂଯୋଗ: ଟସ୍ ଜିତୁଥିବା ଦଳ ଜିତୁଛନ୍ତି ମ୍ୟାଚ୍

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଏ ପର୍ଯ୍ୟନ୍ତ ସୁପର ୧୨ରେ ୯ ମ୍ୟାଚ୍ ଖେଳା ଗଲାଣି । ଅକ୍ଟୋବର ୧୭ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ କିଛି ଦଳ ନିଜ ପ୍ରଦର୍ଶନରେ ସଭିଙ୍କୁ ପ୍ରଭାବିତ କରିଥିବା ବେଳେ…

ମହମ୍ମଦ ଶାମିଙ୍କ ବିରୋଧରେ ବିଚ୍ଛିନ୍ନତା ଅଭିଯାନ ରଚିଥିଲା ପାକିସ୍ତାନ: ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତର ଟି୨୦ ୱାର୍ଲ୍ଡ କପରେ ପାକିସ୍ତାନଠାରୁ ହାରିବା ପରେ ସୋସିଆଲ ମିଡିଆରେ ଫ୍ୟାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ଶାମି । ଇଣ୍ଟରନେଟରେ କିଛି ୟୁଜର୍ସ ତାଙ୍କ ପାଇଁ…

ଟି-୨୦ ବିଶ୍ୱକପ: ଭାରତ-ନ୍ୟୁଜିଲାଣ୍ଡ ପାଇଁ ‘କର ବା ମର’ ମ୍ୟାଚ୍, ବିଜୟ ଲକ୍ଷରେ ମଇଦାନକୁ ଓହ୍ଳାଇବେ ଉଭୟ ଟିମ୍

ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍ ବି ରେ ସ୍ଥାନ ପାଇଥିବା ପାକିସ୍ତାନ ଲଗାତର ଦୁଇ ମ୍ୟାଚରେ ବିଜୟ ଲାଭ କରି ଶୀର୍ଷ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚରେ ଭାରତକୁ ପରାସ୍ତ କରିଥିବା ପାକିସ୍ତାନ ମଙ୍ଗଳବାର…

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: ୫ମ ସ୍ଥାନକୁ ଖସିଲେ କୋହଲି, ୮ମ ସ୍ଥାନରେ କେଏଲ ରାହୁଲ

ଦୁବାଇ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପାକିସ୍ତାନ ବିପକ୍ଷ ମ୍ୟାଚରେ ୪୯ ବଲରୁ ୫୭ ରନ କରିଥିଲେ ହେଁ ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ପୁଣି ଗୋଟିଏ…

ଏହି ବୋର୍ଡରୁ ଇସ୍ତଫା ଦେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଜାଣନ୍ତୁ କ’ଣ ରହିଛି କାରଣ…

ନୂଆଦିଲ୍ଲୀ: ଏଟିକେ -ମୋହନ ବାଗନ ବୋର୍ଡରୁ ଇସ୍ତଫା ଦେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । କାରଣ ଆରପିଏସଜି ଭେଞ୍ଚର ଗ୍ରୁପ୍ ନୂଆ ଆଇପିଏଲ ଟିମ ଲକ୍ଷ୍ନୌକୁ କିଣିଲା । ଏହି ଗ୍ରୁପ୍ ମଧ୍ୟ ଏଟିକେ -ମୋହନ ବାଗନ ଦଳର…

ଟି-୨୦ ବିଶ୍ୱକପ୍: ନାମିବ୍ୟାର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ: ବୋଲରଙ୍କ ସଫଳତା ଏବଂ ଜେଜେ ସ୍ମିଟଙ୍କ ଅଲରାଉଣ୍ଡ ସଫଳତା ବଳରେ ଟି-୨୦ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ମାତ୍ର ୧୦୯ ରନ କରିଥିବା ବେଳେ ୫ଟି ବଲ…

ପ୍ରମୋଦ ଭଗତଙ୍କୁ ଖେଳରତ୍ନ; ନୀରଜ ଚୋପ୍ରାଙ୍କ ସମେତ ୧୧ ଜଣ ମନୋନୀତ

ନୂଆଦିଲ୍ଳୀ: ଓଡ଼ିଶାର ଗର୍ବ ଓ ଗୌରବ ତଥା ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିବ ଖେଳରତ୍ନ । ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ୧୧ ଜଣ ଖେଳାଳିଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି ।…

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ଆଦେବନ କଲେ ଦ୍ରାବିଡ଼, ଖୁବଶୀଘ୍ର ଅନ୍ୟ ସମସ୍ତ କୋଚ୍‌ଙ୍କ କରାଯିବ ଚୟନ

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ ଆନୁଷ୍ଠାନିକ ଭାବେ ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ଦରଖାସ୍ତ ଦାଖଲ କରିଛନ୍ତି । ଚଳିତ ଟି-୨୦ ବିଶ୍ୱକପ ପରେ ଭାରତୀୟ ଦଳ ପାଇଁ ନୂଆ ମୁଖ୍ୟ କୋଚ ଚୟନ କରାଯିବ । ତେବେ ବିସିସିଆଇ ସଭାପତି…