Browsing Category

Top Stories

କଟକରେ ଚାଲିଛି କାଳୀପୂଜା ଭସାଣ ଉତ୍ସବ

କଟକ,୧୫ ।୧୧(ଓଡିଶା ଭାସ୍କର): କଟକରେ ଚାଲିଛି ମାଆ କାଳୀଙ୍କ ଭସାଣ ଉତ୍ସବ । କରୋନା କଟକଣା ମଧ୍ୟରେ ମାଙ୍କର ବିସର୍ଜନ କରାଯାଉଛି । ବିଭିନ୍ନ ସ୍ଥାନରେ ଥିବା ୧୧ଟି କୃତ୍ରିମ ପୋଖରୀରେ ବିସର୍ଜନ ହେବ ।

ଦିଲ୍ଲୀରେ ବଢିଲା ବାୟୂ ପ୍ରଦୂଷଣ, ଅଣନିଶ୍ୱାସୀ ଲୋକେ

ନୂଆଦିଲ୍ଲୀ,୧୫ ।୧୧: ରାଜଧାନୀ ଦିଲ୍ଲୀ ଏନସିଆରରେ ବିଷାକ୍ତ ହେଲା ବାୟୁ । ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ସାଙ୍ଘାତିକ ସ୍ଥିତିରେ ରହିଛି ବାୟୁର ମାନ । ଆନନ୍ଦ ବିହାର, ବିମାନ ବନ୍ଦର ଅଞ୍ଚଳରେ ବାୟୁର ମାନ ସାଙ୍ଘାତିପ…

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୭୧

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର): ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୭୧ ଆକ୍ରାନ୍ତ। କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୯୬ ହଜାର ୫୧୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୬ ଓ କଟକରୁ ୧୧୬…

ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମିଳିବ ମୋବାଇଲ

ଚିତ୍ରକୋଣ୍ଡା,୧୪।୧୧-ମାଲକାନଗିରି ଜିଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯିବ। ଏ ନେଇ ଶନିବାର…

ଆଜି ରାଜଧାନୀରୁ ୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୫୧ କରୋନା ପଜିଟିଭ୍‌…

୧୦୦ ଦିନରେ ଚାଷୀଙ୍କୁ ମିଳିବ ପରିଚୟପତ୍ର

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର): ୧୦୦ ଦିନ ଭିତରେ ସମସ୍ତ ଚାଷୀଙ୍କୁ କୃଷକ ପରିଚୟପତ୍ର ଦିଆଯିବ। ଏନେଇ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ । ଏଣିକି ସରକାରୀ ଯୋଜନାରେ ସାମିଲ ହେବା ସହଜ ହେବ । ଏନେଇ ସୂଚନା…

ବହୁ ଚର୍ଚ୍ଚିତପାଟଣାଗଡ ଗଣହତ୍ଯା ଘଟଣା, ଘର ଭିତରେ ଗାତ ଖୋଳା କୁ ନେଇ ସନ୍ଦେହ

ପାଟଣାଗଡ ୧୪/୧୧ : ବହୁ ଚର୍ଚ୍ଚିତ ପାଟଣାଗଡ ସହଁରାପଡାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ଯା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ବେଳେ ମୃତକ ବୁଲୁ ଜାନୀର ପୁଅ ମାନଙ୍କର…