CHARIDHAM
Browsing Category

Top Stories

ଯଦି ଫ୍ଲାଇଟ ଭିତରେ କୌଣସି ଶିଶୁ ଜନ୍ମଗ୍ରହଣ କରେ, ତେବେ ବାର୍ଥ ସାର୍ଟିଫିକେଟରେ ଜନ୍ମସ୍ଥାନ କ’ଣ ହେବ, ଜାଣନ୍ତୁ

ନୂଆଦିଲ୍ଲୀ: ଯଦି କୌଣସି ଶିଶୁ ଫ୍ଲାଇଟ ଭିତରେ ଜନ୍ମଗ୍ରହଣ କରେ, ତେବେ ଏପରି କ୍ଷେତ୍ରରେ ତା’ ବାର୍ଥ ସାର୍ଟିଫିକେଟରେ ଜନ୍ମସ୍ଥାନ କ’ଣ ଲେଖା ହେବ? ଏକଥା ଆପଣ ହୁଏତ ଜାଣିନଥିବେ । ମନେକରାଯାଉ, ଗୋଟିଏ ଫ୍ଲାଇଟ ଭାରତରୁ…

ଲଖିମପୁର ହିଂସାକାଣ୍ଡ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଶିଷ ମିଶ୍ରା, ହସ୍ପିଟାଲରେ ଭର୍ତ୍ତି

ଲଖିମପୁର: ଜେଲରେ ସଜ୍ଜା କାଟୁଥିବା ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ…

ଅନନ୍ୟାଙ୍କ ଘରେ ଫୁଲତୋଡ଼ା ଧରି ପହଞ୍ଚିଲେ ଇଶାନ୍ ଖଟ୍ଟର୍, ଟ୍ରୋଲ୍ସ କହିଲେ- ‘ଏନସିବି ଆଗରେ ମୋ ନାଁ ନନେବା ପାଇଁ କହିଲ’

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏବେ ଏନସିବି ଘେରରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଆର୍ଯ୍ୟନଙ୍କ ସହିତ ଡ୍ରଗ୍ସ ସେବନ କଥାକୁ ନେଇ କରିଥିବା ଚାଟ୍ କୁ ନେଇ ଏବେ ଏନସିବି ଅନନ୍ୟାଙ୍କୁ ଗୁଡେଇ ତୁଡେଇ…

ଆସନ୍ତା ନଭେମ୍ବରରେ ଗ୍ଲୋବାଲି ଲଞ୍ଚ ହେବ ‘PUBG: New State’, Android ଓ iOSରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ‘ପବଜୀ: ନ୍ୟୁ ଷ୍ଟେଟ’ ଗେମକୁ ଆସନ୍ତା ନଭେମ୍ବର ୧୧ ତାରିଖରେ ଗ୍ଲୋବାଲି ଲଞ୍ଚ କରାଯିବ । ଆଣ୍ଡ୍ରଏଡ ଓ ଆଇଓଏସ ସ୍ମାର୍ଟଫୋନରେ ୨୦୦ରୁ ଅଧିକ ଦେଶରେ ଏହା ଉପଲବ୍ଧ ହେବ । ‘ପବଜୀ: ନ୍ୟୁ ଷ୍ଟେଟ’ ୧୭ଟି ଅଲଗା…

ଭାରତରୁ ବିଦାୟ ନେଲା citi bank, କିଣିବା ରେସରେ ଏଚଡିଏଫସି, ଆକ୍ସିସ୍, କୋଟାକ ମହିନ୍ଦ୍ରା ଓ ଇଣ୍ଡସଇଣ୍ଡ

ନୂଆଦିଲ୍ଲୀ: ଆମେରିକାର ମଲ୍ଟିନ୍ୟାସନାଲ ବ୍ୟାଙ୍କ ସିଟି ବ୍ୟାଙ୍କ ଭାରତରୁ ବିଦାୟ ନେଇଛି । ତେଣୁ ବ୍ୟାଙ୍କର ବିଜିନେସକୁ ବିକ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ୟାଙ୍କର ଡେଡଲାଇନ୍ ଗତ ଅକ୍ଟୋବର ୨୨…

ଭାରତ-ପାକ୍ ମ୍ୟାଚ୍ ଦେଖିବାକୁ ୟୁଏଇରେ ପହଞ୍ଚିଥିବା ଗୃହମନ୍ତ୍ରୀଙ୍କୁ ଫେରି ଆସିବାକୁ କହିଲେ ଇମ୍ରାନ୍, କଣ ହୋଇଥାଇପାରେ ଏହା ପଛର କାରଣ?

ନୂଆଦିଲ୍ଲୀ: ପାକିସ୍ତାନ ଓ ଭାରତ ମଧ୍ୟରେ ଦୀର୍ଘ ଦିନରୁ ଅନେକ ପ୍ରକାରର ବିବାଦ ଲାଗି ରହିଛି । ତେବେ ଏହାରି ମଧ୍ୟରେ ଏହି ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ଆଜି ଟି-୨୦ ମ୍ୟାଚ୍ ହେବାକୁ ଯାଉଛି । ଯାହାକୁ ନେଇ କ୍ରିକେଟ୍…

ମମିତା ମର୍ଡର୍ ମିଷ୍ଟ୍ରି: ଆଜି ସରୁଛି ଗୋବିନ୍ଦର ୫ ଦିନିଆ ରିମାଣ୍ଡ ଅବଧି

ବଲାଙ୍ଗିର(ଓଡ଼ିଶା ଭାସ୍କର): ବିଳମ୍ବିତ ରାତିରେ ଜହ୍ଲାଦ ଗୋବିନ୍ଦ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାରଣ ଗୋବିନ୍ଦ ଜଣେ ମଧୁମେହ ରୋଗୀ । ତେଣୁ ନିୟମ ମୁତାବକ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ…

ଆଜି ଭାରତ-ପାକିସ୍ତାନ ବିଶ୍ୱକପ୍ ଟକ୍କର୍: କିଏ ଜିତିବ, କିଏ ହାରିବ; ତାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ରେ ଆଜି ଭାରତ-ପାକିସ୍ତାନ ମୁକାବିଲା । ରବିବାର ଟି-୨୦ ବିଶ୍ୱକପ୍ ରେ ଦୁଇ ଟିମ୍ ଦୀର୍ଘ ୫ ବର୍ଷ ପରେ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚ୍ କୁ ନେଇ କେବଳ କ୍ରିକେଟ୍ ପ୍ରେମୀ ନୁହଁନ୍ତି…

ଖାଇବା ସମୟରେ କରନ୍ତୁନି ଏହି ସବୁ ଭୁଲ୍; ଭୋଗିବେ ସମସ୍ୟା

ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ରହିବା ପାଇଁ ସଠିକ ଖାଦ୍ୟପେୟ ଓ ଉଚିତ ଜୀବନଶୈଳୀ ଦରକାର। କିନ୍ତୁ…

ରାଶିଫଳ(ରବିବାର,୨୪ ଅକ୍ଟୋବର,୨୦୨୧)

ମେଷ - ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଖୁସି ରହିବ । ଉଚିତ୍ ପନ୍ଥା ଗ୍ରହଣ…