Browsing Category
Top Stories
Bihar Election Exit Poll: RJD Could be the the single largest party in Bihar
Patna,7/11: The voting for the much hyped Bihar Election concluded today . According to various exit poll surveys, Tejaswi Yadav led RJD could be the single largest party in Bihar…
ଆମେରିକାରେ ରାଷ୍ଟ୍ରପତି ହେବାକୁ ଯାଉଥିବା ବାଇଡେନ୍ କେବେ ଆତ୍ମହତ୍ୟା କଥା ଭାବୁଥିଲେ!
ୱାଶିଂଟନ୍,୭ ।୧୧: ଗୋଟିଏ ସମୟରେ ଲୋକପ୍ରିୟ ନେତା ରହିଥିବା ଡୋନାଲ୍ଡ ଟ୍ରମ୍ପଙ୍କୁ ରାଜନୀତିରେ ଚ୍ୟାଲେଞ୍ଜ କରିଛନ୍ତି ବାଇଡେନ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ୩ ଦିନ ବିତିଯାଇଥିବା ବେଳେ କାହାକୁ ବହୁମତ…
ପରଲୋକରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର
କଟକ,୭ ।: ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଅଶୋକ କୁମାର ମହାପାତ୍ରଙ୍କର ଆଜି ପରଲୋକ ଘଟିଛିି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ପୂର୍ବରୁ…
ଅମାନିଆ କଟକ, କଟକଣା ସତ୍ୱେ ଚାଲିଛି ବାଣ ବିକ୍ରି
କଟକ,୭ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ମନା ହୋଇଛି । ବାଣ…
ଭୁବନେଶ୍ୱରରୁ ଆଜି ୬୪ ପଜିଟିଭ ଚିହ୍ନଟ, ୮୭ ସୁସ୍ଥ
ଭୁବନେଶ୍ୱର,୭।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
EOS-01 ସାଟେଲାଇଟର ଉତକ୍ଷେପଣ
ଆନ୍ଧ୍ର, ୭ ।୧୧ ଆଜି ଅପରାହ୍ନରେ ଅର୍ଥ ଅବଜର୍ଭେସନ ସାଟେଲାଇଟ ଲଞ୍ଚ କରିଛି ଇସ୍ରୋ । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ EOS-01 ସାଟେଲାଇଟ ଉତକ୍ଷେପଣ କରିଛି ଇସ୍ରୋ । PSLV-C49 ରକେଟ ଯୋଗେ ଇସ୍ରୋ ଏହି ସାଟେଲାଇଟ୍…
ପୁରୀରୁ ସେକ୍ସ ରାକେଟ୍ ଠାବ, ବନ୍ଧାହେଲେ ୩ ଅଭିଯୁକ୍ତ
ପୁରୀ, ୭ ।୧୧(ଓଡିଶା ଭାସ୍କର): ଶ୍ରୀକ୍ଷେତ୍ର ଧାମକୁ ଖରାପ କରିବାରେ ଲାଗିଛନ୍ତି କିଛି ଦୃବୁର୍ତ୍ତ । କେତେକ ପ୍ରଶାସନର ନଜରକୁ ଆସୁଥିବା ବେଳେ ଆଉ କେତେକ ଆଖିରେ ଧୂଳି ଦେଇ ଖସି ପଳାଉଛନ୍ତି । ଏହାରି ମଧ୍ୟରେ ପୁରୀ…
ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି, ଆକାଶରେ ବାୟୁସେନାର ପଇଁତରା
ମାଲକାନିଗିରି, ୭ ।୧୧(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ମାଓ ଦମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମାଓବାଦୀଙ୍କ ଉପରେ ନଜର ରଖିଛି ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର । ସ୍ୱାଭିମାନ…
୩୨ ବର୍ଷ ପରେ ଦୀପାବଳିରେ ୫ଟି ଗ୍ରହର ଦୁଲର୍ଭ ସଂଯୋଗ: ୨ ରାଶିର ବ୍ୟକ୍ତି ହେବେ ଲାଭବାନ୍, ଜାଣନ୍ତୁ କେଉଁ ରାଶିକୁ ସତର୍କବାଣୀ?
ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ବଡ ପର୍ବ ମଧ୍ୟରେ ଦୀପାବଳି ଅନ୍ୟତମ । ଚଳିତବର୍ଷ ଏହା ନଭେମ୍ବର ୧୪ ଶନିବାର ଦିନ ପଡୁଛି ।ଦୀପାବଳିର ସନ୍ଧ୍ୟା ୭ଟା ବେଳେ ମଙ୍ଗଳ ମୀନ ରାଶିରେ ରହିବ । ୨୩ ଡିସେମ୍ବର…
କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
ବାଲେଶ୍ୱର,୭ ।୧୧(ଓଡିଶା ଭାସ୍କର): ବାଲେଶ୍ବର ସହଦେବଖୁଣ୍ଟାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ୩ ଅଭିଯୁକ୍ତଙ୍କଠାରୁ ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବାଲେଶ୍ୱର…