
Browsing Category
Top Stories
୫ ଶହ ତଳକୁ ଖସିଲା କରୋନା: ଆଜି ଚିହ୍ନଟ ହେଲେ ୪୬୭ ପଜିଟିଭ୍, ୩ ମୃତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ଶୁଟିଂ ସେଟରେ ଏଲେକ୍ ବାଲ୍ଡୱିନ୍ ହାତରୁ ଚଳିଗଲା ଗୁଳି, ଜଣେ ମହିଳା ମୃତ; ନିର୍ଦ୍ଦେଶକ ଆହତ
ୱାଶିଂଟନ୍: ଆମେରିକୀ ଅଭିନେତା ଏଲେକ୍ ବାଲ୍ଡୱିନ୍ ଏକ ପ୍ରୋପ୍ ଗନ୍ ଦ୍ୱାରା ଫିଲ୍ମ ଶୁଟିଂ ସେଟ୍ ରେ ଜଣେ ସିନେମାଟୋଗ୍ରାଫରଙ୍କୁ ଫାୟାର୍ କରିଛନ୍ତି । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖାଲି ସେତିକି ନୁହେଁ…
ବଦଳିଲା PM Kisan ଯୋଜନାର ନିୟମ, ବାଧ୍ୟତାମୂଳକ ହେଲା Ration Card
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ) ନିୟମରେ ପରିବର୍ତ୍ତନ ହୋଇଛି । ଏଣିକି ଉପଭୋକ୍ତାଙ୍କ ପାଇଁ ରାଶନ କାର୍ଡ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଲାଗୁ ହେବା ପରେ ରାଶନ…
ଚୀନକୁ ପୁଣି ଫେରିଲା କରୋନା: ବିମାନ ସହିତ ସ୍କୁଲ ବନ୍ଦ, ଗୃହବନ୍ଦୀ ହେଲେ ଲୋକେ
ବିଜିଂଗ: ଚୀନରେ କରୋନାର ରିଟର୍ଣ୍ଣ ବିଶ୍ୱର ଚିନ୍ତା ବଢ଼ାଇଦେଇଛି । ସେଠାରେ ଲଗାତାର ଭାବେ ନୂଆ ମାମଲା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଚୀନ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କରୋନା ଯୋଗୁଁ…
ମମିତା ମର୍ଡର୍ ମିଷ୍ଟ୍ରି: ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍
ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ…
ସ୍ଲିମ୍ ହେବାକୁ ଯାଇ ଭୁଲରେ ବି ଛାଡନ୍ତୁ ନାହିଁ ଭାତ, ଏହା ଶରୀରକୁ ଦେଇଥାଏ ଚମତ୍କାରୀ ଫାଇଦା
ଓଡ଼ିଶା ଭାସ୍କର ବ୍ୟୁରୋ: ଓଜନ କମ୍ କରିବାକୁ ଯାଇ ଅନେକ ଏପରି ରହିଛନ୍ତି ଯେଉଁ ମାନେ ନିଜ ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଇବା ପିଇବାରେ ଅନେକ ପରିବର୍ତ୍ତନ କରିଥାନ୍ତି । ତେବେ ଓଜନ କମ୍ କରିବା ପାଇଁ ପ୍ରଥମେ ଭାତ ଖାଇବା…
ଗୋବିନ୍ଦ ସହ ଅନ୍ୟ ଶିକ୍ଷୟିତ୍ରୀଙ୍କ ପରକୀୟା ପ୍ରୀତିର ଭିଡିଓ ଥିଲା ମମିତାଙ୍କ ପାଖରେ, ଭାଇରାଲ୍ ଧମକ ଯୋଗୁଁ କରାଯାଇଥିଲା ହତ୍ୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଖୁଲାସା ହେଉଛି । ତେବେ ଗୋବିନ୍ଦକୁ ପୋଲିସ ରିମାଣ୍ଡରେ ଆଣିବା…
କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ, ସୋନିଆଙ୍କୁ ଦେଲେ ଇସ୍ତଫାପତ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ।…
ସ୍ୱାସ୍ଥ୍ୟକର୍ମୀଙ୍କ ସାଂଘାତିକ ଅବହେଳା; ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କର କଲେ ଅପରେସନ, ମୃତ୍ୟୁ ପରେ ହସ୍ପିଟାଲ ସିଲ୍
ବୁଲନ୍ଦସହର: ଡାକ୍ତର ମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ । ସମାଜରେ ସେମାନଙ୍କ ଅବଦାନ ଅନେକ । ହେଲେ ବେଳେ ଏପରି ହୁଏ ସେମାନଙ୍କ ଅବହେଳା କାରଣରୁ ସାଧାରଣ ଲୋକ ସାଂଘାତିକ ସମସ୍ୟାରେ ପଡ଼ିଯାଆନ୍ତି । ଏହି…
ଆଗକୁ ଆସିବ କରୋନାର ନୂଆ ନୂଆ ଭାରିଏଣ୍ଟ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ଏକ୍ସପର୍ଟ
ନୂଆଦିଲ୍ଲୀ: ଭବିଷ୍ୟତରେ ପୁଣି କରୋନାର ଭୟଙ୍କର ଭାରିଏଣ୍ଟ ସାମନାକୁ ଆସିପାରେ । ଏହାକୁ ନେଇ ସମଗ୍ର ବିଶ୍ୱରେ ପୁଣି ଆତଙ୍କର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ଅଧିକାଂଶ ଦେଶରେ କୋଭିଡ୍ ଭ୍ୟାକ୍ସିନେସନ ପରେ ବି…