
Browsing Category
Top Stories
ଶ୍ରୀମନ୍ଦିର ପାଇଁ ଜାରି ହେଲା ନୂତନ ଗାଇଡଲାଇନ୍; ଦୀପାବଳୀ, ବଡ଼ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମାରେ ବନ୍ଦ ରହିବ ଦର୍ଶନ
ପୂରୀ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପ୍ରଶାସନର ପରିବର୍ତ୍ତିତ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନୂତନ ପରିବର୍ତ୍ତିତ ମାର୍ଗଦର୍ଶିକା ଆସନ୍ତାକାଲି ଠାରୁ ଲାଗୁ ହେବ । ତେବେ ଏହି ନୁତନ ଗାଇଡଲାଇନ୍ ଦଶହରା ଉପଲକ୍ଷେ…
ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ଲୁଚାଇବାରୁ ୨୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ, ବାପାଙ୍କ ସମେତ ୪ ଅଭିଯୁକ୍ତ ଗିରଫ
ଲଳିତପୁର: ଲଳିତପୁରରେ ଜଣେ ନାବାଳିକାଙ୍କୁ ତାଙ୍କ ବାପାଙ୍କ ସମେତ ଗାଁର ୨୮ ଜଣ ବର୍ଷ ବର୍ଷଧରି ଦୁଷ୍କର୍ମ କରିଆସୁଥିଲେ । ଏନେଇ ନାବାଳିକା ଜଣକ ପୋଲିସ୍ ଷ୍ଟେସନ୍ ରେ ମାମଲା ରୁଜୁ କରିଛନ୍ତି । ସେ ଅଭିଯୋଗ ଆଣିଥିଲେ ଯେ,…
ଇଡି ଅଫିସରେ ବଲିଉଡ ଅଭିନେତ୍ରୀ ନୋରା ଫତେହି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଏକ ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଦିଲ୍ଲୀ ସ୍ଥିତ ଇଡି ଅଫିସକୁ ପହଞ୍ଚିଛନ୍ତି, ଯେଉଁଠାରେ…
୧୪ ଦିନ ବନ୍ଦ ରହିବ ବିମାନବନ୍ଦର; ଜାଣନ୍ତୁ କଣ ରହିଛି କାରଣ
ନୂଆଦିଲ୍ଲୀ: ଆସନ୍ତା ୧୪ ଦିନ ପାଇ ବନ୍ଦ ରହିବ ବିମାନ ବନ୍ଦର । ତେବେ ଦେଶର ସମସ୍ତ ବିମାନ ବନ୍ଦର ନୁହେଁ କେବଳ ପୁନେ ସ୍ଥିତ ଭାରତୀୟ ବାୟୁ ସେନାର ବିମାନ ବନ୍ଦରଟି ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି! ଶସ୍ତା ହେବ ଖାଇବା ତେଲ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧିକୁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପାର୍ବଣ ଋତୁରେ ସାଧାରଣ ଲୋକଙ୍କ ସମସ୍ୟାକୁ ଆରାମ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ବର୍ଦ୍ଧିତ ତେଲ…
ସୁନୀଲ ଛେତ୍ରୀଙ୍କ ଆଉ ଏକ କୀର୍ତ୍ତିମାନ; ପେଲେଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଆଉ ଏକ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି । ବ୍ରାଜିଲିଆନ କିମ୍ବଦନ୍ତୀ ପେଲେଙ୍କ ରେକର୍ଡ ଭାଙ୍ଗିବା ସହିତ ରେକର୍ଡ ବୁକରେ ନିଜ ନାମ ଉଲ୍ଲେଖ କରିଛନ୍ତି…
ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ରମ୍… ଜାଣନ୍ତୁ ଏସବୁ ମଧ୍ୟରେ କଣ ରହିଛି ଫରକ୍
ଓଡ଼ିଶା ଭାସ୍କର ବ୍ୟୁରୋ: ଯେତେବେଳେ ବି ମଦ ସମ୍ପର୍କରେ କଥା ଉଠେ ତେବେ ବିଭିନ୍ନ ପ୍ରକାରର ମଦ ବ୍ରାଣ୍ଡ୍ କଥା ମୁଣ୍ଡକୁ ଆସିଥାଏ । ଏଥିରେ ୱାଇନ୍, ହ୍ୱିସ୍କି, ବ୍ରାଣ୍ଡୀ, ଭୋଡକା, ବିୟର୍, ଜିନ୍ ଭଳି ଅନେକ ନାମ ସାମିଲ…
ଦଶହରାରେ ନିଜ ରାଶି ହିସାବରେ କରନ୍ତୁ କାମ, ଶତ୍ରୁଙ୍କ ଉପରେ ସର୍ବଦା ମିଳିବ ବିଜୟ
ଦଶହରା ଦିନ ଭଗବାନ ଶ୍ରୀରାମ ରାବଣର ବଧ କରିଥିଲେ । ଦଶହରା ଦିନରେ କିଛି ଖାସ୍ ଉପାୟ ମାଧ୍ୟମରେ ଶତ୍ରୁ ଉପରେ ବିଜୟ ହାସଲ କରାଯାଇ ପାରିବ । ଦଶହରାରେ ନିଜ ରାଶି ହିସାବରେ କିଛି କାମ କରିବା ଦ୍ୱାରା ଆପଣ ବି ଶତ୍ରୁଙ୍କ…
ଦୁର୍ଗାମଣ୍ଡପରେ ଗୁଳିଚାଳନା; ଜଣଙ୍କର ମୃତ୍ୟୁ ଏକାଧିକ ଆହତ
ନୂଆଦିଲ୍ଳୀ: ପାର୍ବଣ ସମୟରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଘଟିଯାଇଛି ଗୁଳିକାଣ୍ଡ । ଏକ ଦୁର୍ଗା ମଣ୍ଡପରେ ଗୁଳିଚାଳନା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳିକା ଆହତ ହୋଇଛନ୍ତି । ବୁଧବାର ଦିନ ୧୦ଟା…
ଭାରତର ଏହି ସହରରେ ସବୁଠାରୁ ଶସ୍ତାରେ ମିଳୁଛି ପେଟ୍ରୋଲ; ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ୍ ଦର ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ମେଟ୍ରୋ ସହର ମାନଙ୍କରେ ଏହି ଦୁଇ ଇନ୍ଧନର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ପେଟ୍ରୋଲିୟମ୍ କମ୍ପାନୀ ପକ୍ଷରୁ ପେଟ୍ରୋଲ ଦର ୩୫ ପଇସା…