
Browsing Category
Top Stories
ଡ୍ରଗ୍ସ ପାଇଁ ଆର୍ଯ୍ୟନଙ୍କ ନିକଟରେ ପଇସା ନଥିଲା; ଜାମିନ ଶୁଣାଣି ବେଳେ ଏମିତି କହିଲେ ଓକିଲ
ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ସେବନ ମାମଲାର ଜାମିନ ଶୁଣାଣି ମୁମ୍ବାଇର ଏସପ୍ଲାନେଡ କୋର୍ଟରେ ଜାରି ରହିଛି । ଆର୍ଯ୍ୟନ ଖାନଙ୍କ ନିକଟରେ ଡ୍ରଗ୍ସ ସେବନ ପାଇଁ ପଇସା ନଥିଲା ବୋଲି…
ମଧୂସୂଦନ ଲ’ କଲେଜକୁ ମିଳିଲା ବିଶ୍ୱ ବିଦ୍ୟାଳୟ ମାନ୍ୟତା; ଟ୍ୱିଟ କରି ସୂଚନା ଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ଆଉ ଏକ କଲେଜକୁ ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । କଟକରେ ରହିଥିବା ମଧୂସୂଦନ ଆଇନ କଲେଜକୁ ବୁଧବାର ମିଳିଛି ବିଶ୍ୱ ବିଦ୍ୟାଳୟ ମାନ୍ୟତା । ଏହି କଲେଜକୁ ବିଶ୍ୱ ବିଦ୍ୟାଳୟ…
ପର୍ଣ୍ଣ ଦେଖାଇ ଶୋଷଣ କଲା ପିତା, ପରେ ୨୮ ଜଣ କଲେ ଦୁଷ୍କର୍ମ- ଏପରି ଥିଲା ୧୭ ବର୍ଷୀୟ ଝିଅର ଯନ୍ତ୍ରଣାଦାୟକ କାହାଣୀ
ଲଲିତପୁର: ପିତାଙ୍କୁ ଭଗବାନଙ୍କ ରୂପ କୁହାଯାଉଥିବା ଆଜିକାଲି ଏହି ନାଁ କଳୁଷିତ ହେବାରେ ଲାଗିଛି । ସେହିପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାରୁ ସାମ୍ନାକୁ ଆସିଛି, ଯେଉଁଠାରେ ୧୭ ବର୍ଷୀୟ ଜଣେ…
T-20 ବିଶ୍ୱକପକୁ ଫେରିଲା ‘Mauka-Mauka’ ଆଡ୍: ଭାରତ-ପାକ୍ ମ୍ୟାଚ ପୂର୍ବରୁ ହେଲା ପ୍ରମୋ ରିଲିଜ୍
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି । ୟୁଏଇ ଓ ଓମାନରେ ହେବାକୁ ଥିବା ଏହି ଇଭେଣ୍ଟରେ ଭାରତ ନିଜର ଅଭିଯାନ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ । ୨୪ ଅକ୍ଟୋବରରେ ହେବାକୁ ଥିବା…
କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ…
ରେଡ୍ ଜୋନରେ ଖୋର୍ଦ୍ଧା, ବଢ଼ୁଛି ସଂକ୍ରମଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ଓ ଭୁବନେଶ୍ୱରରେ ବଢ଼ିଚାଲିଛି କରୋନା ସଂକ୍ରମଣ । ପାର୍ବଣରେ ସଂକ୍ରମଣ ବଢ଼ିବା ନେଇ ସୂଚନା ଦେଇଛି ଡିଏମଇଟି ସିବିକେ ମହାନ୍ତି । ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ…
୧୦ ବର୍ଷ ହେବ ଭାରତରେ ରହୁଥିଲା ପାକ୍ ଆତଙ୍କୀ ଅଶରଫ, ପଚାରିବାରୁ କଲା ୫ ବଡ଼ ଖୁଲାସା
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଲକ୍ଷ୍ମୀନଗର ଅଞ୍ଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମୋହମ୍ମଦ ଅଶରଫ ଭାରତରେ ପ୍ରାୟ ୧୦ ବର୍ଷ ହେବ ରହିଆସୁଥିଲା । ପ୍ରାରମ୍ଭିକ ପଚରାଉଚରାରେ ଅନେକ ବଡ଼ ଖୁଲାସା କରିଛି ଅଶରଫ ।…
Acer କମ୍ପାନୀର ଏହି ଲାପଟପ୍ କିଣିଲେ ୪୮ ହଜାର ଟଙ୍କାର ଡିସକାଉଣ୍ଟ, ଜାଣନ୍ତୁ ଅଫରର ଡିଟେଲ୍ସ
ନୂଆଦିଲ୍ଲୀ: ବର୍ତ୍ତମାନ ଲାପଟପ୍ ଦୈନନ୍ଦିନ ଜୀବନର ଏକ ଜରୁରୀ ଡିଭାଇସ୍ ପାଲଟି ଗଲାଣି । ଏଥିରେ ଅନଲାଇନ କ୍ଲାସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅଫିସିଆଲ କାର୍ଯ୍ୟ କରିପାରିବେ । ଏଥିସହ ଏହାକୁ ମନୋରଞ୍ଜନ ପାଇଁ ମଧ୍ୟ…
Air India ପରେ ଏବେ ବିକ୍ରି ହୋଇଯିବ CEL: ଟ୍ରାନ୍ସଫର ହେବ ଶତ ପ୍ରତିଶତ ଅଂଶଧନ ଓ ପରିଚାଳନା ନିୟନ୍ତ୍ରଣ କ୍ଷମତା
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଘରୋଇକରଣ ପରେ ଏବେ ସରକାରୀ କମ୍ପାନୀ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ସେଲ)ର ବିକ୍ରି ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହି କମ୍ପାନୀର ବିକ୍ରି ପାଇଁ ସରକାର ଫାଇନାନ୍ସିଆଲ ବିଡ୍…
ଆଜି ପୃଥିବୀ ସହ ଧକ୍କା ହେବ ସୋଲାର ଷ୍ଟୋର୍ମ, କାମ କରିବନି ମୋବାଇଲ
ନୂଆଦିଲ୍ଲୀ: ଭୟଙ୍କର ସୋଲାର ଷ୍ଟୋର୍ମ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡିଆସୁଥିବା ନେଇ ଆମେରିକା ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଆସନ୍ତା କିଛି ଘଣ୍ଟାରେ ଏହି ସୌର ତୁଫାନ୍ ବା ସୋଲାର ଷ୍ଟୋର୍ମ ପୃଥିବୀ ସହିତ…