fbpx
Browsing Category

Top Stories

ଦେଶରେ ୨୪ଘଣ୍ଟାରେ ୪୬୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୬: ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା…

ରାଜ୍ୟରେ ୧୭ଜିଲ୍ଲାରୁ ଆଉ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୪ା୬(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ୧୭ଜିଲ୍ଲାରୁ ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ…

ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସିଲ

ବାଲିଗୁଡା,୨୪/୬(ଓଡିଶା ଭାସ୍କର): ସାରା ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି କରୋନା ମହାମାରୀ। ଏହାରି ମଧ୍ୟରେ ଦାରିଙ୍ଗବାଡିକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି । ଜଣେ ଶିକ୍ଷକ କରୋନା…

ବ୍ୟବସାୟରେ କ୍ଷତି ହେଉଛି କି ? ତେବେ ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଅଧିକ ପରିଶ୍ରମ କଲେ ବି ବ୍ୟବସାୟରେ ବାରମ୍ବାର କ୍ଷତି ସହିବାକୁ ପଡ଼େ। କିନ୍ତୁ ଏପରି ଏକ ବିଶେଷ ଉପାୟ ଅଛି, ଯାହାକୁ ଆପଣାଇଲେ ବ୍ୟବସାୟରେ ଆପଣଙ୍କୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ, ବରଂ ଲାଭ ଉପରେ ଲାଭ…

ସୁଲଭ ମୂଲ୍ୟରେ ମିଳିବ ପତଞ୍ଜଳି କରୋନା ଔଷଧ, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ, ୨୪/୬: ସୁଲଭ ମୂଲ୍ୟରେ ମିିଳିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ୍ । କରୋନା ଔଷଧର ମୂଲ୍ୟ ମାତ୍ର ୬୦୦ ଟଙ୍କା । ଏହାସହ ଗରିବଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପତଞ୍ଜଳି ଦ୍ୱାରା ପ୍ରସ୍ତୁତ…

ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର

ପୁରୀ,୨୪/୬(ଓଡିଶା ଭାସ୍କର): ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର। ସନ୍ଧ୍ୟା ଆଳତି ଓ ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଅଳ୍ପ ସେବାୟତରେ ସମସ୍ତ ନୀତିକାନ୍ତି…

ଟିକଟକ କରିବା ପଡ଼ିଲା ମହଙ୍ଗା, ନଦୀରେ ଭାସିଯାଇ ଛାତ୍ରୀଙ୍କ ମୃତ୍ୟୁ

ଜଗତସିଂହପୁର, ୨୩ା୬(ଓଡ଼ିଶା ଭାସ୍କର): ସମସ୍ତ ଏବେ ଟିକଟକ ମାୟାରେ ବାୟା । ପିଲାଠୁ ବୟସ୍କ ସମସ୍ତେ ଟିକଟକ କରିବାରେ ଲାଗିପଡ଼ିଛନ୍ତି । ସେହି ଟିକଟକ କଲା ବେଳେ ନଦୀରେ ଭାସିଗଲେ ଚାରି ଜଣ । ଚାରି ଜଣଙ୍କର ମଧ୍ୟରୁ ଜଣେ…

ପତଞ୍ଜଳି କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩ା୬: ପତଞ୍ଜଳି ଆୟୁର୍ବେଦ ଦ୍ୱାରା କରୋନା ଔଷଧ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଏହି ପ୍ରସଙ୍ଗରେ ବିଜ୍ଞାପନରେ ଦାବିର ସତ୍ୟତା ଜାରି ନଥିବା ସ୍ପଷ୍ଟ କରିଛି ଆୟୁଷ ମନ୍ତ୍ରାଳୟ । ସଂସ୍ଥାଠାରୁ ଔଷଧ…

ସନ୍ଧ୍ୟା ୭ଟାରୁ ପୁରୀରେ କର୍ଫ୍ୟୁ କୋହଳ

ପୁରୀ, ୨୩ା୬(ଓଡ଼ିଶା ଭାସ୍କର): ଶରଧାବାଲି ଯାଏ ରଥଟଣା ପରେ ପୁରୀରେ କର୍ଫ୍ୟୁ କୋହଳ ହେବ । ବଡ଼ଶଙ୍ଖ, ମାଟିଆପଡ଼ାରୁ ମାଉସୀ ମା ମନ୍ଦିର ଯାଏ କର୍ଫ୍ୟୁ ବଳବତ୍ତର ରହିବ । ଆସନ୍ତାକାଲି ରାତି ୧୦ଟା ପର୍ଯ୍ୟନ୍ତ ଏହା ବଳବତ୍ତର…

ସହଯୋଗ ପାଇଁ ପୁରୀ ଜନସାଧାରଣଙ୍କୁ ଧନ୍ୟବାଦ: ମୁଖ୍ୟମନ୍ତ୍ରୀ

ପୁରୀ,୨୩ା୬(ଓଡ଼ିଶା ଭାସ୍କର): ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ । ଶରଧାବାଲିରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଧିଘୋଷ ରଥ ଲାଗିଛି । ଆସନ୍ତାକାଲି ଜନ୍ମବେଦୀ ଆଡ଼ପ ମଣ୍ଡପକୁ ବିଜେ କରିବେ ତିନି ଠାକୁର ।…