fbpx
Browsing Category

Top Stories

ଝାରସୁଗୁଡ଼ାରେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଝାରସୁଗୁଡା, ୨୨/୫(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ମଙ୍ଗଳବଜାରର ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ଏନେଇ ସୂଚନା ଦେଇଛନ୍ତିି ଜିଲ୍ଲାପାଳ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୧୯୦ କରୋନା ଆକ୍ରାନ୍ତ…

ଫୁଟବଲ ମ୍ୟାଚରେ ଦର୍ଶକଙ୍କ ସିଟରେ ସେକ୍ସ ଡଲ୍, ୬୨ ଲକ୍ଷର ଜୋରିମାନା

ଖାଲି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଫୁଟବଲ ମ୍ୟାଚରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଲା, ଯାହାକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଚାଲିଛି । ମ୍ୟାଚ ସମୟରେ ଷ୍ଟାଡିୟମ ଭରିବାକୁ ଦର୍ଶକଙ୍କ ସିଟରେ ‘ସେକ୍ସ ଡଲ୍’ର…

ଓଡ଼ିଶାକୁ ୫୦୦ କୋଟି

ଭୁବନେଶ୍ୱର, ୨୨ା୫(ଓଡ଼ିଶା ଭାସ୍କର): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ…

କରୋନା ନେଲା ୧୬ ପୋଲିସକର୍ମୀଙ୍କ ଜୀବନ

କରୋନା ପ୍ରଭାବରେ ମହାରାଷ୍ଟ୍ର ଓ ମୁମ୍ବାଇରେ ବଞ୍ଚିବା କଷ୍ଟକଣ ହୋଇପଡିଛି । ସଂକ୍ରମଣ ହେତୁ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୩୮୮ ପୋଲିସକର୍ମୀ ଅସୁସ୍ଥ ଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇସାରିଛି । ସେଥିରେ…

ଡ଼ବ୍ଲୁଏଚଓ କାର୍ଯ୍ୟନିର୍ବାହୀ ବୋର୍ଡ଼ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ, ୨୨ା୫: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡ଼ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି ହର୍ଷବର୍ଦ୍ଧନ । ଦାୟିତ୍ୱ ନେବା ପରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରତିକ୍ରିୟା ରଖି କହିଛନ୍ତି ଯେ କରୋନା…

ଲକଡାଉନରେ ଚାଲିଥିଲା ଦାରୁ ପାର୍ଟି, ଧରାପଡିବାରୁ କଫନରେ ଶୋଇପଡିଲେ ମେୟର

କରୋନା ଯୋଗୁଁ ସବୁଆଡେ ଲକଡାଉନ୍ ଜାରି ରହିଛି । ଏହି ପେରୁରୁ ଏକ ନିଆରା ମାମଲା ସାମନାକୁ ଆସିଛି । ସେଠାରେ ତନ୍ତରା ସହରର ମେୟର ଜେମିଏ ରୋଲାଣ୍ଡା ଗିରଫ ହେବାରୁ ବଞ୍ଚିବାରୁ ଜୀବନ୍ତା କଫନ୍ ଭିତରେ ଶୋଇପଡିଥିଲେ । କରୋନା…

ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା

କରାଚି, ୨୨ା୫: ପାକିସ୍ତାନରେ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ହୋଇଛି । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ହୋଇଥିବା…