Browsing Category

Top Stories

ଉପେନ୍ଦ୍ର ତ୍ରିପାଠୀଙ୍କୁ ରାଜ୍ୟପାହ୍ୟା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଲେ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସମେତ କାର୍ଯ୍ୟକାରୀ…

ପହିଲମାନ ସାଗର ରାଣା ହତ୍ୟା ମାମଲା: ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମ ବ୍ରାଞ୍ଚ, ସୁଶୀଲ ହିଁ ହେଉଛନ୍ତି ମାଷ୍ଟରମାଇଣ୍ଡ୍

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ପହିଲମାନ ସାଗର ରାଣା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଦିଲ୍ଲୀ ପୋଲିସ ସୋମବାର ରୋହିଣୀ କୋର୍ଟରେ ଏହି ଚାର୍ଜସିଟ ଦାଖଲ…

୬୦ ଲକ୍ଷ ପୁରୁଣା ମୋବାଇଲ୍ ଫୋନରୁ ତିଆରି ହେଉଛି ଟୋକିଓ ଅଲିମ୍ପିକ୍ ପଦକ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବର୍ତ୍ତମାନ ଜାପାନ୍ ରେ ଟୋକିଓ ଅଲିମ୍ପିକ୍ ଗେମ୍ ଜାରି ରହିଛି । ସମସ୍ତଙ୍କ ଧ୍ୟାନ ଏବେ ବିଭିନ୍ନ କ୍ଷେତ୍ରରେ ଖେଳା ଯାଉଥିବା ଖେଳାଳୀଙ୍କ ଉପରେ ରହିଛି । ଏଥିସହିତ କେଉଁ କେଉଁ ଦେଶ କେତୋଟି ମେଡାଲ୍ ହାତଉଛି…

ଆନ୍ତରାଜ୍ୟ ବସ ଚଳାଚଳ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ତରାଜ୍ୟ ବସ ଚଳାଚଳକୁ ଅନୁମତି ଦେଲେ ରାଜ୍ୟ ସରକାର । ଆଜିଠୁ ଅନ୍ୟ ରାଜ୍ୟକୁ ଚାଲିପାରିବ ବସ । ପୂର୍ଣ୍ଣ କ୍ଷମତା ସହ ଅନ୍ୟ ରାଜ୍ୟକୁ ଚାଲିପାରିବ ବସ । ଉଭୟ ରାଜ୍ୟ ଓ ବସ କର୍ମଚାରୀ…

ଅଗଷ୍ଟ୧୧ରୁ ମାଟ୍ରିକ ଅଫଲାଇନ ପରୀକ୍ଷା ମୂଲ୍ୟାୟନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ୧୧ ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା ମୂଲ୍ୟାୟନ । ୧୮ଶହ ମୂଲ୍ୟାୟନକାରୀଙ୍କ ଦ୍ୱାରା କରାଯିବ ମୂଲ୍ୟାଙ୍କନ । ପରୀକ୍ଷା ଖାତା ମୂଲ୍ୟାୟନ ନେଇ ବୋର୍ଡ ପକ୍ଷରୁ ସୂଚନା ।…

e-RUPIର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟର ସମୟ ଆସୁଥିବା ବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଞ୍ଚ କରିଛନ୍ତି ଇ-ରୂପି । ଏନପିସିଆଇର ସହଯୋଗରେ ଭାରତ ସରକାରଙ୍କ ପକ୍ଷରୁ ଏହି ସେବା ଲଞ୍ଚ କରାଯାଇଛି । ଭାରତ…

ଓଡ଼ିଶାରେ କ୍ରପ୍ ଡାଇଭର୍ସିଟି ଯୋଜନା ଆରମ୍ଭ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କ୍ରପ୍ ଡାଇଭର୍ସିଟି ପ୍ରୋଗ୍ରାମ ବା ଫସଲର ବିବିଧିକରଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହା ସୋମବାର ଲଞ୍ଚ କରାଯାଇଛି । ପ୍ରଥମ…

ଘରେ କେମିତି ଲଗାଇବେ ସପୁରୀ, ଜାଣନ୍ତୁ ପୂରା ପ୍ରକ୍ରିୟା

ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ହେଉ କି କୌଣସି ପୂଜା ପର୍ବ, ଯେତେବେଳେ ବି ଝୁଡ଼ିରେ ନାନା ପ୍ରକାରର ଫଳ ସଜାଯାଏ ସେତେବେଳେ ଝୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସବୁରୀକୁ ମଝିରେ ରଖାଯାଏ । ସପୁରୀରେ ଥିବା ତାର ପତ୍ର ହିଁ…

ଅଲିମ୍ପିକ୍ ଅଭିଯାନ ପାଇଁ ସୋନୁ ସୁଦ୍ ବ୍ରାଣ୍ଡ୍ ଆମ୍ବାସଡର୍, ଜନ୍ମଦିନରେ ମିଳିଲା ଉପହାର

ଓଡ଼ିଶା ଭାସ୍କର ବ୍ୟୁରୋ: ଏଇ ନିକଟରେ ଅଭିନେତା ତଥା ସମାଜସେବୀ ସୋନୁ ସୁଦ୍ ନିଜର ୪୮ତମ ଜନ୍ମଦିବସ ପାଳନ କରିସାରିଛନ୍ତି । ଏଥିପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ଏବଂ ତାଙ୍କୁ ସିଧାସଳଖ ଭେଟି…

ଜୁଲାଇରେ ଜିଏସଟି କଲେକ୍ସନ ୧ ଲକ୍ଷ କୋଟି ଟଙ୍କା ପାର୍

ନୂଆଦିଲ୍ଲୀ: ଜୁନ୍ ରେ ଜିଏସଟି ସଂଗ୍ରହକ ଲାଗିଥିଲା ଝଟକା । ଲଗାତାର ୮ ମାସ ଅର୍ଥାତ୍ ଅକ୍ଟୋବର ୨୦୨୦ ରୁ ମେ ୨୦୨୧ ମେ ମାସ ଯର୍ଯ୍ୟନ୍ତ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିବା ପରେ ଜୁନରେ କରୋନା ସଙ୍କଟ ଯୋଗୁଁ…