Browsing Category

Top Stories

ଶ୍ରୀଜଗନ୍ନାଥଙ୍କ ଜଣେ ଅନନ୍ୟ ଭକ୍ତ, ସେବାରେ ଉତ୍ସର୍ଗ ବ୍ୟକ୍ତିଙ୍କ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ସେ ଭୁବନେଶ୍ୱରରୁ ତୁଳସୀ ପତ୍ର ନେଇ ପୁରୀରେ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି । ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୨୨ ବର୍ଷର ଏହି ମହାନ ଯାତ୍ରା ତାଙ୍କର ଜାରି ରହିଛି ।…

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୯୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା…

ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ, ରାଜ୍ୟରେ ଟିକାର ଅଭାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ । ସେଥିପାଇଁ ଆଜି ରାଜ୍ୟର ୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟର ଏକାଧିକ ଜିଲ୍ଲାରେ କୋଭିସିଲ୍ଡ ଟିକା ନଥିବାରୁ ଟିକାକରଣକୁ ବନ୍ଦ…

ରାଜ୍ୟରେ କରୋନାର ସ୍ଥିତି ଅସ୍ପଷ୍ଟ, ଆଜି ୨୮୦୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମଠମାନଙ୍କର ଭୂମିକା କ’ଣ, ଆସନ୍ତୁ ଜାଣିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ପରମ୍ପରା, ରୀତିନୀତି ସହିତ ମଠମାନଙ୍କର ସମ୍ପର୍କ ବହୁ ପୁରୁଣା । ତେବେ ସମୟସ୍ରୋତରେ କିଛି ପରମ୍ପରା ହଜିଯାଇଥିଲେ ମଧ୍ୟ କିଛି ଏବେ ବି ଜୀବିତ ରହିଛି ।…

ରେକର୍ଡ ସ୍ତରରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା, ଆଜି ୬୧ ଜଣ ଟଳିଲେ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଚାରିଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ଶପଥପାଠ ପରେ ହ୍ୟାକ୍ ହୋଇଥିଲା ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ; ଜାଣନ୍ତୁ କଣ ହୋଇଥିଲା ପୋଷ୍ଟ

ନୂଆଦିଲ୍ଲୀ : ବିଜେପି ସରକାରର କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ ହୋଇଥିଲା । ଗୁରୁବାର ଶପଥ ପାଠ ଉତ୍ସବ ପରେ ପରେ…

୫ ଓଏଏସଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜଣ ଓଏଏସଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି । ପ୍ରଶାସନିକ ଓ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ୍ ଏ ରେ ରହିଥିବା ଓଏଏସ…

ପ୍ରଥମ ଥର ପାଇଁ ୱିମ୍ବଲଡନ୍ ଫାଇନାଲରେ ବାର୍ଟ୍ଟି

ନୂଆଦିଲ୍ଲୀ: ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ରହିଥିବା ମହିଳା ଟେନିସ ଖେଳାଳି ଆସଲେ ବାର୍ଟ୍ଟି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମି ଫାଇନାଲରେ ୨୦୧୮…

ବାଂଲାଦେଶର ‘ରାଣୀ’ ବାମନ ବାଛୁରୀ; ଦେଖିଲେ ଥରେ ଆଉଁଶିବାକୁ ଇଚ୍ଛା ହେବ..

ଢାକା: ବାଂଲାଦେଶରେ ବାମନ ବାଛୁରୀ ରାଣୀ ଦେଶବ୍ୟାପୀ ଆକର୍ଷଣର କେନ୍ଦ୍ର ପାଲଟିଛି । ଦେଶବ୍ୟାପୀ ଲକଡାଉନ ଜାରି ଥିଲେ ମଧ୍ୟ ଏହି ବାଛୁରୀଟିକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଲାଇନ୍ ଲାଗୁଛି । ବାଛୁରୀର ମାଲିକ ଏହାକୁ…