Browsing Category
Top Stories
କଟକରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର
କଟକ(ଓଡ଼ିଶା ଭାସ୍କର): କମିସନରେଟ୍ ପୋଲିସକୁ ଡ୍ରଗ୍ସ ବିରୋଧୀ ଅଭିଯାନରେ ଏକ ବଡ ସଫଳତା ମିଳିଛି । ଗତକାଲି କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି । ଏଥିସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ…
ଫେଲ୍ ମାରିଲା ଆତଙ୍କବାଦୀ ଷଡଯନ୍ତ୍ର: ପୁଲୱାମାରୁ ୭ କିଲୋର IED ଜବତ
ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୈମୁ ତ୍ରାଲରେ ୭ କିଲୋଗ୍ରାମ IED ଜବତ ହୋଇଛି । ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିବା ବଡ ଷଡଯନ୍ତ୍ରକୁ ଫେଲ୍ କରିଛନ୍ତି ସୁରକ୍ଷା କର୍ମୀ । ପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା…
ନୀତା ଅମ୍ବାନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାଇରାଲ୍ ଫଟୋର ରହସ୍ୟ
ନୂଆଦିଲ୍ଲୀ: ପ୍ରସାର ଭାରତୀର ପୂର୍ବତନ ସିଇଓ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଜବାହର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫଟୋ ନିଜ ଟୁଇଟର୍ ଆକାଉଣ୍ଟରେ ସେୟାର କରିଥିଲେ । ଫଟୋରେ ପିଏମ୍ ମୋଦୀ, ଧନୀ…
ୟାମିଙ୍କ ବିବାହ ଫଟୋକୁ ନେଇ କଙ୍ଗନା ଓ ବିକ୍ରାନ୍ତଙ୍କ ଲଢ଼େଇ
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ତଥା ଚୁଲବୁଲି ଅଭିନେତ୍ରୀ ୟାମି ଗୌତମ ଲକ୍ଡାଉନରେ ଲୁଚାଚୋରାରେ ବିବାହ କରି ତାଙ୍କ ଫ୍ୟାନ୍ସମାନଙ୍କୁ ଚକିତ କରିଛନ୍ତି । ୟାମି ନିକଟକୁ ନିଜ ପ୍ରଶଂସକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ…
ସ୍ୟାଟ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ
କଟକ(ଓଡିଶା ଭାସ୍କର): ସ୍ୟାଟ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ପ୍ରସଙ୍ଗରେ ଆସିଛି ବଡ ଖବର । ସ୍ୟାଟକୁ ବିରୋଧ କରି ରୁଜୁ କରାଯାଇଥିବା ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ…
କେନ୍ଦ୍ରମନ୍ତ୍ରୀଙ୍କ ଅଞ୍ଚଳରେ ଚାରିଚକିଆ ଯାନ ଯିବାକୁ ରାସ୍ତା ନାହିଁ: ବାଧ୍ୟ ହୋଇ ବରକୁ କାନ୍ଧରେ ବସାଇ ବାହାରିଲା ଶୋଭାଯାତ୍ରା
ପାଟନା: ସ୍ୱାଧୀନତାର ୭୩ ବର୍ଷ ଅତକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଅନେକ ଅଞ୍ଚଳକୁ ଏବେ ବି ଭଲ ରାସ୍ତା ନାହିଁ । ବିହାରର ବକ୍ସର ଜିଲ୍ଲାର ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ଅଞ୍ଚଳରେ ଏହିପରି ଦୂରାବସ୍ଥା…
ଭିକି କୌଶଲଙ୍କୁ ନେଇ ପୋଜେସିଭ୍ ହେଉଛନ୍ତି କ୍ୟାଟ୍ରିନା
ମୁମ୍ବାଇ: ବଲିଉଡର ବାର୍ବି ଡଲ କ୍ୟାଟ୍ରିନା କୈଫ୍ । ଦୀର୍ଘ ଦିନ ହେବ କ୍ୟାଟ୍ରିନା ଓ ଭିକି କୌଶଲଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ଖୁବ୍ ଚର୍ଚ୍ଚା ଧରିଛି । କ୍ୟାଟ୍ରିନା ଓ ଭିକି ନିଜ ସମ୍ପର୍କକୁ ନେଇ ଅଫିସିଆଲି ଘୋଷଣା…
ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ କରୋନା, ମେଡିକାଲରେ ଭର୍ତ୍ତି
ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ପ୍ରକୋପ ଏବେ ବି ଜାରି ରହିଛି । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ନୂଆପଡା ବିଧାୟକ…
ଦୁନିଆର ସବୁଠାରୁ ବିପଦଜନକ ପିମ୍ପୁଡି, କାମୁଡିବାର ୧୫ ମିନିଟ୍ ଭିତରେ ହୋଇଯାଏ ମୃତ୍ୟୁ
ଓଡ଼ିଶା ଭାସ୍କର ବ୍ୟୁରୋ: ପୃଥିବୀ ହେଉଛି ଅନେକ ପ୍ରକାରର ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଏବଂ ବିପଦଜନକ ଠାରୁ ସରଳ, ସବୁ ପ୍ରକାରର ଜୀବଜନ୍ତୁ ଏଠାରେ ବାସ କରନ୍ତି । ବେଳେ ବେଳେ ଏପରି କିଛି ଜୀବ…
ଥାନାରେ ଚାଲିଥିଲା ସରାବ ପାର୍ଟି, ଭିଡିଓ ଭାଇରାଲ୍ ପରେ ଗିରଫ ହେଲେ ଏଏସଆଇ
ପାଟନା: ବିହାରର ଏକ ଥାନାରେ ସରାବ ପାର୍ଟି ଚାଲିଥିବାର ଭିଡିଓ ଭାଇରାଇ ହେଲା ପରେ ଗିରଫ ହୋଇଛନ୍ତି ଏଏସଆଇ । ଗୋଟିଏ ପଟେ ରାଜ୍ୟ ସରକାର ମଦ ଉପରେ ଅନେକ ଆଇନ ପ୍ରଣୟନ କରୁଛନ୍ତି । ଅନ୍ୟପଟେ ଆଇନର ରକ୍ଷାକର୍ତ୍ତା ହୋଇ ବି…