fbpx
Browsing Category

Top Stories

ରାସ୍ତାରେ ପଡିଥିଲା ୨୦୦-୫୦୦ ଟଙ୍କିଆ ନୋଟ୍, ହେଲେ ହାତ ଲଗାଇବାକୁ ଡରୁଥିଲେ ଲୋକେ

କରୋନା ଭାଇରସର ଭୟ ଏତେ ବଢିଗଲାଣି ଯେ, ରାସ୍ତାରେ ପଡିଥିବା ଟଙ୍କାକୁ ମଧ୍ୟ ଗୋଟାଇବାକୁ ଡରିଲେଣି ଲୋକେ । ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଘର ବାହାରେ ଠିଆ ହୋଇଥିବା…

ରାତି ୮ଟା ୩୦ସୁଦ୍ଧା ୧୨ଜିଲ୍ଲା ସାବଧାନ୍ !

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଖରାକୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ସୁଦ୍ଧା ୧୨…

ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋ କ୍ଲୋରୋକ୍ୱିନ୍ ନିଅନ୍ତୁ ନାହିଁ: ବାଗଚୀ

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି ।  ସାମାଜିକ…

କରୋନା ଭାଇରସ୍, ୨୪ଘଣ୍ଟାରେ ୩୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୬ା୪: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର…

୨୦ ଏପ୍ରିଲ ପରେ ଆରମ୍ଭ ହେବ Amazon ଓ Flipkartର ସର୍ଭିସ !

ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ପରି ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ୨୦ ଏପ୍ରିଲ ପରଠାରୁ ସେମାନଙ୍କ ବ୍ୟବସାୟ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ…

ସେନାର ଯବାନଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ, ୧୬ା୪: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଥିଲା । ଏହାପରେ ଏହି ଲକଡାଉନ୍ ଅବଧିକୁ ଦ୍ୱିତୀୟ ପର୍ଯ୍ୟାୟରେ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ଲକଡାଉନ୍ ଯୋଗୁଁ ଦେଶର ଉତ୍ତର ଏବଂ…

ହ୍ୱାଟ୍ସଆପରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୬ା୪ (ଓଡ଼ିଶା ଭାସ୍କର): ଲକଡାଉନ ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପରିକି ଲକଡାଉନ୍ ଅବଧି ପୁଣିଥରେ ବୃଦ୍ଧି କରାଯିବା ପରେ ଏହି ସମସ୍ୟା ଏବେ ଚିନ୍ତାର ବିଷୟ ପାଲଟିଛି । ଏହି…