Browsing Category
Top Stories
ନବ ଯୌବନ ଦର୍ଶନରେ ଭାବ ବିହ୍ଵଳ ହୋଇ ଗୀତଗୋବିନ୍ଦ ଗାଇଲେ ମୁଖ୍ୟ ପ୍ରଶାସକ, ସେବାୟତ
ପୁରୀ(ଓଡ଼ିଶା ଭାସ୍କର): ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ , ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ , ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ। ଏହି ଭିତରେ…
ସୁରଙ୍କ ସରକାରୀ ସ୍କୁଲ ଗୀତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସର୍ବଦା ନିଜର ଅଲଗା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ପୁଣି ଥରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ପୂର୍ବରୁ ମାଡି ଚାଲ ଗୀତ ଗାଇଥିବା ଜଟଣୀ ବିଧାୟକ…
ବର୍ଷା ପାଇଁ ଜୀବିତ ଲୋକର ଶବ ଯାତ୍ରା!
ଝାବୁଆ: ବର୍ଷା ହେବା ପାଇଁ ଅନେକ ସମୟରେ ଭଗବାନଙ୍କୁ ପୂଜା କରିବା କଥା ଶୁଣିଥାନ୍ତି । କିନ୍ତୁ କେବେ ବର୍ଷା ପାଇଁ ଜୀବିତ ଲୋକର ଶବ ଯାତ୍ରା କରିବା କଥା ଶୁଣିଛନ୍ତି କି? ମଧ୍ୟ ପ୍ରଦେଶ ଝାବୁଆରେ ଦେଖିବାକୁ ମିଳିଛି…
ଆତଙ୍କବାଦ ଲିଙ୍କ ଓ ଦେଶଦ୍ରୋହ ମାମଲାରେ ୧୧ ସରକାରୀ କର୍ମଚାରୀ ବିଦା
ଶ୍ରୀନଗର: ଆତଙ୍କବାଦୀ ଲିଙ୍ଗ ଯୋଗୁଁ ୧୧ ସରକାରୀ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ଆତଙ୍କବାଦୀ ଗତିବିଧି ସହ ଜଡିତ ସରକାରୀ କର୍ମଚାରଙ୍କୁ ବରଖାସ୍ତ…
ପରିବାର ପିଛା ସରକାରୀ ଚାକିରି; ଜାଣନ୍ତୁ ଖବର ପଛର ସତ୍ୟତା
ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର…
ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୧୨୦ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
ମାଣିଆବନ୍ଧରୁ ବିରଳ ବଜ୍ରକାପ୍ତା ଉଦ୍ଧାର, ଜଙ୍ଗଲରେ ଛାଡ଼ି ଦିଆଗଲା
କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ରାଶି ପଡ଼ିଆରୁ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏହି ବଜ୍ରକାପ୍ତାଟି ୪ବର୍ଷର ବୋଲି କୁହାଯାଉଛି ।
ମାଣିଆବନ୍ଧ…
ଛେଳିର ଓଜନ ୩୧୪ କିଲୋ, ପ୍ରତିଯୋଗିତାରେ ଜିତିଲା ପ୍ରଥମ ପୁରସ୍କାର, ୫ ଲକ୍ଷ ପାଇଲେ ମାଲିକ
ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନରେ ଗୋଟିଏ ଛେଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛେଳି ତିନି କ୍ୱିଣ୍ଟାଲରୁ ଅଧିକ ଅଟେ । କୌତୁହଳର ବିଷୟ, ପାକିସ୍ତାନରେ ଆୟୋଜିତ ଏକ ଓଜନିଆ ପ୍ରତିଯୋଗିତାରେ ଏହା ପ୍ରଥମ ଟାଇଟଲ୍…
ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: କୋଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୭ ମହିଳା ଆଥଲେଟ୍
ଚେନ୍ନାଇ: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ତାମିଲନାଡୁର ଆଥଲେଟିକ୍ସ କୋଚ୍ ପି ନାଗରାଜନଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୭ ମହିଳା ଆଥଲେଟ୍ । ପ୍ରଶିକ୍ଷଣ ନାଁରେ ନାଗରାଜନ…
କଳିଯୁଗର ପତ୍ନୀ! ସ୍ୱାମୀଙ୍କୁ ମୃତ କହି ବୀମା କମ୍ପାନୀକୁ ଲଗାଇଲେ ୧୮ ଲକ୍ଷର ଚୂନ
ଅହମ୍ମଦାବାଦ: କଳିଯୁଗରେ ଟଙ୍କା ପାଇଁ ଲୋକମାନେ କିଛି ବି କରିବାକୁ ପଛାଉନାହାନ୍ତି । କିଏ ନିଜ ସ୍ୱାମୀଙ୍କୁ ଭାଇ କରିଦେଉଛି ତ ଆଉ କିଏ ମୃତ କହି ଟଙ୍କା ଲୁଟୁଛି । ସେହିପରି ଏକ ମାମଲା ଗୁଜରାଟର ଅହମ୍ମଦାବାଦରୁ ଆସିଛି,…