Browsing Category
Top Stories
ଆଇସିୟୁରେ ଅଗ୍ନିକାଣ୍ଡ: ୫ କରୋନା ରୋଗୀଙ୍କ ମୃତ୍ୟୁ
ରାୟପୁର, ୧୮ା୪: ରାୟପୁରର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରେ ପାଖାପାଖି ୫୦ ଜଣ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି…
ଜୟପୁର ସବଜେଲରେ ପୋଲିସର ରେଡ୍
ଜୟପୁର,୧୮ ।୪(ଓଡିଶା ଭାସ୍କର): ଜୟପୁର ସବଜେଲରେ ଚଢାଉ କରିଛି ପୋଲିସ । କୋରାପୁଟ ଏପସିଙ୍କ ନେତୃତ୍ୱରେ ଚଢାଉ ଜାରି ରହିଛି । ଆଜି ଭୋର ୪ଟାରୁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ ଚାଲିଛି । ଚଢାଉ ସମୟରେ ଜୟପୁର ଓ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୦.୨୩ ଲକ୍ଷ ଟପିଲା
ନୂଆଦିଲ୍ଲୀ, ୧୮। ୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୦ ଲକ୍ଷ ୨୩ ହଜାର ୨୭୨ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪…
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲାରେ ଆଉ ୩ ଗିରଫ
ଭୁବନେଶ୍ୱର ,୧୭/୪(ଓଡିଶା ଭାସ୍କର):କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଷଡଯନ୍ତ୍ର ମାମଲାରେ ଆଉ ୩ ଜଣ ଗିରଫ ହୋଇଛନ୍ତି । ୩ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ଗିରଫ ମଧ୍ୟରେ ଜଣେ ଯୁବତୀ ଓ ୨ ଜଣ ଯୁବକ ଥିବା…
ବଡ ଖବର: ମେ’୧୩ ରେ ପିପିଲି ଉପନିର୍ବାଚନ
ପିପିଲି,୧୭/୪(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ନେଇ ଆଜି ସାନି ତାରିଖ ଘୋଷଣା ହୋଇଛି। ମେ ୧୩ ତାରିଖରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟ୍ ପଡିବ। ଏହା ସହ ମେ ୧୬ ତାରିଖରେ ଭୋଟ୍ ଗଣତି ହେବ। ଏନେଇ ସୂଚନା…
ଭୁବନେଶ୍ୱରରୁ ଆଜି ପୁଣି ୪୫୧ ପଜିଟିଭ ଚିହ୍ନଟ, ୧୧୭ ସୁସ୍ଥ
ଭୁବନେଶ୍ୱର,୧୭।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୪୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…
ରାଜ୍ୟରେ ୪୦ ଡିଗ୍ରୀ ଟପିଲା ୪ ସହରର ତାପମାତ୍ରା
ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଏହାରି ମଧ୍ୟରେ ୪୦ ଡିଗ୍ରୀ ଟପିଛି ୪ଟି ସହରର ତାପମାତ୍ରା । ୪୦.୬ ଡିଗ୍ରୀ ସହ ରାଜ୍ୟର ଆଜି ସବୁଠୁ ଉତ୍ତପ୍ତ ସହର ହୋଇଛି ଟିଟିଲାଗଡ ।…
କାଲିଠୁ ‘ମୋ ବସ୍’ ଯାତାୟତରେ କଟକଣା, ଜାଣନ୍ତୁ କ’ଣ?
ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ…
ହ୍ୱାଟ୍ସଆପ ଆଣିଲା iOS ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ, ଜାଣନ୍ତୁ କ’ଣ ରହିଛି ଏହି ଫିଚର୍ସରେ
ଲୋକପ୍ରିୟ ମେସେଜ ଆପ୍ ହ୍ୱାଟ୍ସଆପ iOS ବ୍ୟବହାରକାରୀଙ୍କ ପାଇଁ ଜାରି କରିଛି ଦୁଇଟି ନୂଆ ଫିଚର୍ସ । ଏହି ଲେଟେଷ୍ଟ ଅପଡେଟ ଦ୍ୱାରା ୟୁଜର୍ସମାନେ ଫଟୋ ଏବଂ ଭିଡିଓ ପ୍ରିଭ୍ୟୁ ଦେଖିପାରିବେ । ଏଥିରେ ଡିସଆପିୟରିଂ ମେସେଜ…
ରାତି ୮ଟାରେ ମୋଦୀଙ୍କର ସମୀକ୍ଷା
ନୁଆଦିଲ୍ଲୀ, ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…