Browsing Category

Top Stories

ଭାରତରେ ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି ଏଫ ୧୨ ଏବଂ ଏଫ ୦୨ ଏସ

ନୂଆଦିଲ୍ଲୀ, ୫ା୪ (ଓଡିଶା ଭାସ୍କର): ଲୋକପ୍ରିୟ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାମସଙ୍ଗ ଆଜି ତାହାର ଦୁଇଟି ସ୍ମାର୍ଟଫୋନ ସାମସଙ୍ଗ ଗାଲାକ୍ସି ଏଫ ୧୨ ଏବଂ ଗାଲାକ୍ସି ଏଫ ୦୨ଏସ କୁ ଭାରତୀୟ ବଜାରରେ ଲଞ୍ଚ କରିଛି ।…

ଏନସିପି ନେତା ଦିଲ୍ଲୀପ ୱଲସେ ପାଟିଲ ହେବେ ମହାରାଷ୍ଟ୍ରର ଆଗାମୀ ଗୃହମନ୍ତ୍ରୀ !

ମୁମ୍ବାଇ, ୫ା୪ (ଓଡିଶା ଭାସ୍କର) : ଅନିଲ ଦେଶମୁଖ ସୋମବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବର୍ତ୍ତମାନ ପାଇଁ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ ବୁଝିବେ ବୋଲି ସୁଚନା ରହିଥିଲା । କିନ୍ତୁ ଏବେ…

ମାଓବାଦୀଙ୍କ କବଜାରେ ଯବାନ

ବିଜାପୁର, ୫ା୪ (ଓଡିଶା ଭାସ୍କର) : ଶନିବାର ଛତିଶଗଡ ବିଜାପୁରରେ ହୋଇଥିବା ମାଓ ହମଲାରେ ୨୨ ଯବାନ ସହିଦ ହୋଇଥିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଛି । ଏନେଇ ଏବେ ଆଉ ଏକ ଘଟଣା ପଦାକୁ ଆସିଛି । ଏହି ଆକ୍ରମଣରେ ଜଣେ…

ଫେସବୁକରେ ୫୩ କୋଟି ୟୁଜର୍ସଙ୍କ ତଥ୍ୟ ଚୋରି, ରହିଛି ୬୦ ଲକ୍ଷ ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ

ନୂଆଦିଲ୍ଲୀ  ,୫ା୪ (ଓଡିଶା ଭାସ୍କର)  ଫେସବୁକରେ ତଥ୍ୟର ଗୋପନୀୟତା ରକ୍ଷା ନେଇ ସବୁବେଳେ ପ୍ରଶ୍ନ  ଉଠିଥିବାବେଳେ ଏବେ ପୁଣି ଫେସବୁକରୁ ତଥ୍ୟ ଚୋରି ର ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ଫେସବୁକରୁ ପ୍ରାୟ ୫୩ କୋଟି…

ପିପିଲିରୁ ଜବତ ହେଲା ୫୦ ଲକ୍ଷ ଟଙ୍କା, ଦୁଇ ଅଟକ

ପୁରୀ, ୫ା୪ (ଓଡିଶା ଭାସ୍କର) : ପିପିଲି ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ରହିଥିବା ବେଳେ ସମସ୍ତଙ୍କ ନଜର ନିର୍ବାଚନ ଉପରେ । ତେବେ ଏହା ମଧ୍ୟରେ ଏକ ସଙ୍ଗୀନ ଖବର ସାମାନାକୁ ଆସିଛି । ଆଜି ପୁରୀ ପିପିଲି…

ଇସ୍ତଫା ଦେଲେ ଅନିଲ ଦେଶମୁଖ

ମୁମ୍ବାଇ ୫ା୪ (ଓଡିଶା ଭାସ୍କର) : ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆଜି ଇସ୍ତଫା ଦେଇଛନ୍ତି । ଏନେଇ ଆଜି ସେ ଇସ୍ତଫା ପତ୍ରର ଫଟୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଜି ଏନସିପି ମୁଖ୍ୟ…

ରାଜ୍ୟର ଏହି ଜିଲ୍ଲାର ୪ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ

ଝାରସୁଗୁଡ଼ା , 5/4 : ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ଦିନରେ ୩୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ୪ ସ୍ଥାନକୁ ଜିଲ୍ଲାପାଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ବ୍ରଜରାଜନଗର…

ପ୍ରେମିକ ବାରମ୍ବାର ମାଗିଲେ ନଗ୍ନ ଫଟୋ ଓ ଭିଡିଓ: ଅତିଷ୍ଠ ହୋଇ ଜୀବନ ହାରିଲେ ନାବାଳିକା

କୋଲକାତା, ୫ା୪: ଜଣେ ପ୍ରେମିକଙ୍କ ଅମାନବୀୟ ଆଚରଣରେ ଅତିଷ୍ଠ ହୋଇ ଜଣେ ୧୪ ବର୍ଷୀୟା ନାବାଳିକ ନିଜର ଜୀବନ ହାରିଛନ୍ତି । ଘଟଣାଟି ଘଟିଛି ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାରେ । ଏହି ଘଟଣା ପରେ ପ୍ରେମିକ ଜଣକ ଫେରାର…