Browsing Category
Top Stories
ସ୍ୱତନ୍ତ୍ର ସଟଡ଼ାଉନ ସମୟରେ ଗଣମାଧ୍ୟମ ସମ୍ବନ୍ଧୀୟ ନିର୍ଦ୍ଦେଶନାମା
ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କିଛି ସମୟ ତଳେ ଘୋଷଣା କରିଥିଲେ ଯେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଭୁବନେଶ୍ୱର , ଭଦ୍ରକ ଓ କଟକରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି…
ବଡ ଖବର: ୧୮ ଏପ୍ରିଲ ସୁଦ୍ଧା ଭାରତକୁ ଆସିପାରେ ୫ ମିନିଟରେ କରୋନା ଯାଞ୍ଚ କରୁଥିବା କିଟ୍
ମୁମ୍ବାଇ,୩ ।୪: କରୋନା ଭାଇରସ୍ ସଙ୍କଟ ସମୟରେ ଏକ ଖୁସି ଖବର ଆସିଛି । କରୋନା ପରୀକ୍ଷା ପାଇଁ ଆମେରିକା କମ୍ପାନୀ ଆବଟ୍ଟ ପ୍ରସ୍ତୁତ କରିଥିବା ଏକ ଦ୍ରୁତ କିଟ୍ ବର୍ତ୍ତମାନ ଭାରତକୁ ଆସୁଛି । ସୂତ୍ରରୁ ମିଳିଥିବା ଖବର…
ଆସନ୍ତୁ ଜାଣିବା ଡାକ୍ତର ଓ ଅନ୍ୟମାନଙ୍କ ମତ, କିପରି କରିହେବ କରୋନା ମୁକାବିଲା
ଭୟର ଆବରଣ ଭିତରେ ଆଜି ସାରା ବିଶ୍ୱ । ସବୁଆଡ଼େ ଆଜି ତର୍କ ଓ ବିତର୍କ । ଘରୁ ପାଦ କାଢ଼ିବା ଆଜି ଅସମ୍ଭବ ହୋଇପଡ଼ିଛି । ମୃତ୍ୟୁର ମାୟାଜାଲ ରଚନା କରିଛି କରୋନା । ଏମିତି ଏକ ଆଶଙ୍କା ଓ ଭୟାବହତା ମଧ୍ୟରେ କବଳିତ…
ପ୍ରଥମ ସପ୍ତାହରେ ଇତିହାସ ରଚିଲା ରାମାୟଣ
ଲକ୍-ଡାଉନରେ ଆରମ୍ଭ ହୋଇଥିବା ସୁପରିହିଟ୍ ସୋ ରାମାୟଣର ପୁନରାବୃତ୍ତି ଟେଲିକାଷ୍ଟ ଟିଆରପି ରେଟିଂ ଇତିହାସ ରଚିଛି । ରେଟିଂରେ ଏହି ସୋ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ବାର୍କଙ୍କ କହିବା ମୁତାବକ, ଗତ ସପ୍ତାହ ଶେଷରେ…
ଓଡ଼ିଶାରେ ଷଷ୍ଠ କରୋନା ରୋଗୀ ଚିହ୍ନଟ
କଟକ, ୩ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । କଟକର ଏହି କରୋନା ରୋଗୀ ନିକଟରେ ଦିଲ୍ଲୀ ଯାଇଥିବା ନେଇ ସୂଚନା…
ନିଆରା ପଦକ୍ଷେପ, ମାଓବାଦୀଙ୍କୁ ଗାଁ ମନା
ରାଇଘର:୩/୪(ଅଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସଂଲଗ୍ନ ସୀମାନ୍ତ ବର୍ତ୍ତି ମାଓପ୍ରଭାବିତ ଗ୍ରାମ ମାନଙ୍କରେ ଗ୍ରାମବାସୀମାନେ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ନିଆରା…
ଲୋକ ପାଲଟିଛନ୍ତି ମାନବ ବୋମା, ତାଳି ଥାଳିର ଦେଶରେ ବି ମିଳୁଛି ପଥର ଓ ଗାଳି
କଣ ଆପଣ କଳ୍ପନା କରିପାରୁଛନ୍ତି ଯେଉଁଠି ସାରା ଦେଶ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଛି ସେଭଳି ଅବସ୍ଥାରେ କିଛି ଲୋକ ଏଭଳି ବି ଅଛନ୍ତି ଯେଉଁମାନେ ଚାହୁଁଛନ୍ତି କରୋନା ଭାଇରସ୍ ବିରୋଧ ଯୁଦ୍ଧରେ ଆମେ ହାରିଯିବା ।…
ଭୁବନେଶ୍ୱର ଓ ଭଦ୍ରକରେ କାମ କରିବନି ଲକ୍ ଡାଉନ ପାସ୍
ଭୁବନେଶ୍ୱର, ୩ା୪(ଓଡ଼ିଶା ଭାସ୍କର): କରୋନା ଚେନ୍ ଭାଙ୍ଗିବା ପାଇଁ ଭୁବନେଶ୍ୱର ଓ ଭଦ୍ରକରେ ଆଜି ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏଁ ସମ୍ପୂର୍ଣ୍ଣ କର୍ଫ୍ୟୁ । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ…
ନିଜାମୁଦ୍ଦିନ ମରକଜ ରେଲୱେ କନେକସନ,ଏହି ଟ୍ରେନରେ ବସିସାରିଛନ୍ତି ଜମାତି ଲୋକେ
ନିଜାମୁଦ୍ଦିନ ମରକଜ ହଜାର ହଜାର ଲୋକ ଆସଛନ୍ତି ଓ ଯାଇଛନ୍ତି । ଏମାନେ ୧୩ ମାର୍ଚ୍ଚରୁ ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଟ୍ରେନ ମାଧ୍ୟମରେ ହିଁ ଯିବା ଆସିବା କରିଛନ୍ତି ।ଏବେ ମରକଜ୍ରେ କରୋନା ବମ୍ ଫୁଟିବା ପରେ ପୋଲିସ୍ ଏବେ ସବୁ…
ଚାଇନା ଜୋତାକୁ ନେଇ ଛନକା
କୋରାପୁଟ, ୩ା୪(ଓଡ଼ିଶା ଭାସ୍କର): କୋରାପୁଟ ସହରରେ ଛନକା ସୃଷ୍ଟିି କରିଛି ଚାଇନା ଜୋତା । ଏହି ଜୋତାକୁ ନେଇ ଏବେ ପରୀକ୍ଷା ନିରୀକ୍ଷା ଚାଲିଛି । ପ୍ରଶାସନ ଠାରୁ ଆରମ୍ଭ କରି ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ…