Browsing Category

ଖବର

ଗୁଲାମ ନବୀ ଆଜାଦଙ୍କୁ ଆତଙ୍କୀଙ୍କ ଧମକ…

ନୂଆଦିଲ୍ଳୀ: ଜମ୍ମୁ-କାଶ୍ମୀରରେ ନୂଆ ଦଳ ଗଠନ ନେଇ ପ୍ରସ୍ତୁତି କରୁଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି । ସୂଚନା ଅନୂଯାୟୀ, ଧମକର ଏକ ପୋଷ୍ଟର ମଧ୍ୟ ଜାରି କରାଯାଇଛି । ଆଜାଦ ଅଗଷ୍ଟରେ…

ରାସନ କାର୍ଡ ଧାରକଙ୍କ ଉପରେ ସରକାରଙ୍କ ବଡ଼ ଅପଡେଟ୍: ୨.୪ କୋଟି କାର୍ଡ ରଦ୍ଧ, ଆପଣଙ୍କ କାର୍ଡ ନାହିଁ ତ’…

ନୂଆଦିଲ୍ଲୀ: ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । ସରକାର ନିକଟରେ ରାସନ କାର୍ଡ ଧାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପ୍ରାୟ ୨.୫ କୋଟି ରାସନ କାର୍ଡ ରଦ୍ଧ କରିଛନ୍ତି । ଏହାକୁ ନେଇ…

ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ଦେଲେ ଜୀବନ: ଗୁଳିମାରି ଫେରାର ହେଲା ଅଭିଯୁକ୍ତ

ନୂଆପଡ଼ା : ସ୍ତ୍ରୀ ବଞ୍ଚାଇଦେଲେ ସ୍ୱାମୀର ଜୀବନ... ସ୍ୱାମୀଙ୍କ ପାଇଁ ନିଜ ଜୀବନକୁ କରିଦେଲେ ଉତ୍ସର୍ଗ... ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ଦେଲେ ନିଜ ଜୀବନର ବଳିଦାନ । ଏଭଳି ଏକ ହୃଦୟବିଦାରକ ଘଟଣ ସାମ୍ନାକୁ ଆସିଛି…

ବଢ଼ିଲା SBI ମାର୍କେଟ କ୍ୟାପ୍: HDFC, ICICI ବ୍ୟାଙ୍କ୍ ପରେ ହେଲା ୫ ଲକ୍ଷ କୋଟିର ବ୍ୟାଙ୍କ୍

ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ SBI ଶେୟାର ମାର୍କେଟରେ ମଧ୍ୟ କମାଲ କରିଦେଖାଇଛି । ବୁଧବାର କାରବାରରେ ଏସବିଆଇ ବଜାର ଆକଳନକୁ ମାତ୍ ଦେଇଛି ଏବଂ କାରବାର ସମୟରେ ଏହାର ଭ୍ୟାଲ୍ୟୁ ପ୍ରାୟ ୨.୫୦ ପ୍ରତିଶତ ବଢ଼ି…

ଶେଷ ହେବାକୁ ଯାଉଛି କି’ କରୋନା ? ‘WHO’ ମୁଖ୍ୟ କହିଲେ…

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷରୁ ଅଧିକ ସମୟରେ ଧରି ସାରା ବିଶ୍ୱକୁ କବଳିତ କରିରଖିଛି କରୋନା ମହାମାରୀ । ଅବଶ୍ୟ ବର୍ତ୍ତମାନ ମହମାରୀର ସଂକ୍ରମଣ ଆଖିଦୃଶିଆ ହ୍ରାସ ହୋଇଛି । କିନ୍ତୁ ତଥାପି ଏବେ ବି କିଛି ଦେଶରେ ଏହି…

ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ! ୨ ଦଳିତ ଭଉଣୀଙ୍କୁ ହତ୍ୟା କରି ଟାଙ୍ଗିଦେଲେ ଗଛରେ…

ନୂଆଦିଲ୍ଲୀ: ୨ ଦଳିତ ଯୁବତୀଙ୍କୁ ହତ୍ୟା... ଖାଲି ହତ୍ୟା ତ' ନୁହେଁ, ଗଛରେ ଟାଙ୍ଗିଦେଲେ ଝୁଲନ୍ତା ମୃତଦେହ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷୀମପୁର ଖୀରୀ ଜିଲ୍ଲାରେ । ନିଘାସନ…

Video: ମଜୁରୀ ନଦେବାରୁ ୧ କୋଟି ଟଙ୍କାର ମର୍ସିଡିଜରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ମିସ୍ତ୍ରୀ

ନୋଏଡା: ମଜୁରୀ ନଦେବାରୁ ମର୍ସିଡିଜରେ ପେଟ୍ରୋଲରେ ନିଆଁ ଲଗାଇଲେ ମିସ୍ତ୍ରୀ। ଘଟଣାଟି ସିସିଟିଭିରେ କଏଦ ହେବା ପରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ। ଉତ୍ତରପ୍ରଦେଶର ନୋଏଡାର ସେକ୍ଟର -୩୯ କୋଟୱାଲୀ ଅଞ୍ଚଳର ସଦରପୁର…

୯୦ ଦିନ ମାଗଣାରେ ଚଲାନ୍ତୁ Disney+Hotstar: କଲ୍-ଏସଏମଏସ ସହ ମିଳୁଛି ୮୪ ଜିବି ଡାଟା ମଧ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଫ୍ରିରେ Disney+Hotstar ରେ ମୁଭିସ୍ ଏବଂ ସୋ ଦେଖିବାକୁ ଚାହୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ Jio ର ଏକ ବଢ଼ିଆ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ…

ବାୟୁସେନାର ବଡ଼ ନିଷ୍ପତ୍ତି: ଏୟାର ବେସ୍ ର ସୁରକ୍ଷା ପାଇଁ କିଣାଯିବ ୧୦୦ UAV

ଭାରତୀୟ ବାୟୁସେନା ଦେଶର ବିଭିନ୍ନ ସ୍ଥାନରେ ଥିବା ଏୟାରବେସର ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛି । ଏୟାରଫୋର୍ସର ଏହି ପଦକ୍ଷେପ ଦ୍ୱାରା ଏୟାର ବେସ୍ ର ସୁରକ୍ଷା ସହ ଆକାଶରୁ ବେସ୍ ଉପରେ ନଜର ମଧ୍ୟ ରଖାଯାଇପାରିବ ।…

Stock Market; ବଜାରରେ ବଡ଼ ହ୍ରାସ, ୨% ପ୍ରତିଶତ ତଳକୁ ଖସିଲା Sensex ଓ Nifty50

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାର ବୁଧବାର ବଡ଼ ହ୍ରାସ ସହ ଖୋଲିଛି । ଆମେରିକା ଶେୟାର ବଜାରରେ ଆସିଥିବା ହ୍ରାସର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡ଼ିଛି । ଫଳରେ ବୁଧବାର ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ହ୍ରାସ ସହ ୬୦ ହଜାର…