ଏବେ ଗର୍ଭପାତ କି ବନ୍ଧ୍ୟାକରଣ ନୁହେଁ… ଅନାବଶ୍ୟକ ଗର୍ଭ ରୋକିବା ପାଇଁ ହାତରେ ଲଗାନ୍ତୁ ଏହି ଷ୍ଟିକ୍, ୩ ବର୍ଷ ପର୍ଯ୍ୟନ୍ତ ପ୍ରଭାବଶାଳୀ
ଜୟପୁର: ମହିଳାମାନେ ଏବେ ବନ୍ଧ୍ୟାକରଣ ବିନା ମଧ୍ୟ ସୁରକ୍ଷିତ ରହିପାରିବେ। ଏକ ଦିଆସିଲି କାଠି ପରି ଛୋଟ ସବ୍ ଡରମାଲ୍ ଗର୍ଭନିରୋଧକ ଇମ୍ପ୍ଲାଣ୍ଟ ଷ୍ଟିକ୍ ମହିଳାଙ୍କୁ 3 ବର୍ଷ ପାଇଁ ଅନାବଶ୍ୟକ ଗର୍ଭଧାରଣରୁ ରକ୍ଷା କରିବ।…