ଏବେ ପାଚିଲା ଚୁଟିକୁ କରିବେ ବାଏ ବାଏ, ମଲା ପର୍ଯ୍ୟନ୍ତ ଧଳା ହେବନି ବାଳ, ଆପଣାନ୍ତୁ ଆୟୁବୈଦିକ ଉପାୟ
ଆଜିକାଲି କେଶ ଧଳା ହେବା ଏକ ସାଧାରଣ ସମସ୍ୟା ପାଲଟିଛି। ପୂର୍ବରୁ ଧଳା କେଶ ବୟସ ବୃଦ୍ଧିର ଲକ୍ଷଣ ବୋଲି କୁହାଯାଉଥିଲା। କିନ୍ତୁ ଆଜିକାଲି ଲୋକଙ୍କ କେଶ କମ୍ ବୟସରେ ଧଳା ହେବା ଆରମ୍ଭ ହୋଇଛି। ଏପରି ପରିସ୍ଥିତିରେ,…