୮ରେ ଲ୍ୟାଣ୍ଡଫଲ୍ କରିବ ‘ମାଣ୍ଡସ’: ୧୦ ଓ ୧୧ରେ ଦକ୍ଷିଣ ଓଡ଼ିଶାରେ ବର୍ଷା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଓ ୧୧ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ…

ପ୍ରେମରେ ଅଭିନେତ୍ରୀ ହିନାଙ୍କୁ ମିଳିଲା କି ଧୋକା? ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଲେ ଏପରି କଥା…

ମୁମ୍ବାଇ: ହିନ୍ଦୀ ଟେଲି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ ନିଜର ଲୁକ୍ ଏବଂ ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଭିନୟ ଅନେକ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ରିଆଲିଟି ଶୋ ବିଗବସକୁ ଯିବା…

MCD ରେଜଲ୍ଟ: ମ୍ୟାଜିକ୍ ନମ୍ବର ଟପିଲା AAP, BJPର ୧୫ ବର୍ଷର ରାଜୁତି ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୨୫୦ଟି ୱାର୍ଡର ୧,୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେ ଏମସିଡି ନିର୍ବାଚନ ପାଇଁ ଜନସାଧାରଣ…

ଯାଜପୁରରେ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହୋଇ ଜଳିଲା ହୋଟେଲ

ଯାଜପୁର: ଯାଯପୁର ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାଯପୁର ବିରଜା ମାର୍କେଟ କଲପ୍ଲେକ୍ସ ମେଡିିକାଲ ଛକ ନିକଟରେ ଥିବା ରୁଚୁକା ହୋଟେଲରେ ନିଆଁ ଲାଗିଛି । କୌଣସି କାରଣରୁ ହଠାତ ନିଆଁ ଲାଗି ହୁତ୍ ହୁତ୍ ହୋଇ…

ରାଜଧାନୀରେ ହେବ ବୁଲା କୁକୁର ଗଣନା, ଦାୟିତ୍ୱ ନେଲା ଏକ ସଂସ୍ଥା, BMCର ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ କୁକୁରମାନେ ଆତଙ୍କ ମଚାଇଥାନ୍ତି । ବେଳେବେଳେ କିଛି କୁକୁର ହଠାତ୍ ଗାଡ଼ି ସାମ୍ନାକୁ ଚାଲି ଆସିବାରୁ ଦୁର୍ଘଟଣା ଘଟିଥାଏ । କିଛି ଯାତ୍ରୀ…

ଜଙ୍ଗଲରେ କୁନ୍ତିଙ୍କ ସହ ୫ପାଣ୍ଡବ ବୁଲୁଛନ୍ତି! ଆଇଏଫଏସ ଅଫିସର ଭିଡିଓ ସେୟାର କରି ଲେଖିଲେ ଏହି କଥା

ଜଙ୍ଗଲ ସଫାରି ସମୟରେ ଭୟଙ୍କର ଜନ୍ତୁଙ୍କୁ ପାଖରେ ଦେଖିବା ଏକ ରୋମାଞ୍ଚକର ଅନୁଭୂତି । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ପାଇଁ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେଖିବାକୁ ଯାଉଛନ୍ତି । ଯଦି ଆପଣ ଯାଇନାହାନ୍ତି ତେବେ…

ଉତ୍ତରକୋରିଆ ସରକାରଙ୍କ ଭୟଙ୍କର ଦଣ୍ଡ; ‘କେ-ଡ୍ରାମା’ ଦେଖିବାରୁ ୨ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ନିଜର ଏକଛତ୍ରବାଦ ଶାସନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି ତ ଆଉ କେତେବେଳେ କଠୋର…

୧୨ ଶହ ଛାତ୍ରଙ୍କୁ ଖାଦ୍ୟରେ ଦିଆଯାଇଛି ବିଷ! ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ୧୨ଶହ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏହାପରେ ସେମାନଙ୍କର…

ଆଜିଠାରୁ ଲୋକସଭା ଶୀତ ଅଧିବେଶନ, ପ୍ରସ୍ତୁତ ହେଉଛି ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟରେ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇସାରିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦ…

ଜନତାଙ୍କ ମାମଲା ପଞ୍ଜିକରଣ କରିବେ ପୋଲିସ ଅଧିକାରୀ: ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ, ଡିଜିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସର ନିଷ୍କ୍ରିୟତା ପ୍ରସଙ୍ଗକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ଅନେକ ସମୟରେ ଥାନାକୁ ଅଭିଯୋଗ କରିବାକୁ ଯାଉଥିବା ସାଧାରଣ ନାଗରିକଙ୍କୁ ଅଣଦେଖା କରାଯିବା ସହ…