ବ୍ରହ୍ମାଣ୍ଡ ସହ ମିଶିଯାଏ ଆମ ଶରୀରର ଏହି ସବୁ ଅଂଶ: ଜାଣନ୍ତୁ ଛୋଟ ଶରୀରରେ କେମିତି ଲୁଚି ରହିଛି ବିଶାଳ ବ୍ରହ୍ମାଣ୍ଡ

ବ୍ରହ୍ମାଣ୍ଡ ଏପରି ଏକ ଶବ୍ଦ ଯାହାକୁ ଭାବିବା ଓ ଚିନ୍ତା କରିବା ପାଇଁ ବି ଆମ ମସ୍ତିଷ୍କ କମ ପଡ଼ିଯାଏ । ଯାହା ଆମ ଭାବନା ଠାରୁ ବି ଅନେକ ବଡ଼ । ବ୍ରହ୍ମଣ୍ଡ ଭିତରେ ରହିଛି ଆକାଶ ଗଙ୍ଗା ଏବଂ ଆକାଶ ଗଙ୍ଗା ଭିତରେ ରହିଛି…

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଆଠ ମାସରୁ ଅଧିକ ଦିନ ହେଲେ ବି ଗର୍ଭପାତ କରିବା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ; ୩୩ ମାସର ଗର୍ଭବତୀ ମହିଳାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ ୨୬ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି…

ଦୁନିଆର ସବୁଠାରୁ ମହଙ୍ଗା ପଦାର୍ଥ ‘ଆଣ୍ଟିମ୍ୟାଟର’: ଯାହାର ୧ ଗ୍ରାମ ପାଇଁ ଦେବାକୁ ଏତିକି କୋଟି

ପୃଥିବୀରେ ଏପରି ଅନେକ ପଦାର୍ଥ ରହିଛି ଯାହାର ମୂଲ୍ୟ କଳନା କରିହେବନାହିଁ । ତେବେ ଆମେ ଜାଣିବାରେ ଦାମୀ ସାମଗ୍ରୀ ମଧ୍ୟରେ ଦୁର୍ମୂଲ୍ୟ ଧାତୁ, ସୌଖୀନ ଗାଡ଼ି କି ବିଳାସପୂର୍ଣ୍ଣ ବଙ୍ଗଳା ବା ହୀରାଖଚିତ ଗହଣା ଆଦି ରହିଛି ।…

‘ନାବାଳିକାଙ୍କ ସହମତି ସହମତି ନୁହେଁ’, ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ଶାରିରିକ ସମ୍ପର୍କ ରଖିବା ପାଇଁ ନାବାଳିକାଙ୍କ ସହମତି ସହମତି ନୁହେଁ। ଏଭଳି କିଛି କହି ୧୬ ବର୍ଷୀୟ ଯୁବତୀର ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହା…

‘ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ ସାହାଯ୍ୟ କରନି’ : ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ: ବେଆଇନ ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ପୁଣି ଥରେ କଡା ମନ୍ତବ୍ୟ ଦେଇଛନ୍ତି । ଯେଉଁମାନେ ଟଙ୍କା, ଖାଦ୍ୟ କିମ୍ବା ଔଷଧ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ଭୁଲ୍ କରୁଛନ୍ତି…

ରିମାଣ୍ଡରେ ଗଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ; ଦେଲେ ବିସ୍ଫୋରକ ବୟାନ, କହିଲେ- ‘କାହାକୁ ଛାଡିବିନି…’

ଭୁବନେଶ୍ୱର: ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗକୁ ଇଡି ରିମାଣ୍ଡରେ ନେଇଛି । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନାକୁ ଜେରା କରିବ ଇଡି । ଏନେଇ ପୂର୍ବରୁ ଇଡି କୋର୍ଟକୁ ଆବେଦନ କରିଥିବା ବେଳେ ଜିଲ୍ଲା ଦୌରା ଜର୍ଜ…

ବାବ୍ରି ମସଜିଦ ବିଧ୍ୱଂସର ୩୦ ବର୍ଷ; ଏହି ଭୟଙ୍କର ଦିନ ବଦଳାଇଥିଲା ଭାରତର ଚିତ୍ର

ନୂଆଦିଲ୍ଲୀ: ଡିସେମ୍ବର ୬, ୧୯୯୨ ହେଉଛି ଏପରି ଏକ ତାରିଖ ଯାହାକୁ କେବେ ଭୁଲିହେବ ନାହିଁ । ଭାରତୀୟ ଇତିହାସରେ ଏହି ଦିନଟି ଏପରି ଚିହ୍ନିତ ହୋଇଛି ଯେ ଏହା ସହ ଜଡିତ ସ୍ମୃତି ଆଜି ବି ଲୋକମାନଙ୍କୁ ଭୟଭୀତ କରେ । ଆଜି…

ଭିଜିଲାନ୍ସ ଜାଲରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା: ଟଙ୍କା ଅନ୍ଧ କରିଦେଉଛି ମଣିଷଙ୍କୁ ଏବଂ ଏନେଇ ମଣିଷ ଅନେକ ଅପରାଧ କରି ବସୁଛି । କଳାଧନ କମାଇବା ବହୁତ ସହଜ ତେଣୁ ଲୋକେ ଏହି ବାଟକୁ ଆପଣେଇ ଅନେକ ଅପରାଧର ଶିକାର ହେଉଛନ୍ତି । ଦେଶରେ ତଥା ରାଜ୍ୟରେ ପୋଲିସ…

ସାମ୍ନାକୁ ଆସିଲା ରାମ ମନ୍ଦିର ନିର୍ମାଣର ଫଟୋ ; ଜାଣନ୍ତୁ କେତେ ପ୍ରସ୍ତୁତ ହେଲାଣି ମନ୍ଦିର

ରାମଙ୍କ ନଗରୀ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମନ୍ଦିର ବର୍ତ୍ତମାନ ଆକାର ନେବା ଆରମ୍ଭ କରିଛି । ରାମ ମନ୍ଦିର ନିର୍ମାଣର ଉଚ୍ଚତା ଦିନକୁ ଦିନ ବଢୁଥିବାର ଆଉ ଏକ ନୂଆ ଫଟୋ ଶ୍ରୀ ରାମ…

ବସଷ୍ଟାଣ୍ଡରେ ଯୁବକଙ୍କୁ ଛୁରାମାଡ, ଗୁରୁତରଙ୍କୁ ବଡମେଡିକାଲରେ ଭର୍ତ୍ତି

ଚମ୍ପୁଆ: ପ୍ରତିଦିନ ରାଜ୍ୟରେ ଅପରାଧ ଦେଖିବାକୁ ମିଳୁଛି । ହିଂସାକାଣ୍ଡ ଏବଂ ପୂରାତନ ଶତ୍ରୁତା ପାଇଁ ଅନେକ ଲୋକଙ୍କ ଜୀବନ ବଳି ପଡିଯାଉଛି । ମଣିଷ ନିଜର କ୍ରୋଧ ଏବଂ ଅହଙ୍କାରକୁ ନିୟନ୍ତ୍ରଣ ନ କରିପାରି ସାଜି ଯାଉଛି…