ଭୁଲରେ ବି ଉଧାରରେ ନିଅନ୍ତୁ ନାହିଁ ଏହି ୫ଟି ଜିନିଷ: ଲାଭ ବଦଳରେ ହୋଇଯିବ କ୍ଷତି !

ଲୋକମାନେ ଅତି ସହଜରେ ଜିନିଷକୁ ପରସ୍ପର ସହିତ ବାଣ୍ଟିଦିଅନ୍ତି । ଅନ୍ୟଙ୍କୁ ଜିନିଷ ଉଧାରରେ ଦେଇ ଆପଣ ପ୍ରେମର ଭାବନା ଦେଖାନ୍ତି । କିନ୍ତୁ ଏପରି ଅନେକ କାରଣ ରହିଛି, ଯାହା ଶରୀରର ଶକ୍ତି ଉପରେ ପ୍ରଭାବ ପକାଇପାରେ ।…

ସନ୍ତାନ ପାଇଁ ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହେଲେ ଦମ୍ପତ୍ତି, ଏମିତି କଲେ ଗୁହାରି

ମୁମ୍ବାଇ: ମେଡିକାଲ ସାଇନ୍ସର ବିକାଶ ଆଉ ବିସ୍ତାର ବହୁ ମାତ୍ରାରେ ହେଉଛି । କେଉଁଠାରେ ଲ୍ୟାବରେ ରକ୍ତ ତିଆରି ହେଲାଣି ତ ଆଉ କେଉଁଠାରେ ନିଃସନ୍ତାନ ମାନେ ସନ୍ତାନ ପ୍ରାପ୍ତି କରି ପାରୁଛନ୍ତି । କିନ୍ତୁ ଏହା ଭିତରେ ଏପରି…

ଶତ୍ରୁଙ୍କ ଡ୍ରୋନ ରୋକିବ ଚିଲ; ଉତ୍ତରାଖଣ୍ଡ ଔଲିରେ ଯୁଦ୍ଧ ଅଭ୍ୟାସ

ନୂଆଦିଲ୍ଲୀ: ନିଜ ଦେଶକୁ ସୁରକ୍ଷା ଦେବା ପାଇଁ ଏବଂ ଶତ୍ରୁମାନଙ୍କ ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ସେନାମାନେ ସର୍ବଦା ସଜାଗ ରହିଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ନୂତନ ପଦ୍ଧତି ମଧ୍ୟ ଅବଲମ୍ବନ କରିଥାନ୍ତି…

ଜିଲାପି ଖାଇଲେ କ’ଣ ହୁଏ? ଜାଣନ୍ତୁ କେଉଁ ରୋଗ ପାଇଁ ଏହା ଲାଭ ଦାୟକ

ସାଧାରଣତଃ ଭାରତୀୟ ମିଠା ମଧ୍ୟରୁ ଜିଲାପି ଅନ୍ୟତମ । ଏହାକୁ କିଛି ଭଲ ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏମିତି ଦେଖିବାକୁ ଆମ ରାଜ୍ୟର ଛୋଟ ବା ବଡ଼ ଜଳଖିଆ ଦୋକାନରେ ଜିଲାପି ବିକ୍ରି ହୋଇଥାଏ । ସେହିପରି ଖାସ ଦୋକାନ…

ଟି-୨୦ ଦଳରୁ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ଛୁଟି ! ଦିନିକିଆ ଏବଂ ଟେଷ୍ଟ ଉପରେ କରିବେ ଫୋକସ୍

ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କୁ ବୋଧହୁଏ ଚଳିତ ବର୍ଷ ଟି-୨୦ ଖେଳିଥିବା ଦେଖିବାକୁ ପାଇବା। ଆସନ୍ତା ବର୍ଷ ଭାରତରେ ବିଶ୍ଵ କପ୍ ୨୦୨୩ ଖେଳାଯିବ। ଏହା ପୂର୍ବରୁ ପାଖାପାଖି ଛଅଟି ଟି-୨୦ ମ୍ୟାଚ୍ ଖେଳାଯିବ।…

କୋରାପୁଟରେ ଓଲଟିଲା ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର

କୋରାପୁଟ(ଓଡ଼ିଶା ଭାସ୍କର): ସୁଙ୍କି-ପଟାଙ୍ଗି ରାସ୍ତାରେ ଓଲଟିପଡ଼ିଛି ଗ୍ୟାସ୍ ଭର୍ତ୍ତି ଟ୍ୟାଙ୍କର । ଘାଟି ରାସ୍ତାରେ ରାଜଗୁଡ଼ା ନିକଟରେ ଟ୍ୟାଙ୍କରଟି ଓଲଟି ପଡ଼ିଥିବା ଜଣାପଡିଛି । ବିଶାଖାପାଟଣାରୁ ରାୟପୁର ଯିବା ବାଟରେ…

ପଦ୍ମପୁରରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଆଚରଣ ବିଧି ଉଲଙ୍ଘନ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ

ପଦ୍ମପୁର:ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁର । ଆଗାମୀ ୫ତାରିଖରେ ପଦ୍ମପୁର ଉପନିର୍ବାଚନ ଥିବାରୁ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ଏହା ସହିତ ନିର୍ବାଚନ ଅଧିକାରୀ…

(Video) ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍: କିନ୍ତୁ ମୋବାଇଲ ଫୋନରେ କଥା ହେବା ଛାଡ଼ିଲେନି, ଦେଖନ୍ତୁ Video

ସୋସିଆଲ ମିଡିଆରେ ବେଳେବେଳେ କିଛି ଛାତିଥରା ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ଦେଖି ୟୁଜର୍ସଙ୍କର ବି ଲୋମ ଟାଙ୍କୁରି ଯାଏ । ନିକଟରେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଦୋହଲାଇ…

ରୁଷି ସୁନକ ଭାରତ ଏବଂ ଚୀନ ପାଇଁ କହିଲେ ଏହି କଥା , ଖବର ଜଣଙ୍କ ପାଇଁ ଖୁସି ହେଲେ ଅନ୍ୟ ପାଇଁ ଦୁଃଖ

ଲଣ୍ଡନ: ରୁଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନିଜର ପ୍ରମୁଖ ସମ୍ବୋଧନରେ ଚୀନ ସରକାରଙ୍କୁ ଦର୍ପଣ ଦେଖାଇଛନ୍ତି । ଚୀନରେ ବଢୁଥିବା ବିକ୍ଷୋଭକୁ ବ୍ରିଟେନର ମୂଲ୍ୟ ଏବଂ ତାର ହିତ ପାଇଁ ଏକ ବଡ଼ ଆହ୍ୱାନ…

iPhoneରେ ମିଳିବ ନାହିଁ ଟ୍ଵିଟର ? ଏଲନ ମସ୍କଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ: ଟ୍ଵିଟରକୁ କିଣିବା ପରଠୁ ଏଲନ ମସ୍କ ପ୍ରତିଦିନ ଚର୍ଚ୍ଚାରେ ରହୁଛନ୍ତି। କର୍ମଚାରୀଙ୍କ ଛଟେଇକୁ ନେଇ ହେଉ କି ଟ୍ଵିଟରର ନୂତନ ନୀତିକୁ ନେଇ ମସ୍କ ଖବରର ଶିରୋନାମାରେ ରହୁଛନ୍ତି। ଏବେ ତାଙ୍କୁ ମୋବାଇଲ…