କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ବର : ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି। ପ୍ରତି ତୋଳାଳୀଙ୍କୁ ପ୍ରଥମ ଦଫାରେ ୧୦୦୦ ଟଙ୍କା ଓ ସଜିନାଲ ଷ୍ଟାଫଙ୍କୁ ୧୫୦୦…

ITBP ରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କି ? ଦରମା ୬୯ ହଜାର, ଆବେଦନ କରିବାର ୨୨ ଡିସେମ୍ବର ହେଉଛି ଶେଷ ତାରିଖ

ITBP ବା ଇଣ୍ଡୋ-ତିବ୍ଦତ ବର୍ଡର ପୋଲିସ ଫୋର୍ସରେ ଭର୍ତ୍ତି ହେବାକୁ ଚାହୁଁଥିଲେ ଆସିଛି ଖୁସିଖବର । ITBPରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ।…

ବଡ ଖୁଲାସା; ବରୁଣଙ୍କୁ କାହିଁକି ମାରିଥିଲେ ସାନିଆଙ୍କ ମାଆ?

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧାୱନ ନିଜର ଷ୍ଟାଇଲ ଏବଂ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ତାଙ୍କର ଅନେକ ମୁଭି ସୁପର ହିଟ୍ ହୋଇଥିବା ବେଳେ ନିକଟରେ ଆଉ ଏକ ମୁଭି 'ଭେଡିଆ' ଆସିବାକୁ ଯାଉଛି । ଏନେଇ ବରୁଣ…

ଆମେରିକାର ୱାଲମାର୍ଟ ଷ୍ଟୋରରେ ଭୟଙ୍କର ଗୁଳିକାଣ୍ଡ: ୧୦ ମୃତ

ନୂଆଦିଲ୍ଲୀ: ପୁଣିଥରେ ଆମେରିକାରେ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି । ୱର୍ଜିନିଆ ସ୍ଥିତ ୱାଲମାର୍ଟ ଷ୍ଟୋରରେ ଭୟଙ୍କର ଗୁଳି ବିନିମୟର ଘଟଣା ଘଟିଥିବା ଜଣା ପଡ଼ିଛିି । ଏପର୍ଯ୍ୟନ୍ତ ଏହି ଗୁଳି ବିନିମୟରେ ଅତି କମରେ…

ଆସନ୍ତାବର୍ଷ ଆକାଶରୁ ହେବ ଅଗ୍ନିବର୍ଷା, ହେବ ତୃତୀୟ ବିଶ୍ୱଯୁଦ୍ଧ! ନୋଷ୍ଟ୍ରାଦମସଙ୍କ ୬ଟି ଭୟଙ୍କର ଭବିଷ୍ୟବାଣୀ

୨୦୨୨ ଶେଷ ହେବାକୁ ଆଉ ମାସେ ଥିବା ବେଳେ ଏବେଠାରୁ ୨୦୨୩କୁ ନେଇ ହୋଇଥିବା ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଫ୍ରାନ୍ସର ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍ ୨୦୨୩ ବର୍ଷ ପାଇଁ ୬ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଛନ୍ତି ।…

କିପରି ହୋଇଥିଲା ଶୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ: ସିବିଆଇ ଯାଞ୍ଚରେ ଖୋଲିଲା ରାଜ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ସିବିଆଇ) ଏହାର ଅନୁସନ୍ଧାନ ଜାରି ରଖିଥିଲେ । ତେବେ ଯାଞ୍ଚ ପରେ ଜଣାପଡ଼ିଛି…

ଯାଜପୁରରେ ଭୟଙ୍କର ଅଗ୍ନିକାଣ୍ଡ; ଦମକଳ କର୍ମଚାରୀ ଆହତ

ଯାଜପୁର: ଯାଜପୁର ଜିଲ୍ଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଜଣେ ଅଗ୍ନିଶମ କର୍ମଚାରୀ ଗୁରୁତର ଅହାତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଟି ଯାଜପୁର ରୋଡ ଧନେଶ୍ୱର ଛକରେ ଥିବା ଏକ କବାଡିରେ ଲାଗିଛି । କୌଣସି…

ପୂର୍ବତନ ମନ୍ତ୍ରୀ ଗୋଲକ ନାଏକଙ୍କ ପରଲୋକ: ହାର୍ଟ ଆଟାକରେ ଚାଲିଗଲା ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକଙ୍କ ପରଲୋକ ଘଟିଛି । ୬୫ ବର୍ଷ ବୟସରେ ହାର୍ଟ ଆଟାକରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଡାଏଲିସିସ ପାଇଁ ମେଡିକାଲ ଯିବା ବାଟରେ ତାଙ୍କର…

ନର୍ସଙ୍କ ବର୍ବର କାଣ୍ଡ: ୩୦ ବର୍ଷରେ ହତ୍ୟା କରିଛନ୍ତି ୪୦୦ରୁ ଅଧିକ ଶିଶୁ

ନୂଆଦିଲ୍ଲୀ: ଏପରି ଅନେକ ସାଇକୋପାଥ୍ ଅଛନ୍ତି, ଯେଉଁମାନଙ୍କ କାର୍ଯ୍ୟ ସମଗ୍ର ବିଶ୍ୱକୁ ଥରାଇ ଦିଏ । ଆଶ୍ଚର୍ଯ୍ୟ କଥା ହେଉଛି କେବଳ ପୁରୁଷମାନେ ହତ୍ୟା ବା ଅମାନବୀୟ କାଣ୍ଡ କରନ୍ତି ନାହିଁ, ଅନେକ ମହିଳା ମଧ୍ୟ ସାଇକୋପାଥ୍…

ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ କାଜୁ ; ଫାଇଦା ବଦଳରେ ଭୋଗିବାକୁ ପଡିବ ଅନେକ ସମସ୍ୟା

କାଜୁ ଖାଇବାକୁ ଅନେକ ଲୋକେ ଭଲ ପାଇଥାନ୍ତି । କାରଣ ଏହା ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗେ ଶରୀର ପାଇଁ ମଧ୍ୟ ସେତିକି ଉପେଯାଗୀ ହୋଇଥାଏ । କାଜୁରେ ଭିଟାମିନ୍, ପ୍ରୋଟିନ୍, ଫାଇବର, ଫସଫରସ୍, ସେଲେନିୟମ୍, କ୍ୟାଲସିୟମ୍,…