ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ ଏହି ଫୁଲ; ଆପର୍ଣ ପରେ ବଦଳିବ ଆପଣଙ୍କ ଭାଗ୍ୟ ହେବ ଧନବର୍ଷା
ପ୍ରତ୍ୟେକ ବ୍ୟକ୍ତି ତା’ ଜୀବନରେ ସୁଖ, ସମୃଦ୍ଧି, ଧନ ଏବଂ ବୈବଭ ପାଇବା ପାଇଁ କଠିନ ପରିଶ୍ରମ କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ବ୍ୟକ୍ତିକୁ ତା ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ମିଳେ ନାହିଁ । ଯାହାଫଳରେ ସେ…