ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲା: ଖୁଲମ୍‌ ଖୁଲା ବୁଲୁଛନ୍ତି ଅଭିଯୁକ୍ତ, ଚୁପ ବସିଛି ପୋଲିସ

ଡେଲାଙ୍ଗ,(ଭାସ୍କର ନ୍ୟୁଜ): ଘରବାଡ଼ିରେ ପଶି ଜୋରଜବରଦସ୍ତ ଗଛରୁ ନଡିଆ ତୋଳିଲେ । ପ୍ରତିବାଦ କରିବାରୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କଲୋଜୀବନରୁ ମାରିଦେବାକୁ ଧମକ ଦେଇ ଘରୁ ଘୋଷାଡି ଆଣି ବଳାତ୍କାର କରିବାକୁ ଉଦ୍ୟମ କଲେ ।…

ବିମାନ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର, ଦେଶରେ ୨୪ଟି ଅତିରିକ୍ତ ବିମାନ ଚାଳାଚଳ ଆରମ୍ଭ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଦେଶର ବିମାନ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର । ଘରୋଇ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଦେଶରେ ୨୪ ଟି ଅତିରିକ୍ତ ବିମାନ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିଛି । ଅଗଷ୍ଟ ୨୦ ରୁ ଏହି ଅତିରିକ୍ତ ବିମାନ…

ଆସନରେ ବସିବାପରେ ପ୍ରଥମଥର ଗାଁ ପରିଦର୍ଶନ କଲେ ଏକନାଥ …..

ପୁଣେ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୁରୁବାର ଦିନ ରାଜ୍ୟର ସର୍ବୋଚ୍ଚ ପଦବୀ ଦଖଲ କରିବା ପରେ ପ୍ରଥମ ଥର ପାଇଁ ସତରା ଜିଲ୍ଲାର ତାଙ୍କ ଗାଁ ରେ ପରିଦର୍ଶନ କରିଛନ୍ତି। ତାଙ୍କୁ ଗ୍ରାମବାସୀମାନେ ସ୍ୱାଗତ…

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ କେତେ କମିଲା ପେଟ୍ରୋଲ-ଡିଜେଲ ରେଟ୍? ଜାଣନ୍ତୁ ଆପଣଙ୍କ ସହରର ଦାମ୍

ନୂଆଦିଲ୍ଲୀ: ଜୁଲାଇରେ ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦାମକୁ ନେଇ ବୟାନ ଦେଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଥିଲେ ଯେ, ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଲାଗୁ…

ଠିିପ ବନ୍ଦ ମଦ ଦୋକାନରୁ ଚୋରି ଘଟଣା: ୭୩୩୦ଟଙ୍କା ଓ ୫ ଗୋଟି ବୋତଲ ଜବତ, ଜଣେ ଗିରଫ

ନବରଙ୍ଗପୁର, (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ସହର ଗବରିଏଲଗୁଡା ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ଠିିପି ବନ୍ଦ ମଦ ଦୋକାନରେ ଗତ ଲୁଲାଇ ୩୦ ତାରିଖ ରାତରେ ଚୋରି ଘଟଣାରେ ନବରଙ୍ଗପୁର ପୋଲିସ ଜଣକୁ ଗିରଫ କରି…

ପଶୁ ଚୋରା ଚାଲାଣ ମାମଲା: ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଘରୁ ଉଠାଆଣିଲା ସିବିଆଇ

କୋଲକାତା : ପଶୁ ଚୋରା ଚାଲାଣ ମାମଲାରେ ଏକ ବଡ ପଦକ୍ଷେପ ନେଇ ସିବିଆଇ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିଛି । ଗୁରୁବାର ଦିନ ସିବିଆଇ ଟିମ୍‌ ଅନୁବ୍ରତ ମଣ୍ଡଳଙ୍କ ଘରେ ପହଞ୍ଚିଥିଲା । ୨୦୨୦ ମସିହାରେ ପଶୁ…

୯ ଘଣ୍ଟାରୁ କମ୍ ଶୋଇଲେ କମିଯାଏ ପିଲାଙ୍କ ସ୍ମରଣଶକ୍ତି : ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ଯଦି ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି, ପ୍ରତି ରାତିରେ ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ…

ଆସନ୍ତା ୧୮ରୁ ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ: ଭାରତୀୟ ଦଳର ନେତୃତ୍ୱ ନେବେ ରାହୁଲ, ଫିଟ୍‌ ହୋଇ ଦଳକୁ ଫେରିବେ ଦୀପକ ଚହର

ମୁମ୍ବାଇ: ଜିମ୍ବାୱେ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ କେ.ଏଲ୍‌.ରାହୁଲ । ଆଘାତ ଜନିତ କାରଣ ନେଇ ରାହୁଲ ବହୁଦିନ ଧରି ଭାରତୀୟ ଦଳ ଠାରୁ ଦୂରେଇ ରହିଥିବା ବେଳେ ଗୁରୁବାର ଦିନ ବିସିସିଆଇ…

ରାଶିଫଳ(ଶୁକ୍ରବାର,୧୨ ଅଗଷ୍ଟ,୨୦୨୨)

ମେଷ: ଆଜି ସମସ୍ତ ସମସ୍ୟା ଓ ଶତ୍ରୁତାର ପରିସମାପ୍ତି ଘଟାଇପାରନ୍ତି । କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡନ ସୃଷ୍ଟି କରିବ । କିନ୍ତୁ ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶୃତି…

ଦଶମନ୍ତପୁର ବ୍ଲକରେ ପୁଣି ଝାଡାବାନ୍ତି ଆତଙ୍କ, ୪ ଆକ୍ରାନ୍ତ ଚିହ୍ନଟ

କୋରାପୁଟ, (ଭାସ୍କର ନ୍ୟୁଜ୍‌): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ କିଛି ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାରୁ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଲୁଲ୍ଲା ପଞ୍ଚାୟତ ଅନ୍ତର୍ଗତ କେମିଲି…