(Video) ସଫାରୀ ବୁଲିବାକୁ ଯାଇଥିଲେ ପର୍ଯ୍ୟଟକ, ଗାଡ଼ି ଆଗକୁ ଚାଲି ଆସିଲା ମହାବଳ ବାଘ.. ତା’ ପରେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ପଶୁ ପକ୍ଷୀଙ୍କ ମଜଦାର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ବେଶ୍ ପସନ୍ଦ ମଧ୍ୟ କରିଥାନ୍ତି ୟୁଜର୍ସ । ଭାଇରାଲ ହେଉଥିବା ଭିଡିଓରେ ଅଧିକାଂଶ ଲୋକଙ୍କୁ ଜଙ୍ଗଲ ଏବଂ ଜଙ୍ଗଲୀ…

Video: ବାବୁଶାନ୍‌-ତୃପ୍ତି ଓ ପ୍ରକୃତି କଳି; ବେକରେ ଶିକୁଳି ଦେଇ ସ୍ୱାମୀଙ୍କୁ ଘରେ ରଖିଦିଅ- ପ୍ରକୃତି

ଭୁବନେଶ୍ୱର: “ତୃପ୍ତିଙ୍କ ବାପା ମୋ ଶାର୍ଟକୁ ଭିଡିଛନ୍ତି। ମୋ ପ୍ରତି ହୋଇଥିବା ଗୁଣ୍ଡାଗର୍ଦ୍ଦିକୁ ମୁଁ ବିରୋଧ କରୁଛି। ମୋ ଉପରେ ଅତ୍ୟାଚାର ହେଉଥିଲା ଲୋକେ ଏହାର ମଜା ନେଉଥିଲେ। କେହି ମୋତେ ସାହାଯ୍ୟ କଲେନି। ବଭାଲି…

ସମୁଦ୍ରରୁ ମିଳିଲା ତିମି ମାଛର ବାନ୍ତି, ଦାମ୍ ହେଉଛି କୋଟି କୋଟି

ନୂଆଦିଲ୍ଲୀ: କେରଳର ବିଝିଙ୍ଗମରେ ମାଛଧରୁଥିବା କେଉଟଙ୍କ ଏକ ସମୂହଙ୍କୁ ସମୁଦ୍ରରେ ୨୮,୪୦୦ କିଲୋଗ୍ରାମ ଓଜନର ଏମ୍ବରଗ୍ରୀସ(ତିମି ମାଛର ବାନ୍ତି) ମିଳିଛି ଯାହାକୁ ସେମାନେ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।…

ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ: ଷ୍ଟେଥୋସ୍କୋପ ଉଠାଇଲେ ରାଜ୍ୟପାଳ, ଏପରି ରକ୍ଷା ପାଇଲା ଜୀବନ

ନୂଆଦିଲ୍ଲୀ: ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ, ଆଉ ଏହି ସମୟରେ ସମ୍ପୃକ୍ତ ଯାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଆଗେଇ ଆସିଥିଲେ ରାଜ୍ୟପାଳ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ମିଳିବାରୁ ଅଳ୍ପକେ ଏକ ବଡ଼ ଅଘଟଣକୁ…

ମୁଁ ଭାବୁଛି ରାଜନୀତି ଛାଡ଼ିଦେବି: ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଅଧିକାଂଶ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି । ଯେ କୌଣସି ବିଷୟ ହେଉ, ଗଡ଼କରୀ ସର୍ବଦା ନିଜର ସ୍ୱାଧୀନ ଚିନ୍ତାଧାର ବ୍ୟକ୍ତ…

ରଣିବୀର ସିଂଙ୍କ ପରେ ବିଷ୍ଣୁ ବିଶାଲ ଉଠାଇଲେ ନ୍ୟୁଡ୍ ଫଟୋ: ପତ୍ନି ସାଜିଲେ ଫଟୋଗ୍ରାଫର

ମୁମ୍ବାଇ: ରଣିବାର ସିଂଙ୍କ ପରେ ବର୍ତ୍ତମାନ ବିଷ୍ଣୁ ବିଶାଲଙ୍କ ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିଷ୍ଣୁ ବିଶାଲ ରଣବୀର ସିଂଙ୍କ ଫଟୋସୁଟ୍ ଦେଖିବା ପରେ ନିଜକୁ ଅଟକାଇ ପାରିଲେ…

ବହୁତ ଶସ୍ତା ହେଲା iPhone-12 :ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଆଇଫୋନ-୧୨(iPhone-12) କିଣିବାକୁ ଚାହୁଁଛନ୍ତି ତାହାଲେ ଏହାକୁ କିଣିବା ପାଇଁ ଆସିଛି ଭଲ ସୁଯୋଗ । ବର୍ତ୍ତମାନ ସସ୍ତା ହୋଇଛି ଆଇଫୋନ-୧୨ । ଏହି ଫୋନକୁ ନେଇ ଆମାଜନ ଓ ଫ୍ଲିପକାର୍ଡ ଆଣିଛନ୍ତି…

DRDO ପକ୍ଷରୁ ବାହାରିଲା ୬୩୦ଟି ପଦବୀ, ଆସନ୍ତା ତିନି ଦିନ ମଧ୍ୟରେ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ ଓ ଯୁବତୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ୬୩୦ଟି ପଦବୀ ବାହାରିଛି । ଏହାର ଆବେଦନର ଅନ୍ତିମ ତାରିଖ ଜୁଲାଇ ୨୭ ତାରିଖ ରହିଛି ।…

ଏହି ବିଶେଷ ପତ୍ର ଖାଇବା ଦ୍ୱାରା ମଧୁମେୟ ରୋଗୀଙ୍କୁ ମିଳିଥାଏ ଫାଇଦା: ଜାଣନ୍ତୁ ଏହାକୁ ଖାଇବାର ଉପାୟ

ଆଜିକାଲି ମଧୁମେୟ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି । ବର୍ତ୍ତମାନ ଅଧିକାଶଂ ଲୋକେ ମଧୁମେୟ ରୋଗରେ ପୀଡିତ। ଏହି ରୋଗୀମାନେ ରକ୍ତରେ ଗ୍ଲୁକୋଜର ସ୍ତରକୁ କମାଇବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ତେବେ ଆପଣ ଯଦି ମଧୁମେୟ…

ବାସୁଦେବପୁରରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଘଟଣା: ଶିକ୍ଷକ ସସପେଣ୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ମାଡ଼ରେ ୧୪ ଛାତ୍ରଛାତ୍ରୀ ଆହତ ହେବା ମାମଲାରେ ଆସିଛି ବଡ଼ ଖବର । ମାମଲାକୁ ଗୁରୁତର ସହ ନେଇ କଡ଼ା ପଦକ୍ଷେପ ନେଇଛି ପ୍ରଶାସନ । ଛାତ୍ରଛାତ୍ରୀଙ୍କୁ ମାଡ଼ ମାରି ଆହତ କରିଥିବା ଗଣିତ…