ସମୟ ପୂର୍ବରୁ ଛୁଆ ଜନ୍ମ, ଗର୍ଭରେ ଶିଶୁର ମୃତ୍ୟୁ, ଶିଶୁର ଓଜନ କମ୍: ଏହି ସମସ୍ୟାର କାରଣ କ’ଣ, ଜାଣନ୍ତୁ ରିସର୍ଚ୍ଚ ରିପୋର୍ଟ
ନୂଆଦିଲ୍ଲୀ: ଗର୍ଭଧାରଣକୁ ନେଇ କିଛି ମହିଳାଙ୍କ ପାଖରେ ସବିଶେଷ ଜ୍ଞାନ ନଥାଏ । ଫଳରେ ଏହାର ଭୟଙ୍କର ପରିଣାମ ସେମାନେ ଭୋଗ କରିଥାନ୍ତି । ତେବେ ଗରମ ସିଜିନରେ ଗର୍ଭବତୀ ମହିଳାଙ୍କ ଗର୍ଭପାତର ବିପଦ ଅଧିକ ରହିଥିବା…