ଡେଲଟା ଅପେକ୍ଷା ଅଧିକ ବ୍ୟାପିବ ଓମିକ୍ରନ, ମାତ୍ର ଗୁରୁତର ହେବ ନାହିଁ: ଆସିଲା WHOର ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ତାଣ୍ଡବ ମଚାଇଥିବା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ନୂଆ ତଥ୍ୟ ସାମନାକୁ ଆସିଛି । କରୋନାର ଏହି ଭାରିଆଣ୍ଟ ଖୁବଶୀଘ୍ର ବ୍ୟାପୁଛି, ମାତ୍ର ଲୋକଙ୍କୁ ଏହା ବେଶିମାତ୍ରାରେ…