Breaking News ଜୁନିୟର ହକି ବିଶ୍ୱକପ୍: ଫାଇନାଲରେ ଆର୍ଜେଣ୍ଟିନା Odisha Bhaskar Bureau Dec 3, 2021 ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଆର୍ଜେଣ୍ଟିନା । ସେମିରେ ଫ୍ରାନ୍ସକୁ ହରାଇ ଫାଇନାଲକୁ ଗଲା ଆର୍ଜେଣ୍ଟିନା । ଫ୍ରାନ୍ସକୁ ୩-୧ ପେନାଲ୍ଟି ସୁଟଆଉଟରେ ହରାଇଲା ଆର୍ଜେଣ୍ଟିନା । ନିର୍ଦ୍ଧାରିତ…
Breaking News ଭାରତରେ ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜ୍ ଆବଶ୍ୟକ; ବୈଜ୍ଞାନିକ ଦେଲେ ପରାମର୍ଶ Sushreejyoti Routray Dec 3, 2021 ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରର ଆଶଙ୍କା ଓ ନୂଆ କରୋନା ଭାରିଆଣ୍ଟ ଓମିକ୍ରନର ପ୍ରବେଶକୁ ନେଇ ବୁଷ୍ଟର ଡୋଜ ଲଗାଇବା ଉପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତୀୟ SARS-CoV-2 ଜେନେଟିକ୍ସ କନ୍ସୋର୍ଟିୟମ ବା…
Breaking News ଗୋପାଳପୁରଠାରୁ ୪୭୦ କିମି ଦୂରରେ ବାତ୍ୟା; SRCଙ୍କ ସୂଚନା Sushreejyoti Routray Dec 3, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ । ବାତ୍ୟାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ…
Breaking News ପଞ୍ଜାବରେ କଙ୍ଗନାଙ୍କୁ ବିରୋଧ କରି ନାରବାଜି, କାର ଉପରକୁ ଆକ୍ରମଣ କଲେ କୃଷକ; ଦେଖନ୍ତୁ ଭିଡିଓ Odisha Bhaskar Bureau Dec 3, 2021 ନୂଆଦିଲ୍ଲୀ: ନିକଟରେ କଙ୍ଗନା ରଣାୱତ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା କୃଷକଙ୍କୁ ଖଲିସ୍ତାନୀ ବୋଲି କହିଥିଲେ । ତେବେ ବୋଧହୁଏ ଏହା ତାଙ୍କ ଉପରେ ଭାରି ପଡ଼ିଛି । ଶୁକ୍ରବାର କଙ୍ଗନା ପଞ୍ଜାବ ଗସ୍ତରେ…
Breaking News ବାତ୍ୟା ଜୱାଦ Update: ଶନିବାର ଗଞ୍ଜାମ ଓ ପୁରୀ ଜିଲ୍ଲାରେ ସ୍କୁଲ ଛୁଟି Odisha Bhaskar Bureau Dec 3, 2021 ବାତ୍ୟା ଜୱାଦ ପାଇଁ ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ଛୁଟି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ଘୋଷଣା କଲେ ଡିଇଓ । ପିଲାଙ୍କ ପାଇଁ ସ୍କୁଲ ଛୁଟି ହେଲେବି ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ…
Top Stories ଆରମ୍ଭ ହେଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଲାଭନ୍ୟୁତ ହେବେ ଦିବ୍ୟାଙ୍ଗ Odisha Bhaskar Bureau Dec 3, 2021 ଆଜି ସାରା ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରୁଛି । ଏହି ଦିବସ ଉପଲକ୍ଷେ କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହୋଇଛି ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ରାଙ୍କି ଠାରେ ଆରମ୍ଭ ହୋଇଛି…
Breaking News ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପିଅନ! Sushreejyoti Routray Dec 3, 2021 ବାଲେଶ୍ୱର(ଓଡ଼ିଶା ଭାସ୍କର): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବାଲେଶ୍ୱର ପୂର୍ତ୍ତ ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ୧ ଲକ୍ଷ…
Breaking News ରାଜଧାନୀରେ ପହଞ୍ଚିଲା କି ଓମିକ୍ରନ ? ୧୦ ସନ୍ଦିଗ୍ଧଙ୍କୁ ଏଲଏନଜେପି ମେଡିକାଲରେ ଭର୍ତ୍ତି Sushreejyoti Routray Dec 3, 2021 ନୂଆଦିଲ୍ଲୀ: ଭାରତରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ପ୍ରବେଶ ପରେ ଚିନ୍ତା ବଢ଼ିଯାଇଛି । ଏହାରି ମଧ୍ୟରେ ରାଜଧାନୀ ଦିଲ୍ଲୀର ଲୋକ ନାୟମ ଜୟ ପ୍ରକାଶ ମେଡିକାଲ ବା LNJPରେ ଓମିକ୍ରନ କୋଭିଡ ଭାରିଆଣ୍ଟରେ ସଂକ୍ରମିତ…
Breaking News LICର ଏହି ସ୍କିମରେ ଜମା କରନ୍ତୁ କେବଳ ୧୩୦ ଟଙ୍କା, ମିଳିବ ୨୭ ଲକ୍ଷ, ଜାଣନ୍ତୁ କେମିତି Odisha Bhaskar Bureau Dec 3, 2021 ଝିଅର ଭଲ ଭବିଷ୍ୟତ ପାଇଁ ପିତା ମାତା ଏକ ଭଲ ଇନଭେଷ୍ଟମେଣ୍ଟ ପଲିସି ନେବାକୁ ଚାହିଥାନ୍ତି । ଆଜି ଆମେ ଆପଣଙ୍କୁ ଏଲଆଇସିର ଏକ ଏଭଳି ପଲିସି ବିଷୟରେ କହିବାକୁ ଯାଉଛି ଯାହା ଝିଅର ବିବାହ ପାଇଁ ଉଦ୍ଧିଷ୍ଟ । ଏଲଆଇସି ଏହି…
Breaking News ମମିତା ପ୍ରସଙ୍ଗ: ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି, ଜାଣନ୍ତୁ କ’ଣ କହିଲେ Sushreejyoti Routray Dec 3, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତୀବ୍ର ହେବାରେ ଲାଗିଥିବା ବେଳେ ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ଅତି ସମ୍ବେଦନଶୀଳ ଘଟଣା ବୋଲି…