କ୍ୱାରେଣ୍ଟାଇନରୁ ଚମ୍ପଟ ମାରିଲେ ୧୫୦ ସୁରତ ଫେରନ୍ତା

ଗଞ୍ଜାମ,୩ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତ ବଢିଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାର କ୍ୱାରେଣ୍ଟାଇନ ସେଣ୍ଟରରୁ ଚମ୍ପଟ ମାରିଛନ୍ତି ସୁରତ ଫେରନ୍ତା । ୨ଟି ସ୍କୁଲରେ କ୍ୱାରେଣ୍ଟାଇନରେ ଥିବା ୧୫୦ରୁ ଅଧିକ ଜଣ…

ଏଣିକି ବସ୍ ରୁଟରେ ହେବ ପରିବର୍ତ୍ତନ

ଭୁୁବନେଶ୍ୱର,୩ ।୫(ଓଡିଶା ଭାସ୍କର): କରୋନା ପାଇଁ ବାହାରେ ଫସିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇଆଣିବାରେ ଲାଗିଛନ୍ତି ସରକାର । କିନ୍ତୁ ଲଗାତାର ୨ଥର ଦୁର୍ଘଟଣା ଘଟିବାରୁ ବସ୍ ରୁଟ୍ ପରିବର୍ତ୍ତନ କରିବାକୁ କହିଛନ୍ତି…

କଳିଙ୍ଗ ଘାଟିରେ ପୁଣି ଓଲଟିଲା ବସ

ବାଲିଗୁଡା ,୩/୫(ଓଡିଶା ଭାସ୍କର): କଳିଙ୍ଗ ଘାଟିରେ ପୁଣି ବସ ଦୁର୍ଘଟଣା। ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଗଞ୍ଜାମ ଫେରୁଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସେଥିରେ ସୁୁୁରତରୁ ପ୍ରବାସୀ ଓଡିଆମାନେ ଫେରୁଥିଲେ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ  ଜଣକ ଝାରସୁଗୁଡା ଜିଲ୍ଲା ର ବୋଲି…

ନୀରବି ଯାଇଛି କୁମ୍ଭକାରର ଚକ, ଅଟକି ଯାଇଛି ହାତ

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):କନ୍ଦାଉଛି କରୋନା।ବଢି ଚାଲିଛି ଲକଡାଉନ। ନୀରବି ଯାଇଛି କୁମ୍ଭକାରର ଚକ, ଅଟକି ଯାଇଛି ହାତ। ମାଟିକୁ ଚକଟିମକଟି ଝାଳନାଳ ହୋଇ ପ୍ରସ୍ତୁତ କରିଥାଏ ନୂଆ ନୂଆ ମାଟିପାତ୍ର। ବର୍ତ୍ତମାନର…

ପୁଣି ୨କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୧୫୯

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ରାଜ୍ୟରେ ଆଜି ଆଉ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଦୁଇଜଣ ଗଂଜାମ ଜିଲ୍ଲାର ।ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ ରେ ପଂହଚିଛି । ଗତ କାଲି ପର୍ଯ୍ୟନ୍ତ…

ଲକ ଡାଉନ ପାଇଁ ଘାଟାରେ ସମ୍ବାଦପତ୍ର ,୪ହଜାର ୫୦୦କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):ଲକ ଡାଉନର ପ୍ରଭାବ ସବୁ କ୍ଷେତ୍ର ଉପରେ ପଡିଛି । ସଭିଏଁ ଅଳ୍ପେବହୁତ କ୍ଷତିସହିଛନ୍ତି । କେବଳ ସମ୍ବାଦପତ୍ର ଶିଲ୍ପ ର ୪ହଜାର ୫୦୦କୋଟି ଟଙ୍କାର କ୍ଷତି ହୋଇଛି । ଗତ ଦୁଇ ମାସରେ ଏହି…