ଦେଖନ୍ତୁ ସାରା ଦେଶର ହଟ୍‌ସ୍ପଟ୍ ସୂଚୀ, ଆପଣଙ୍କ ଜିଲ୍ଲା ନାହିଁ ତ ?

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାସହ ଏବେ ଦେଶକୁ ୩ଟି ଜୋନରେ ବଣ୍ଟାଯାଇଛି । ଏହାରି ଆଧାରରେ କରୋନା କେଉଁ ଅଞ୍ଚଳକୁ…

ମାସ୍କ ଲଗାଇ ବିବାହ ରଚିଲେ ବର-କନିଆ

ଲକ୍-ଡାଉନ ସରିବା ପରେ ଜଣେ ଦମ୍ପତ୍ତିଙ୍କ ବିବାହ ହେବାକୁ ଥିବା ବେଳେ ଲକ୍-ଡାଉନ ପୁଣି ବଢିଗଲା । ବିବାହ ପୂର୍ବରୁ ସମସ୍ତ ରୀତିନୀତି ସମାପ୍ତ ହୋଇଥିବାରୁ ବାଧ୍ୟତାମୂଳକ ଭାବେ ବିବାହ ହୋଇଥିଲା । କିନ୍ତୁ ବରଯାତ୍ରୀଙ୍କ…

ଲକ୍-ଡାଉନରେ ଧର୍ଯ୍ୟହରା ହେଲେ ମହିଳା, ଶେଷରେ ଉଲଗ୍ନ ହୋଇ କଲେ ହଙ୍ଗାମା

ସାରା ବିଶ୍ୱରେ କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା ଲକ୍-ଡାଉନକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଲୋକମାନେ ବାହାରକୁ ଯିବା ପାଇଁ ଚାହୁଁଛନ୍ତି, କିନ୍ତୁ ପ୍ରତିବନ୍ଧକ ଯୋଗୁଁ ଯିବାକୁ ସକ୍ଷମ ହେଉନାହିଁ ।…

କେନ୍ଦୁଝର , ମୟୁରଭଞ୍ଜ ଗସ୍ତରେ ୫ଟି ସଚିବ 

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର):  କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଓ ୫ଟି ସଚିବ ଭି.କେ.ପାଣ୍ଡିଆନ୍ ।  ସେମାନେ କେନ୍ଦୁଝର ସ୍ଥିତ ରାଙ୍କିରେ ନିର୍ମାଣଧୀନ କୋଭିଡ଼-୧୯ ହସ୍ପିଟାଲ…

ଅନଲାଇନ ଅର୍ଡ଼ର ବିପଦ, ପିଜା ଡ଼େଲିଭରି ବଏଙ୍କ କରୋନା ରିପୋର୍ଟ ପଜିଟିଭ୍

ନୂଆଦିଲ୍ଲୀ, ୧୬ା୪: ସାରା ବିଶ୍ୱରେ କରୋନାକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାସହ ଲୋକ ଭୟଭିତ ଅବସ୍ଥାରେ ମଧ୍ୟ ରହିଛନ୍ତି । କରୋନା କେତେ ବେଳେ କାହାଠାରୁ ବି ବ୍ୟାପିପାରେ । ଯେତେ ସତର୍କ ରହିଲେ ମଧ୍ୟ ଆମେ…

ସୁନ୍ଦରଗଡ଼ରେ ନିର୍ଦ୍ଧିଷ୍ଟ ସମୟ ପାଇଁ ଖୋଲିବ ବହି ଦୋକାନ

ସୁନ୍ଦରଗଡ଼, ୧୬ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଲକ୍ ଡାଉନ ପାଇଁ ସବୁ ଦୋକାନ ମଧ୍ୟ ବନ୍ଦ ରହିଛି । ଆବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି ।…

ଲକ୍ ଡାଉନ ଦୁଃଖ: ବାପାଙ୍କୁ କାନ୍ଧରେ ବୋହି ବୋହି ହସ୍ପିଟାଲରୁ ଆଣିଲା ପୁଅ

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): ସାରା ଦେଶରେ ଜାରି ରହିଛି ଲକ୍ ଡାଉନ । ଲକ୍ ଡାଉନ ଜାରି ଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ପ୍ରକାର ହୃଦୟବିଦାରକ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ଆଉ କେରଳରୁ…

ରାଜ୍ୟରେ ରେକର୍ଡ଼ ସଂଖ୍ୟକ ଟେଷ୍ଟ, ସବୁ ନେଗେଟିଭ୍

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ଟେଷ୍ଟ କରାଯାଇଛି । ରେକର୍ଡ଼ ସଂଖ୍ୟକ୧୧ଶହ ୯୭ଜଣଙ୍କ ନମୁନା ଟେଷ୍ଟ ହୋଇଛି । ସମସ୍ତ ନମୁନାର ରିପୋର୍ଟ ନେଗେଟିଭ୍ ଆସିଛି । ଓଡ଼ିଶାରେ ୬୦ରେ…